20 ବର୍ଷ ପୁରୁଣା ଯାଦୁ, କାଛୁ, କୁଣ୍ଡିଆ କେବଳ ଗୋଟେ ଦିନରେ ହିଁ ଗାୟବ ହୋଇଯିବ, କରନ୍ତୁ ଏହି ସହଜ ଉପାୟ – Baba Ramdev Health Tips

ବନ୍ଧୁଗଣ ଜାଦୁ କାଛୁ କୁଣ୍ଡିଆ ଭଳି ସମସ୍ଯା ଅନେକ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ଆପଣ ଦେଖିଥିବେ ଆପଣଙ୍କ ଶରୀରରେ ବେଳେ ବେଳେ ଚେକା ଚେକା ଫଳିଯାଏ ଓ ତାହା ବହୁତ ଅଧିକ କୁଣ୍ଡେଇ ହେବାକୁ ଲାଗେ । ବନ୍ଧୁଗଣ ଏହିଭଳି ସମସ୍ଯା ହେଲେ ଆପଣ ଲୋକଙ୍କ ପାଖ ମାଡି ପାରନ୍ତି ନାହିଁ । କାରଣ ଯାହାକୁ ଜାଦୁ କାଛୁ ଭଳି ସମସ୍ଯା ହୋଇଥାଏ ତାହା ପାଖରୁ ଅନ୍ୟକୁ ଡେଇଁବାର ସମ୍ଭାବନା ଥାଏ । ଏହା ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଉପଚାର ନେଇ ଆସିଛୁ, ଜାଦୁ କାଛୁ କୁଣ୍ଡିଆ ପାଇଁ କୌଣସି ମେଡିସିନ ର ପ୍ରୟୋଗ କରିବା ପୂର୍ବରୁ ଆପଣ ଏହାକୁ ଥରେ ନିହାତି ପ୍ରୟୋଗ କରନ୍ତୁ । ଦେଖିବେ ଏହା ବହୁତ ଶୀଘ୍ର ଆପଣଙ୍କର ଫଙ୍ଗାଲ ଇଂଫେକ୍ସନ ଦୂର ହୋଇଯିବ । କେବଳ 5 ମିନିଟ ରେ ଆପଣ ଫରକ ଦେଖି ପାରିବେ ।

ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଡେଟଲ ର ଆବଶ୍ୟକତା ପଡିବ । ଆମେ ଆପଣଙ୍କୁ କହି ଦେଉଛୁ କି ଯଦି ଆପଣଙ୍କୁ ଜାଦୁ କାଛୁ ଭଳି କୌଣସି ବି ଚର୍ମ ଜନିତ ସମସ୍ଯା ହେଉଛି ତେବେ ଆପଣ ଗାଧୋଇବା ପାଣିରେ ଏକ ଠିପି ଡେଟଲ ପକାଇ ଗାଧାନ୍ତୁ । ଦେଖିବେ ଆପଣଙ୍କୁ ଏହି ସମସ୍ୟାରୁ ବହୁତ ଲାଭ ମିଳିବ ।

ଏହି ଉପଚାର ବନେଇବା ପାଇଁ ପ୍ରଥମେ ଆପଣ ଏକ ଠିପି ଡେଟଲ ଏକ ବାଉଲ ରେ ନିଅନ୍ତୁ । ଏହା ପରେ ଆପଣଙ୍କୁ ଆଉ ଏକ ସାମଗ୍ରୀ ଟୁଥପେଷ୍ଟ ର ଆବଶ୍ୟକତା ପଡିବ । ଏଥିପାଇଁ ଆପଣ କୌଣସି ଏକ ବିନା ଫ୍ଲେବର ବାଲା ଟୁଥପେଷ୍ଟ ନିଅନ୍ତୁ ଯାହା ଧଳା ରଙ୍ଗର ହୋଇଥିବ । ଆପଣ ଦାନ୍ତ ଘଷିବା ବେଳେ ଯେତିକି ପରିମାଣର ପେଷ୍ଟ ପ୍ରୟୋଗ କରନ୍ତି ଆପଣ ସେତିକି ପରିମାଣର ପେଷ୍ଟ ଏହି ବାଉଲ ରେ ମିଶାନ୍ତୁ । ଏହା ଦ୍ଵାରା ଆପଣଙ୍କର ଜାଦୁ କାଛୁ କୁଣ୍ଡିଆ ରୋଗରେ କୁଣ୍ଡେଇ ହେବା ସମସ୍ୟାରୁ ମୁକ୍ତି ମିଳିବ । ଏହା ପରେ ଆପଣ ବାଉଲ ରେ ଏହି ଦୁଇଟି ଜିନିଷ କୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ ।

ଏବେ ଆପଣଙ୍କୁ ଆଉ ଏକ ସାମଗ୍ରୀ ଦରକାର ତାହା ହେଲା ଦୁଇ ପାଖୁଡା ରସୁଣ । ବନ୍ଧୁଗଣ ରସୁଣରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ ଯାହା ଏହି ଭଳି ଜାଦୁ କାଛୁ ସମସ୍ୟାରେ ବହୁତ ଅଧିକ ଲାଭ ଦାୟକ ହୋଇଥାଏ । ଏହା ଆପଣଙ୍କର ଜାଦୁ କାଛୁ ର ଜୀବାଣୁ ଙ୍କୁ ଶୀଘ୍ର ମାରିଦିଏ । ସେଥିପାଇଁ ଏଥିରେ ଆପଣ ଦୁଇ ପାଖୁଡା ରସୁଣକୁ ଚୋପା ଛଡାଇ ଏହି ଉପାୟ ରେ ନିଶ୍ଚୟ ପ୍ରୟୋଗ କରନ୍ତୁ ।

ଏହା ପରେ ଆପଣ ନିଜର ଫଙ୍ଗାଲ ଇଂଫେକ୍ସନ ହୋଇଥିବା ଜାଗାକୁ କଟନ ସାହାର୍ଯ୍ୟ ରେ ଡେଟଲ ନେଇ ଭଲ ଭାବେ ସଫା କରି ନିଅନ୍ତୁ । ଏହା ଦ୍ଵାରା ଫଙ୍ଗାଲ ଜୀବାଣୁ ବହୁତ ସହଜରେ ମରିଯିବ । ଏହା ପରେ ଆପଣ ଏକ ରସୁଣ ପାଖୁଡାକୁ ହାଲ୍କା ଭାବେ ଛେଚି ନିଅନ୍ତୁ ଓ ଏହି ରସୁଣ ପାଖୁଡାକୁ ପ୍ରସ୍ତୁତ ହୋଇଥିବା ମିଶ୍ରଣରେ ବୁଡାଇ ସେହି ଜାଗାରେ ହାଲ୍କା ଭାବେ ଘସନ୍ତୁ ।

ଏହା ପରେ ଆପଣ ଏହାକୁ 20 ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଛାଡି ଦିଅନ୍ତୁ । 20 ମିନିଟ ପରେ ଆପଣ ସେହି ଜାଗାକୁ ଉଷୁମ ପାଣିରେ ଭଲ ଭାବେ ଧୋଇ ନିଅନ୍ତୁ । ଆପଣଙ୍କୁ ପ୍ରଥମ ଦିନରୁ ହିଁ ଫରକ ଅନୁଭବ ହେବ । ଏହା ଆପଣଙ୍କର ଫଙ୍ଗାଲ ଇଂଫେକ୍ସନ ସମସ୍ୟାରେ ବହୁତ ଅଧିକ ଲାଭକାରୀ ଅଟେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *