ଆପଣ ଯଦି ନିଜ ପ୍ରିୟ ପର୍ଶନଙ୍କ ମନର କଥା ଜାଣିବାକୁ ଚାହୁଁଥାନ୍ତି । ତେବେ ଆପଣ ବହୁତ ସହଜ ଏକ ଉପାୟରେ ଏଠାରେ ଜାଣିପାରିବେ । ଏଥିପାଇଁ କେବଳ ଆପଣଙ୍କୁ 1, 2 ଓ 3 ଏହି 3 ଟି ହାର୍ଟରୁ କୌଣସି ହାର୍ଟକୁ ବାଛିବାକୁ ପଡିବ । ଯାହା ଦ୍ଵାରା ଆପଣ ନିଜର କୌଣସି ଏକ ପ୍ରିୟ ଲୋକର ମନର କଥା ଜାଣିପାରିବେ । ଆପଣ ଯାହାଙ୍କ ବି ମନର କଥା ଜାଣିବାକୁ ତାଙ୍କ ମନର କଥା ଏଠାରେ ଜାଣିପାରିବେ ।
1-ଆପଣଙ୍କ ବିଷୟରେ ଏହି ପର୍ଶନ ଜଣଙ୍କର ବହୁତ ଭଲ ଚିନ୍ତାଧାରା ରହିଛି । ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ ବିଷୟରେ ଭାବନ୍ତି । ଯେ ଆପଣ କିଛି କିଛି କଥା ଅନ୍ୟ ଠାରୁ ଠିକରେ ନଶୁଣି ସେହି କଥା ଉପରେ ନିଜର ମତ ରଖିଦେଇଥାନ୍ତି । ଛୋଟ ଛୋଟ କଥାକୁ ବେଳେବେଳେ ବହୁତ କିଛି ଅଧିକ ଭାବି ମଧ୍ୟ ଦେଇଥାନ୍ତି । ତେବେ ଏହି ସବୁ ଗୁଣରେ ଯଦି କିଛି ପରିବର୍ତ୍ତନ କରିବେ । ତେବେ ବହୁତ ଭଲ ହେବ ବୋଲି ସେ ଭାବନ୍ତି । ହେଲେ ସବୁପରେ ବି ସେ ଆପଣଙ୍କୁ ଜଣେ ବହୁତ ଭଲ ପର୍ଶନ ବୋଲି ଭାବନ୍ତି ।
2- ଆପଣ ଯାହାଙ୍କ କଥା ଭାବି ଏହି ନମ୍ବରକୁ ବାଛିଛନ୍ତି । ସେହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ଜଣେ ବହୁତ ଏକାନ୍ତ ତଥା ଶାନ୍ତିପ୍ରିୟ ମଣିଷ ବୋଲି ଭାବନ୍ତି । ଆପଣ ଜଣେ ପ୍ରକୃତି ପ୍ରେମୀ ମଧ୍ୟ ଅଟନ୍ତି । କୌଣସି କାମକୁ ଚାଲବାଜି କରି ଶୀଘ୍ର ଶୀଘ୍ର କରିବାକୁ ପସନ୍ଦ କରନ୍ତି ନାହିଁ । ଆପଣ ସବୁ କଥାରେ ଭାବିଚିନ୍ତି ଶାନ୍ତ ମୁଣ୍ଡରେ ନିଷ୍ପତ୍ତି ନେବାକୁ ଭଲ ପାଆନ୍ତି ବୋଲି ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ ବିଷୟରେ ଭାବୁଛନ୍ତି ।
3- ଆପଣଙ୍କ ପାଖରେ କ୍ଯାରିଙ୍ଗ ଓ ଲଭିଙ୍ଗ ପର୍ସୋନାଲିଟି ଥିବାର ଏହି ବ୍ୟକ୍ତି ଜଣଙ୍କ ଭାବନ୍ତି । ଆପଣ ଯେତେ ଦୁଃଖରେ କି କଷ୍ଟରେ ଥାନ୍ତୁ ନା କାହିଁକି ? ହେଲେ ନିଜର ଦୁଃଖକୁ ଅନ୍ୟ ଠାରୁ ଲୁଚାଇ ଅନ୍ୟର ଯତ୍ନ ନେଇଥାନ୍ତି । ଆପଣ ଜଣେ ବହୁତ ଶାନ୍ତ ଓ ଭଲ ସ୍ଵଭାବର ମଣିଷଟିଏ ବୋଲି ଆପଣଙ୍କ ପର୍ଶନ ଆପଣଙ୍କ ବିଷୟରେ ଭାବୁଛନ୍ତି । ଯାହାଙ୍କୁ ଦେଖିଲେ ସେ ବହୁତ ଶାନ୍ତି ଫିଲ୍ କରିଥାନ୍ତି ।
ମା’ ଭଳି କୋମଳ ହୃଦୟଟିଏ ଆପଣଙ୍କ ପାଖରେ ଅଛି ବୋଲି ସେ ଜାଣିଛନ୍ତି । ଜୀବନରେ ସମସ୍ଯା ଆସିଥାଏ, ହେଲେ ସେହି ସବୁ ସମସ୍ଯା ସହ ସଂଘର୍ଷ କରି ଆଗକୁ ବଢିବା ସହ ଅନ୍ୟକୁ ବଢିବା ପାଇଁ ମଧ୍ୟ ପ୍ରୋତ୍ସାହନ କରିଥାନ୍ତି । ଯେଉଁ ଗୁଣ ଆପଣଙ୍କର ତାଙ୍କୁ ବହୁତ ଭଲ ଲାଗେ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ