ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ କାର ଦୁର୍ଘଟଣାରେ ସୁକାନ୍ତ ଙ୍କ ଜୀବନ ଚାଲି ଯାଇଥିଲା । ବାପା ମୃ-ତ୍ୟୁ କୁ ୨୫ ଦିନ ହୋଇନି ବର୍ତ୍ତମାନ ସୁକାନ୍ତ ଙ୍କ ପୁଅ ପେଜରେ ପୋଡି ହୋଇ ପ୍ରାଣ ତ୍ୟାଗ କରିଛି । ତେବେ ଏହାକୁ ନେଇ ଅଭିନେତ୍ରୀ ରାଣୀ ପଣ୍ଡା କିଛି ଏଭଳି ମତ ଦେଇଛନ୍ତି ଆସନ୍ତୁ ଜାଣିନେବା ରାଣୀ କ’ଣ କହିଛନ୍ତି ? ରାଣୀ କହିଥିଲେ ଯେ ସୁକାନ୍ତ ଙ୍କ ମୃ-ତ୍ୟୁ ତାଙ୍କରି ଗାଡି ଆଗରେ ହେବାର ଥିଲା ?
ଏହା ପରେ ତାଙ୍କର ତିନି ବର୍ଷ ର ପୁଅ ଠିକ ସେ ଦୁନିଆ ଦେଖି ନାହିଁ । ଗରମ ପେଜରେ ତାହାର ମଧ୍ୟ ଜୀବନ ଚାଲିଗଲା । ମାତ୍ର ଏ ସବୁ ରାଣୀ ଙ୍କୁ ପାପୀ ପାପୀ ବୋଲି ଲାଗୁଛି । ରାଣୀ କହିଛନ୍ତି ଯେ ତାଙ୍କର ବ୍ୟକ୍ତିଗତ ସମସ୍ୟା ଅନେକ । ତାଙ୍କ ଦେହ ମଧ୍ୟ ଭଲ ନାହିଁ ଏବଂ ସେ ପ୍ରୋଗ୍ରାମ ରେ ମଧ୍ୟ ବ୍ୟସ୍ତ ରହୁଛନ୍ତି ।
ତେବେ ଏହି ସମୟରେ ତାଙ୍କର ସୁକାନ୍ତ ଙ୍କ ଘରକୁ ଯିବା ଉଚିତ ମନେ କରୁନାହାଁନ୍ତି । ତାଙ୍କ ସମୟ ଆସିଲେ ସେ ନିଶ୍ଚିତ ଭାବରେ ସୁକାନ୍ତ ଘରକୁ ଯାଇ ପହଞ୍ଚିବେ । ତାଙ୍କ ପରିବାର ପାଇଁ ରାଣୀ ନିହାତି ଭାବରେ ମର୍ମାହତ ବୋଲି କହିଛନ୍ତି । କିନ୍ତୁ ସେ ବିଶେଷ କଣ କରିପାରିବେ ? ଭଗବାନ ଙ୍କ ଲୀଳା ଯାହା ହେଉଛି ତାହା କରାଉଛନ୍ତି ସେ ।
ଏଣୁ ସେ ଚିନ୍ତା କରୁଛନ୍ତି ଯେ ଏତେ ଲୋକ ଥାଉ ଥାଉ ତାଙ୍କ ମୃ-ତ୍ୟୁ କାହିଁକି ଏଭଳି ରାଣୀ ଙ୍କ ଗାଡିରେ ହେଲା ? ସବୁ ପ୍ରକାର କଥାକୁ ନେଇ ରାଣୀ ମର୍ମାହତ ତଥା ଚିନ୍ତିତ ଅଟନ୍ତି । ତାଙ୍କର ବ୍ୟକ୍ତିଗତ ସମସ୍ୟା ଯାହା ରହିଛି ସେ ସବୁକୁ ମଧ୍ୟ ଦେଖିବାକୁ ପଡିବ । ରାଣୀ କହିଛନ୍ତି ଯେ ସେ ଜଣେ କଳାକାର ସେ ରାତି ଅନିଦ୍ରା ହୋଇ ଦୁଇ ପଇସା ରୋଜଗାର କରିଲେ ନିଜେ ଚଳି, ପରିବାର ଚଳାଇ କିଛି ଲୋକଙ୍କୁ ସାହାର୍ଯ୍ୟ ସହଯୋଗ କରିବେ ନଚେତ କିଭଳି କରିବେ ?
ମାତ୍ର ସମୟ ଆସିଲେ ରାଣୀ ନିଶ୍ଚିତ ଯାଇ ଦେଖା କରିବେ ବୋଲି କହିଛନ୍ତି । ସୁକାନ୍ତ ଙ୍କ ପୁଅ ଜୀବିତ ଥିଲେ ତା’ ପାଇଁ 5 ଲକ୍ଷ ଏବଂ ଝିଅ ପାଇଁ କିଛି ଟଙ୍କା ସାହାର୍ଯ୍ୟ କରିଥାନ୍ତେ ପାଠ ପଢା ଲାଗି । ଯେହେତୁ ସୁକାନ୍ତ ଙ୍କ ପୁଅ ନାହିଁ ଏଣୁ କଥା ଅନୁସାରେ ଝିଅ ପାଇନ ଯାହା ଯେତିକି କରିବା କଥା କରିବେ ଏବଂ ସେ ନିଜ ପାରିଶ୍ରମିକର 50 ପ୍ରତିଶତ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିବେ ବୋଲି ଆଶା ରଖିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।