ହଠାତ Live ଆସି କାନ୍ଦିଲେ Rani Panda, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଯାତ୍ରା ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଯାତ୍ରା ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାଣୀ ପଣ୍ଡା ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ ।  ରାଣୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଅନେକ ଫଟୋ ଓ ଭିଡିଓ ମଧ୍ୟ ସେୟାର କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ତେବେ ବନ୍ଧୁଗଣ ରାଣୀ ଅଧିକାଂଶ ସମୟ କେତେକ ବିବାଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।

ଆଉ ଏବେ ରାଣୀ ନିଜର ଏକ ଭିଡିଓ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ରାନୀଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ରାନୀ ଏହି ଭିଡିଓରେ କାନ୍ଦୁ ଥିବାର ନଜର ଆସୁଛନ୍ତି । ରାନୀ କାନ୍ଦି କାନ୍ଦି କହିଛନ୍ତି-‘ଓଡିଶା ବାସୀ ଆପଣ ମାନେ ସମସ୍ତେ ଜାଣିଛନ୍ତି ଖବର ପ୍ରସାରିତ ହେଉଛି ଗଣମାଧ୍ୟମ ଦ୍ଵାରା ପଞ୍ଜାବର ଗାୟକ ସିଧୁକୁ ମାରିଦିଆଗଲା ସୁପାରି ଲଗାଇ ।

ବଲିଉଡରେ ଏବି ବର୍ତ୍ତମାନ ସେ ଟ୍ରେଣ୍ଡ ଆରମ୍ଭ ହୋଇଯାଉଛି । ସଲମାନ ଖାନକୁ ମାରିବା ପାଇଁ ସୁପାରି ଦିଆଯାଇଛି । ଯଦି ପଞ୍ଜାବରେ ହେଉଛି ବଲିଉଡରେ ହେଉଛି କାଲି ସକାଳେ ଟଲିଉଡରେ ହେବ ଓ ଆମ ଓଲିଉଡରେ ନ ହେବ ବୋଲି ମାନେ କଣ । ତେଣୁ ମୁଁ ଆମ ଓଲିଉଡର ଯେତେ ବଡ ବଡ ସେଲିବ୍ରେଟି ଅଛନ୍ତି ସମସ୍ତଙ୍କୁ କହିବି ସମସ୍ତେ ନିଜେ ସତର୍କ ହୋଇ ରୁହନ୍ତୁ କେବେ କେତେବେଳେ ବି ବ୍ୟକ୍ତିଗତର ଶତ୍ରୁ ମାନେ ସୁପାରି ଲଗାଇ ଆପଣଙ୍କୁ ମାରିଦେଇ ବି ପାରନ୍ତି ।

ବ୍ୟକ୍ତିଗତ ରାଗ ରଖି । ମୁଁ ତ ଜାଣିଛି ଏହି ଫର୍ମାଟଟି କାହା ଉପରେ ଆପ୍ଳାଏ ହେଉ କି ନ ହେଉ ରାନୀ ପଣ୍ଡା ଉପରେ ନିଶ୍ଚୟ ଆପ୍ଳାଏ ହେବ । ରାନୀ ପଣ୍ଡାର ବ୍ୟକ୍ତିଗତ ଶତ୍ରୁ କିଛି ଅଛନ୍ତି ତାଙ୍କ ପାଖରେ କୋଟି କୋଟି ଟଙ୍କା ଅଛି । ତାଙ୍କର ରାଗ ବି ମୋ ଉପରେ ଅଛି ସେମାନେ ଚାହିଁଲେ କୋଟି କୋଟି ଟଙ୍କା ପକାଇ ରାନୀ ପଣ୍ଡାକୁ ସୁପାରି ଲଗାଇ ଉଡେଇ ଦେବେ’ । ତା ହେଲେ ବନ୍ଧୁଗଣ ରାନୀଙ୍କ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *