ମୁଁ ଆପଣଙ୍କ ନାମ କହି ପାରିବି ! ବିଶ୍ଵାସ ହେଉନଥିଲେ ଥରେ Try କରି ଦେଖନ୍ତୁ

ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ବ୍ୟକ୍ତିଙ୍କ ସ୍ଵଭାବ, ଚରିତ୍ର ଓ ଚିନ୍ତାଧାରା ଭିନ୍ନ ଭିନ୍ନ ହୋଇଥାଏ । ସାଧାରଣତଃ ସମସ୍ତ ବ୍ୟକ୍ତିଙ୍କ ନାମ ମଧ୍ୟ ଅଲଗା ଅଲଗା ହୋଇଥାଏ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ବ୍ୟକ୍ତି ନାମର ପ୍ରଭାବ ସେହି ବ୍ୟକ୍ତିର ଜୀବନ ଉପରେ ପଡିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଟ୍ରିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରି ଆପଣ ଯେକୌଣସି ବ୍ୟକ୍ତିଙ୍କ ନାମ ବିଷୟରେ ଜାଣିପାରିବେ ।

ବନ୍ଧୁଗଣ ଏହା ହେଉଛି ଏକ ସହଜ ସରଳ ଟ୍ରିକ ତେଣୁ ଏହାକୁ ସମସ୍ତ ଲୋକ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଟ୍ରିକ ବିଷୟରେ । ବନ୍ଧୁଗଣ ଏହି ଟ୍ରିକକୁ କରିବା ପାଇଁ ଆମ ମାନଙ୍କୁ ୬ଟି ସ୍ଟେପ କରିବାକୁ ହେବ । ପ୍ରଥମ ସ୍ଟେପ- ବନ୍ଧୁଗଣ ସର୍ବ ପ୍ରଥମେ ଆପଣ ନିଜ ନାମରେ କେତୋଟି ଲେଟର ଅଛି ତାହା ଗଣିବାକୁ ପଡିବ । ଯେମିତି କି Reshma ରେ ଲେଟର ସଂଖ୍ୟା 6 ।

ଦ୍ଵିତୀୟ ସ୍ଟେପ- ଯଦି ଆପଣଙ୍କ ନାମରେ ‘a,e,i,o,u’ ଆଦି ଲେଟର ଅଛି ତା ହେଲେ ଆପଣ ନିଜ ନାମର ଲେଟର କାଉଣ୍ଟ ହିସାବରେ ଆଉ ପାଞ୍ଚଟି ନମ୍ବର ମିଶାଇ ଦିଅନ୍ତୁ । ଯଦି ନାହିଁ ତା ହେଲେ ଆପଣ ୮ ମିଶାଇ ଦିଅନ୍ତୁ । ତୃତୀୟ ସ୍ଟେପ- ଯଦି ଆପଣ ପୁଅ ଅଟନ୍ତି ତା ହେଲେ ଆପଣ ନିଜ ସଂପୂର୍ଣ୍ଣ ନମ୍ବରକୁ ୨ ରେ ଗୁଣନ କରିଦିଅନ୍ତୁ ଓ ଯଦି ଆପଣ ଝିଅ ଅଟନ୍ତି ତାହେଲେ ଆପଣ ନିଜ ସଂପୂର୍ଣ୍ଣ ନମ୍ବର ସହ ୪ ଗୁଣନ କରିଦିଅନ୍ତୁ ।

ଚତୁର୍ଥ ସ୍ଟେପ- ଯଦି ଆପଣ ପୁଅ ଅଟନ୍ତି ତା ହେଲେ ଆପଣଙ୍କ ଟୋଟାଲ ନମ୍ବର ଯେତେ ରହିଛି ସେଥିରୁ ୪ ମାଇନସ କରି ଦିଅନ୍ତୁ ଓ ଯଦି ଆପଣ ଝିଅ ଅଟନ୍ତି ତା ହେଲେ ଆପଣ ୮ ମାଇନସ କରି ଦିଅନ୍ତୁ । ପଞ୍ଚମ ସ୍ଟେପ- ଯଦି ଆପଣ ପୁଅ ଅଟନ୍ତି ତା ହେଲେ ଟୋଟାଲ ନମ୍ବରକୁ ଦୁଇ ଭାଗ କରନ୍ତୁ ଓ ଯଦି ଆପଣ ଝିଅ ଅଟନ୍ତି ତା ହେଲେ ଆପଣ ଟୋଟାଲ ନମ୍ବରର ୪ ରେ ଭାଗ କରନ୍ତୁ ।

ଷଷ୍ଠ ସ୍ଟେପ- ବନ୍ଧୁଗଣ ଆମ ଶେଷ ସ୍ଟେପରେ ଆପଣଙ୍କ ନାମ ରେ ଯେତୋଟି ଲେଟର ଥିଲା ତାହାକୁ ମାଇନସ କରି ଦିଅନ୍ତୁ ଓ ସେସର ଯେତିକି ନମ୍ବର ଥିଲା ତାକୁ ଆଧାର କରି ଆପଣ ନିଜ ନାମ ବିଷୟରେ ଜାଣନ୍ତୁ ।

Leave a Reply

Your email address will not be published. Required fields are marked *