IAS ଇଣ୍ଟରଭିୟୁ ରେ ପଚରା ଯାଇଥିବା ପ୍ରଶ୍ନ- ଅମୃତଭଣ୍ଡା କୁ ନ କାଟି ନ ଭାଙ୍ଗି 8 ଲୋକଙ୍କ ମଧ୍ୟରେ ସମାନ କେମିତି ବଣ୍ଟା ଯାଇପାରିବ ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ଏମିତି କେଉଁ ଜିନିଷ ଅଛି ଯାହାକୁ କେହି ବି ଚୋରୀ କରିପାରିବେନି ?

ଉତ୍ତର- ଜ୍ଞାନ ।

2- କେଉଁ ଦେଶରେ ବିଲେଇକୁ ହତ୍ୟା କରିଲେ ମୃତ୍ୟୁ ଦଣ୍ଡ ମିଳିଥାଏ ?

ଉତ୍ତର- ମିସ୍ତ୍ର ।

3- କେଉଁ ଦେଶରେ ଗୋଟେ ଟଙ୍କାରେ 1 ଲିଟର ପେଟ୍ରୋଲ ମିଳିଥାଏ ?

ଉତ୍ତର- ଘନା ।

4- ଭାରତର କେଉଁ ରାଜ୍ୟରେ 2000 ଟଙ୍କାର ନୋଟ ଚାଲେ ନାହିଁ ?

ଉତ୍ତର- ବିହାରର ମିରହାଟି ଗାଁ ରେ ।

5- କେଉଁ ଦେଶରେ ଅଧିକ ଅସ୍ତ୍ର ଶସ୍ତ୍ର ଅଛି ?

ଉତ୍ତର- ଇରାନ ।

6- ଭାରତର ସବୁଠୁ ଯୁବା ପ୍ରଧାନମନ୍ତ୍ରୀ କିଏ ?

ଉତ୍ତର- ରାଜୀବ ଗାନ୍ଧୀ ।

7- କେଉଁ ଜଙ୍ଗଲି ପଶୁ ଶରୀରରେ ଅଧିକ ରକ୍ତ ଥାଏ ?

ଉତ୍ତର- ହାତୀ ।

8- ଦୁନିଆରେ ସବୁଠାରୁ ବଡ ଗାଁ ର ନାଁ କଣ ?

ଉତ୍ତର- ଗହମର ।

9- କେଉଁ ଦେଶର ଲୋକେ ଷଣ୍ଢ ସହ ଲଢେଇ କରିଥାନ୍ତି ?

ଉତ୍ତର- ସ୍ପେନ ।

10- ଭାରତରେ ସର୍ବ ପ୍ରଥମେ ଟ୍ୟାକ୍ସି ସେବା କେଉଁ ଦେଶରେ ଆରମ୍ଭ ହୋଇଥିଲା ?

ଉତ୍ତର- ବାଙ୍ଗାଲୋର ।

11- ମୋଟର କାରର ଆବିସ୍କାର କିଏ କରିଥିଲେ ?

ଉତ୍ତର- କାଲ ବେଚ ।

12- ନେତା ଲୋକ ଧଳା ରଙ୍ଗର କପଡା କାହିଁକି ପିନ୍ଧିଥାନ୍ତି ?

ଉତ୍ତର- କାରଣ ଶାନ୍ତିର ପ୍ରତୀକ ହୋଇଥାଏ ।

13- ହିନ୍ଦୀ କହୁଥିବା ରୋବୋଟ ର ନାମ କଣ ?

ଉତ୍ତର- ରେସମା ।

14- ଗାଡି ଚକାର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଇରାକ ।

15- ଫେସବୁକ କେଉଁ ଦେଶର କମ୍ପାନୀ ?

ଉତ୍ତର- ଆମେରିକା ।

16- ସବୁଠୁ ଅଧିକ ଇମୋଶନ କେଉଁ ପଶୁ ହୋଇଥାଏ ?

ଉତ୍ତର- ହାତୀ ।

17- ଇଜରାଇଲ ଦେଶର ଲୋକ କେଉଁ ଦେଶକୁ ଯାଇପାରିବେ ନାହିଁ ?

ଉତ୍ତର- ଉତ୍ତର କୋରିୟା ।

18- ଦୁନିଆର ସବୁଠୁ ବୁଦ୍ଧିମାନ ପକ୍ଷୀ କିଏ ?

ଉତ୍ତର- ଆଫ୍ରିକୀୟାନ ଗ୍ରେ ପ୍ୟାରଟ ।

19- ସୂର୍ଯ୍ୟାସ୍ତ ପରେ ଝାଡୁ କାହିଁକି ଲଗାଯାଏ ନାହିଁ ?

ଉତ୍ତର- ଅଶୁଭ ହୋଇଥାଏ ।

20- 3ଟି ଅମୃତଭଣ୍ଡା କୁ ନ କାଟି 8 ଜଣ ଲୋକଙ୍କ ମଧ୍ୟରେ କେମିତି ବଣ୍ଟା ଯାଇପାରିବ ?

ଉତ୍ତର- ସେକ ବା ଜୁସ କରି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *