ବହୁତ କମ ନଜର ଆସିଥାନ୍ତି ସନି ଦେଓଲଙ୍କ ସ୍ତ୍ରୀ ପୁଜା ଦେଓଲ, କାହାକି କିଛି ନକହି କରିଥିଲେ ବିବାହ, ଦେଖନ୍ତୁ ଫଟୋ

ଅଭିନେତାରୁ ନେତା ହୋଇ ସାରିଲେଣି ସନି ଦେଓଲ । ସେ ବର୍ତ୍ତମାନ ବହୁତ ଚର୍ଚ୍ଚାରେ ଅଛନ୍ତି । ସନି ଦେଓଲ ଗୁରୁଦାସପୁରରୁ ବିଜେପି ସିଟରୁ ଇଲେକ୍ସନ ଲଢୁଥିଲେ, ଯେଉଁ କାରଣରୁ ସନି ଦେଓଲ ଜବରଦସ୍ତ ଚର୍ଚ୍ଚାରେ ଅଛନ୍ତି । ଅନ୍ୟପଟେ କିଛିଦିନ ତଳେ ତାଙ୍କ ସ୍ତ୍ରୀ ପୁଜା ଦେଓଲଙ୍କୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଏହି ଚର୍ଚ୍ଚା ଆରମ୍ଭ ହୋଇଛି ଗୋଟେ ଫଟୋରୁ, ଯାହା ସନି ଦେଓଲ ପୁଅ କରନ ଦେଓଲ ମଦର୍ଶ ଦେ ସମୟରେ ସେୟାର କରିଥିଲେ । ସନି ଦେଓଲଙ୍କ ସ୍ତ୍ରୀ ପୁଜା ଦେଓଲ ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ସେ ଲାଇମ ଲାଇଟରୁ ସେ ଦୂରରେ ରହିଥାନ୍ତି ।

ସେଇଠି ଦୁହିଁଙ୍କ ଲଭ ଷ୍ଟୋରି କୌଣସି ଫିଲ୍ମ କାହାଣୀ ଠୁ କମ ନୁହେଁ । ସନି ଦେଓଲ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି । ସେ ତାଙ୍କ ଫ୍ୟାମିଲି ସହିତ ବହୁତ ଥର ଫଟୋ ସେୟାର କରିବାର ନଜର ଆସିଥାନ୍ତି କିନ୍ତୁ ସେ ତାଙ୍କ ସ୍ତ୍ରୀ ପୁଜା ଦେଓଲ ସହିତ କେବେ ଫଟୋ ସେୟାର କରିବାର ନଜର ଆସି ନାହାନ୍ତି । ଜଣା ପଡିଛି କି ସେ ନିଜ ଜୀବନକୁ ପ୍ରାଇଭେଟ ରଖିବାକୁ ପସନ୍ଦ କରି ଥାଆନ୍ତି । ଏହି କାରଣ ପାଇଁ ଦୁହିଁଙ୍କ ବିବାହ ମଧ୍ୟ ବହୁତ ଦିନ ପରେ ସାମ୍ନାକୁ ଆସିଥିଲା ।

ସନି ଦେଓଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିବା ପୂର୍ବରୁ ମାନେ 1984 ରେ ପୁଜା ଦେଓଲ ସହିତ ବିବାହ କରିଦେଇଥିଲେ । କିନ୍ତୁ ଏହି ବିବାହ ବିଷୟରେ ଅଧିକ ଲୋକଙ୍କୁ ଜଣା ନଥିଲା । ଏକ ବର୍ଷ ପରେ ସନି ଦେଓଲଙ୍କ ବିବାହ ବିଷୟରେ ଜଣାପଡ଼ିଲା ତେବେ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ । ପୁଜା ଦେଓଲ ସହ ସନି ଦେଓଲଙ୍କ ଫଟୋ ଦେଖିବାକୁ ବହୁତ କମ ହିଁ ମିଳିଥାଏ । ଧର୍ମେନ୍ଦ୍ର ଙ୍କ ବଡ଼ ବୋହୂ ପୁଜା ଦେଓଲଙ୍କ ଫଟୋ ଏହି କିଛିଦିନ ହେବ ସେବେ ଚର୍ଚ୍ଚାରେ ଆସିଲା ଯେତେବେଳେ ସନି ଦେଓଲଙ୍କ ପୁଅ କରନ ଦେଓଲ ମଦର୍ସ ଡେ ର ଉତ୍ସବରେ ପିଲାବେଳର ଗୋଟେ ସୁନ୍ଦର ଫଟୋ ସେୟାର କରିଥିଲେ ।

ପୁଜା ଦେଓଲ କେଉଁ ବଳିଓଡ଼ ଆକ୍ଟ୍ରେସଙ୍କ ଠାରୁ କମ ସୁନ୍ଦର ନୁହନ୍ତି କିନ୍ତୁ । ସେ ଲାଇମ ଲାଇଟ ଦୁନିଆରୁ ଦୂରେଇ ରୁହନ୍ତି ଓ ସେଇଠି ଧର୍ମେନ୍ଦ୍ରଙ୍କ ସାନ ବୋହୁ ମାନେ ବବି ଦେଓଲଙ୍କ ସ୍ତ୍ରୀ ତାନ୍ୟା ଦେଓଲ ବି କିଛି କମ ନୁହନ୍ତି । ତାନ୍ୟା ନିଜ ଷ୍ଟ୍ରଙ୍ଗ ଇମେଜ ପାଇଁ ଜଣା ଯାଇଥାନ୍ତି । ସେ ଜଣେ ବିଜନେସ ଓମେନ ଅଟନ୍ତି ଓ ସେ ତାଙ୍କ ଦମରେ ବହୁତ କାମିୟାବି ମଧ୍ୟ ହାସିଲ କରିଛନ୍ତି । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *