ଇଶ୍ଵରକୁ ଧ୍ୟାନ କରି ନିଜ ପାଇଁ ବାଛି ନିଅନ୍ତୁ କୌଣସି ଏକ ନମ୍ବର ! କେଉଁ ଖୁସି ଆପଣଙ୍କ ଜୀବନକୁ ଆସିବାକୁ ଯାଉଛି… Tarot Card

ବନ୍ଧୁଗଣ ଜୀବନରେ ସୁଖ ଓ ଦୁଃଖ ତ ଲାଗିକି ରହିଥାଏ । ହେଲେ ଆପଣଙ୍କ ଜୀବନକୁ ବର୍ତ୍ତମାନ କେଉଁ ପ୍ରକାର ପରିବର୍ତ୍ତ୍ନ ଆସିବା ପାଇଁ ଯାଉଛି । ଏହି ପରିବର୍ତ୍ତନ ମଧ୍ୟରେ ଆପଣଙ୍କୁ କେଉଁ ନୂଆ ଖୁସି ଖବର ମିଳିବା ପାଇଁ ଯାଉଛି । ଏହି ସବୁ ବିଷୟରେ ଆଜି ଆମେ ଆପଣଙ୍କୁ ଏଠାରେ କହିବା ପାଇଁ ଯାଉଛୁ । ଏଥିପାଇଁ ଆପଣଙ୍କୁ 1, 2, 3, 4 ଓ 5 ଏଥିରୁ କୌଣସି ଏକ ନମ୍ବର ନିଜ ପାଇଁ ଆଖି ବନ୍ଦ କରି ବାଛିନିଅନ୍ତୁ ।

1- ଆପଣଙ୍କ ଜୀବନରେ ଏପରି ଏକ ପରିବର୍ତ୍ତନ ଆସିବା ପାଇଁ ଯାଉଛି । ଯାହା ଆପଣଙ୍କ ଜୀବନରେ ଏକ ପ୍ରକାର ଖୁସିର ଏକ ନୂଆ ମୋଡ ଆଣିଦେବାକୁ ଯାଉଛି । ଆପଣ ଯେମିତି ଚାହୁଁଥିଲେ । ଠିକ ସେହିଭଳି ଆପଣଙ୍କ ସାଥିରେ କିଛି ହେବା ପାଇଁ ଯାଉଛି ବୋଲି ୟୁନିଭର୍ସତରଫରୁ ସୂଚନା ମିଳୁଛି । ତେଣୁ ଭଗବାନଙ୍କ ଉପରେ ଆସ୍ଥା ରଖି ନିଜ କର୍ମ କରି ଚାଲନ୍ତୁ ।

2- ଆପଣଙ୍କ ଚାକିରୀକୁ ନେଇ ଆପଣଙ୍କୁ ଏକ ବହୁତ ବଡ ଖୁସି ଖବର ଆଗାମୀ ସମୟରେ ମିଳିବ ପାଇଁ ଯାଉଛି । କିଛି ଦିନ ତଳୁ ଆପଣ ଏହି କିଛି କଥାକୁ ନେଇ ବହୁତ ବ୍ୟସ୍ତ ବହୁତ ଚିନ୍ତାରେ ରହୁଥିଲେ । ଆପଣଙ୍କ ଅପେକ୍ଷାର ଅନ୍ତ ଘଟି ଆପଣଙ୍କୁ ଚାକିରୀ ସମ୍ବଧୀୟ କିଛି ନୂଆ ଖୁସି ଖବର ମିଳିବା ପାଇଁ ଯାଉଛି ।

3- ଆପଣଙ୍କୁ ବହୁତ କମ୍ ସମୟରେ ନୂଆ କିଛି ଖବର ଆଖି ସାମ୍ନାକୁ ଆସିବାର ଅଛି । ଯେଉଁ କାରଣ ପାଇଁ ଆପଣ କିଛି କଥାରେ ବହୁତ ଦ୍ଵନ୍ଦରେ ମଧ୍ୟ ରହୁଥିଲେ । ହେଲେ ଆପଣଙ୍କ ଆଖି ସାମ୍ନାରୁ ବନ୍ଧା ଯାଇଥିବା ପଟି ଖୋଲାଯାଇ କିଛି ନୂଆ ଓ ଭଲ ଆପଣଙ୍କ ସହ ହେବା ପାଇଁ ଯାଉଛି ।

4- ଆପଣଙ୍କୁ ଭଗବାନ ତରଫରୁ ବହୁତ ଭଲ ଖୁସି ଖବର ମିଳିବା ପାଇଁ ଆଗାମୀ ଦିନରେ ଯାଉଛି । ଯାହା ଆପଣଙ୍କୁ କେବେ ମିଳିବ କି ନାହିଁ ତାହାକୁ ନେଇ ଭାବୁଥିଲେ । ଭଗବାନଙ୍କ ନିକଟରେ ସେହି କଥାକୁ ନେଇ ଆପଣ ପ୍ରାଥନା ମଧ୍ୟ କରିଛନ୍ତି । ତେଣୁ ଭଗବାନଙ୍କ ତରଫରୁ କିଛି ଗଡଗିଫ୍ଟ ମିଳିବା ପାଇଁ ଯାଉଛି । ଯାହା ଆପଣଙ୍କ ଜୀବନରେ ଖୁସିର ସମାହାର ନେଇକି ଆସିବା ପାଇଁ ଯାଉଛି ।

5- ଆପଣଙ୍କ ପାଇଁ ବହୁତ ପଜିଟିଭ ଏନର୍ଜି ଆସିଛି । ସମ୍ପର୍କକୁ ନେଇ କିଛି ଭଲ ଖୁସି ଖବର ଆପଣଙ୍କୁ ମିଳିବା ପାଇଁ ଯାଉଛି ବୋଲି ୟୁନିଭର୍ସ ତରଫରୁ ଇସାରା ମିଳିଛି । ଯେଉଁ ମାନେ ବେବି ପାଇଁ ୱେଟ କରିଥିଲେ । ସେମାନଙ୍କୁ ସନ୍ତାନ ପ୍ରାପ୍ତି ହେବାର ଗୁଡ୍ ନ୍ଯୁଜ ମିଳିପାରେ । ମ୍ୟାରେଜକୁ ନେଇ ମଧ୍ୟ ଖୁସି ଖବର ଶୁଣିବାକୁ ମିଳିପାରେ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *