‘ଯଦି ଅନୁଭବ ରାଜି ହେବେ ମୁଁ ନିଶ୍ଚୟ ବାହା ହେବି, ତାଙ୍କ ସ୍ତ୍ରୀର ପେଡି ଖୋଲିଲେ ନିଆଁ ଜଳିବ, ସେ ଯଦି ତାଙ୍କ ସହ ରହିବେ ତା ହେଲେ…’ Rani Panda

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯାତ୍ରା ଜଗତର ଆଇଟମ ଗାର୍ଲ ରାଣୀ ପଣ୍ଡା ତାଙ୍କର ନିଜସ୍ୱ ମତ ପାଇଁ ସବୁବେଳେ ଚର୍ଚାଏ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବର୍ତ୍ତମାନ ସମୟରେ ରାଣୀ ପଣ୍ଡା ଓଡିଆ ସିନେ ଜଗତର ସୁପର ଷ୍ଟାର ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶିନୀଙ୍କ ଉପରେ କିଛି ନିଜସ୍ୱ ମନ୍ତ୍ରବ୍ଯ ଦେଇଛନ୍ତି । ଗତ ୨ ଦିନ ତଳେ ଅନୁଭବଙ୍କର ଜନ୍ମ ଦିନ ଯାଇଛି । ଜନ୍ମ ଦିନର ଅବସରରେ ସୁପର ଷ୍ଟାର ଅନୁଭବଙ୍କ ପାଇଁ ଓଡିଆ ବାସୀଙ୍କର ଅନେକ ଗୁଡିଏ ଜନ୍ମ ଦିନର ଶୁଭେଛା ବାର୍ତ୍ତା ରହିଥିଲା ।

ଅନୁଭବ ମଧ୍ୟ ତାଙ୍କ ଜନ୍ମ ଦିନ ଅବସରରେ ସମସ୍ତ ଓଡିଶାବାସୀଙ୍କୁ ସୋସିଆଲ ମିଡିଆରେ କହିଛନ୍ତି । ଯେ ଯେଉଁ ଦିନ ମୋର ଡିଭୋର୍ସ ହେବ । ସେହି ଦିନ ମୁଁ ଜନ୍ମଦିନ ପାଳନ କରିବେ । ତେବେ ଅନୁଭବଙ୍କର ଜନ୍ମ ଦିନ ଉପଲକ୍ଷେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ମଧ୍ୟ ତାଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଛନ୍ତି । ଏହା ସହିତ ରାଣୀ ଅନୁଭବଙ୍କ ପାଇଁ ଏପରି ମଧ୍ୟ କିଛି ବାର୍ତ୍ତା ରଖିଛନ୍ତି ।

ଯଦି ଅନୁଭବ ଚାହିଁବେ ତେବେ ବର୍ଷାଙ୍କ ସହିତ ଅନୁଭବଙ୍କର ଡିଭୋର୍ସ ପରେ ରାଣୀ ପଣ୍ଡା ତାଙ୍କୁ ବିବାହ ପାଇଁ ଅନେଇ ବସିଛନ୍ତି । ରାଣୀ ପଣ୍ଡାଙ୍କର ଅନୁଭବଙ୍କର ପାରିବାରିକ ଘଟଣା ଉପରେ ମତ ଦେଇଛନ୍ତି । ଏହା କି ଯେ ଯଦି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ସବୁ କିଛି ଭଲ ବୁଝାମଣା ହୋଇଯାଇଥାନ୍ତା । ତେବେ ଉଭୟ ପୂର୍ବ ଭଳି ଘର ସଂସାର ଆରାମରେ କରିପାରିଥାନ୍ତେ ।

ବର୍ତ୍ତମାନ ସ୍ଥିତିରେ ତାଙ୍କ ଭିତରେ ଥିବା ପାରିବାରିକ କଳହ ଯେପରି ଦିନକୁ ଦିନ ବଢିବାରେ ଲାଗିଛି । ଏପରି କ୍ଷେତ୍ରରେ ଉଭୟ ଅଲଗା ହୋଇଯିବା ହିଁ ଉଭୟଙ୍କ ପାଇଁ ଭଲ ରହିବ । ରାଣୀଙ୍କ କହିବା ଅନୁସାରେ ଯଦି ଅନୁଭବ ପୁଣି ଠାରେ ବର୍ଷାଙ୍କ ସହିତ ବୈବାହିକ ଜୀବନ ଅତିବାହିତ କରିବାକୁ ଚାହିଁବେ । ତେବେ ଅନୁଭବଙ୍କର ଭବିଷ୍ୟତ ସଂପୂର୍ଣ୍ଣ ଅନ୍ଧାର ହୋଇଯିବ । କାରଣ ଯାତ୍ରା ଅଭିନେତ୍ରୀ ରାଣୀଙ୍କ କହିବା ଅନୁସାରେ ଯଦି ସେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ଗୁମର ଖୋଳିବେ ।

ତେବେ ସେହି ସବୁ କଥା ବହୁତ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବ । ତେବେ ରାଣୀଙ୍କର ସବୁବେଳେ ତାଙ୍କର ଏପରି ମନ୍ତବ୍ୟକୁ କଥାକୁ ନେଇ ଚର୍ଚାରେ ରହିଆସିଛନ୍ତି । ତେବେ ସେ ଏହା ମଧ୍ୟ ବର୍ଷା ପ୍ରିୟ ଦର୍ଶିନୀଙ୍କୁ ଆକ୍ଷେପ କରି କହିଛନ୍ତି । ତେବେ ବର୍ଷା ଉପରକୁ ସାଧାସିଧା ଦେଖାଯାଉଛନ୍ତି । ତେବେ ତାଙ୍କ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଏପରି ଘଟଣା କାହିଁକି ଘଟିବାକୁ ଗଲା ।

ତେବେ ରାଣୀଙ୍କର ବର୍ଷାଙ୍କୁ ନେଇ ଏପରି ଆକ୍ଷେପ କରି କହିବା । ଏହା ସହିତ ଅନୁଭବଙ୍କର ପ୍ରତି ଜଣେ ବହୁତ ବଡ ଫ୍ୟାନ ହିସାବରେ ତାଙ୍କୁ ବାହାଘର ପାଇଁ ପ୍ରସ୍ତାବ ରଖିବା ପଛରେ ରହସ୍ୟ କଣ ରହିଛି । ତାହା ଆଗାମୀ ସମୟରେ ହିଁ ଜଣା ପଡିବ । ତେବେ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *