କମେଡିଆନ ଯଦୁମଣି ମହନ୍ତ କହିଲେ ‘ଗୋଟେ ଝିଅକୁ କିସ କରିଦେଲି ..ସକାଳୁ ସେ ଝିଅ କହୁଛି ମୋ ପେଟ କାଟୁଛି ..ମୋର ତ ଛେପ ଉପରେ …’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଯଦୁମଣି ମହନ୍ତ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି । ତାଙ୍କୁ ହାସ୍ୟ ଅଭିନେତା ଭାବରେ ଲୋକମାନେ ସମସ୍ତେ ଜାଣିଛନ୍ତି ଏବଂ ସେ ଘରେ ଘରେ ପରିଚିତ । ତାଙ୍କ ଅଭିନୟ ଯିଏ ଦେଖିଥାନ୍ତି ସେମାନେ ପାଗଳ ହୋଇଥାନ୍ତି । କାରଣ ସେ ଏଭଳି ଅଭିନୟ କରୁଥାନ୍ତି ଲୋକମାନେ ହସି ହସି ଗଡି ଯାଇଥାନ୍ତି ।


ସେ ଅଭିନୟ କରି ବହୁତ ନାମ କମାଇଛନ୍ତି । ତାଙ୍କୁ ଆଉ ପରିଚୟ ଦେବାକୁ ମଧ୍ୟ ପଡୁ ନାହିଁ । କାରଣ ସେ ସମସ୍ତଙ୍କ ହୃଦୟରେ ସ୍ଥାନ କରି ଚାଲିଛନ୍ତି । ତେବେ ସେ ନିଜର ଏକ ଇନ୍ଟର୍ଭିୟୁ ରେ କହିଛନ୍ତି କି ତାଙ୍କ ମୋଟାପା ଯୋଗୁଁ ତାଙ୍କୁ ଅନେକ କିଛି କଥା ଶୁଣିବାକୁ ମିଳୁଛି । ତେବେ ସେ କହିଥିଲେ କି ସେ ଏକ ସାଂଗର ବାହାଘରରେ ଯାଇଥିଲେ ସେଠାରେ ସେ ନାଗିନ ଗୀତରେ ନାଚିଥିଲେ ।

ତେବେ ସେ ହୋସ ରେ ନଥିଲେ ଏବଂ ଗଡି ତଡି ନାଚିଥିଲେ ତେବେ ତା ପରଦିନ ଖବର କାଗଜ ରେ ମୋ ଫଟୋ ଦେଇ ଲେଖା ହେଇଛି କି ହାତୀ କିପରି ନାଚୁଛି । ଏହା ଛଡା ମୋତେ ଜନ୍ମଦିନ ରେ ଡାକିଲେ ମୁଁ ପ୍ରବଳ ଖାଏ ସେଥିପାଇଁ ମୋତେ କେହି ଡାକନ୍ତି ନାହିଁ ।

ତେବେ ସେ କହିଛନ୍ତି କି ସେ ଯେତେବେଳେ କେନ୍ଦୁଝର ରୁ ଭୁବନେଶ୍ୱର ରେ ଆସିଥିଲେ ସେତେବେଳେ ତାଙ୍କୁ ଅନେକ ସମସ୍ୟା ର ସାମ୍ନା କରିବାକୁ ପଡ଼ିଥିଲା ସେ ବ୍ରିଜ ତଳେ ଅଟୋ ଷ୍ଟାଣ୍ଡ ରେ ରାତି କଟେଇଛନ୍ତି । ତେବେ ଏହା ପରେ ସେ କହିଛନ୍ତି କି ଆଜି କାଲି ର ଝିଅ ମାନଙ୍କ ର ଅନେକ ନଖରା ରହିଛି । ତେବେ ସେମାନେ ଏମିତି ଡ୍ରେସ ପିନ୍ଧୁଛନ୍ତି ଏତେ ଟାଇଟ ପିନ୍ଧୁଛନ୍ତି ଯେ ବ୍ଲେଡ଼ ଲଗେଇଦେଲେ ଚିରି ଯିବ ।


ତେବେ ମୁଁ ଗୋଟିଏ ଝିଅ ଦେଖିବାକୁ ଯାଇଥିଲି ତାକୁ ପଚାରିଲି ଖାନା ବନାନା ଆତା ହେ ସେ କହୁଛି ନା ବନାନା ଖାନା ଆତା ହେ । ତେବେ ଗୋଟିଏ ଝିଅ କୁ ମୁଁ କିସ କରିଥିଲି ସେ ସକାଳେ କହୁଛି ମୋ ପେଟ କାଟୁଛି ମୋ ଛେପ ଉପରେ ମୋର ଡାଉଟ ହେଲା । ତେବେ ଆଉ କଣ କହିବି । କେବଳ ଲୋକ ମାନଙ୍କର ଆଶୀର୍ବାଦ ଦରକାର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *