ହସ୍ପିଟାଲ ବେଡରେ ରୋଗୀଙ୍କୁ ନି-ର୍ଘା-ତି-ଆ ମା-ଡ, ଦେଖନ୍ତୁ ଭିଡିଓ, ଆପଣଙ୍କ ହୋସ ଉଡିଯିବ 

ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । କରୋନା ମ-ହା-ମା-ରୀର ଦ୍ଵିତୀୟ ହଲର ସାରା ଭାରତରେ କୋପ ବର୍ଷାଇଛି । ଏହି ଭା-ଇ-ର-ସରେ ସଂକ୍ରମିତ ହୋଇ ଲକ୍ଷାଧିକ ଲୋକ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି

ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭା-ଇ-ର-ସରେ ଆ-କ୍ରା-ନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଏହି ଭା-ଇ-ର-ସର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର କେତେକ ଗାଇଡଲାଇନ ଜାରି କରିଛନ୍ତି । ଏହା ସହିତ ବର୍ତ୍ତମାନର ସମୟରେ ଜନସାଧାରଣ ମାନଙ୍କୁ ସଚେତନ ହେବା ନିହାତି ଆବଶ୍ୟକ । ଏହି ଭା-ଇ-ର-ସର ତିନୋଟି ସ୍ଟେଜ ରହିଛି । ରୋଗୀ ଏହି ଭା-ଇ-ର-ସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।

ହେଲେ ବନ୍ଧୁଗଣ ହସ୍ପିଟାଲରେ ବର୍ତ୍ତମାନ ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେବେ । ଗତ କିଛି ଦିନ ହେବ ହସ୍ପିଟାଲର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ହସ୍ପିଟାଲ ଭିତରେ ରୋଗୀଙ୍କୁ ଚିକିତ୍ସା କରିବା ବଦଳରେ ତାଙ୍କ ଉପରେ ଅ-ତ୍ୟା-ଚା-ର ଚାଲିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ହସ୍ପିଟାଲରେ ଲୋକ ଚିକିତ୍ସା ନେବା ପାଇଁ ଆସନ୍ତି ହେଲେ ଏହି ଘଟଣା ବିଷୟରେ ଜାଣିଲା ପରେ ଆପଣ ମାନଙ୍କର ଚିନ୍ତାଧାରା ବଦଳି ଯିବ । କାରଣ ଏହି ଭିଡିଓରେ ଡାକ୍ତର ଏକ ରୋଗୀଙ୍କୁ ଭୟଙ୍କର ମା-ଡ ମା-ରୁ-ଥି-ବା-ର ଓ ଅ-ତ୍ୟା-ଚା-ର କରୁଥିବାର ନଜର ଆସୁଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଏହି ଭିଡିଓଟି ପଟିଆଲାର ଏକ ଘରୋଇ ହସ୍ପିଟାଲର ବୋଲି ଜଣା ପଡିଛି ।

ଏହି ଭିଡିଓରେ ଜଣେ ରୋଗୀ ହସ୍ପିଟାଲରେ ଚିକିତ୍ସା ନେଉଥିବା ବେଳେ ଜଣେ ଡାକ୍ତର ତା ଉପରେ କରି ଚାଲିଛନ୍ତି ଅ-ମା-ନୁ-ଷିକ ଅ-ତ୍ୟା-ଚା-ର । ଡାକ୍ତର ଜଣକ ଅ-ମା-ନୁ-ଷିକ ଭାବରେ ରୋଗୀ ଜଣକଙ୍କୁ ମା-ରି ଚାଲିଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଲୋକ ମାନେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ବନ୍ଧୁଗଣ ଏହି ଭିଡିଓକୁ ଦେଖିଲା ପରେ ହସ୍ପିଟାଲ ପ୍ରତି ଥିବା ଭାବନା ଲୋକ ମାନଙ୍କ ମନରେ ବଦଳି ଯାଇଛି । କାରଣ ଯଦି ଚିକିତ୍ସା ଜାଗାରେ ରୋଗୀଙ୍କୁ ନି-ର୍ଘା-ତ ମା-ଡ ମିଳିବ ତା ହେଲେ ତାହାକୁ ହସ୍ପିଟାଲ କୁହାଯିବ ନାହିଁ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *