ଅରୁଣଙ୍କ ଗଡ଼ରେ ଏବେ ସବୁ ଗଡ଼ବଡ଼ ! ହାତରୁ ଗଲା ଏବେ ଅରୁଣ (Arun Sahu) ଙ୍କ ଗଡ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅରୁଣ ଗଡରେ ଏବେ ସବୁ ଗଡବଡ ! ମାଡି ଆସିଲାଣି ବିଜେପି ଭୁଷୁଡି ଗଲାଣି ବିଜେଡି ! ହଟାଅ ଅରୁଣ  ନୟାଗଡ ବଞ୍ଚାଅ ! ତେବେ ସୂଚନା ମୁତାବିକ ନୟାଗଡର ନେତା ଅରୁଣଙ୍କ ଉପରେ ଏବେ ଚଡକ ପଡିବା ଆରମ୍ଭ ହୋଇଯାଇଛି । ତେବେ ଏବେ ନୟାଗଡରେ ବହୁ  ସଂଖ୍ୟକ ଲୋକ ବିଜେଡି ଛାଡି ବିଜେପିରେ ମାତିବାରେ ଲାଗିଛନ୍ତି ।

ଏହା ସହିତ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂହଙ୍କ ନେତୃତ୍ଵରେ ଅରୁଣ ହଟାଓ ଓ ନୟାଗଡ ବଞ୍ଚାଅ ଦାବୀରେ ମଧ୍ୟ ବହୁ ଲୋକ ଆଗେଇ ଆସିଛନ୍ତି । ଯାହାକି ଏକ ବଡ ଚାଲେଙ୍ଗ ଅରୁଣ ସାହୁଙ୍କ ନିକରେ ଛିଡା ହେବାକୁ ବସିଲାଣି । ତେବେ ଦିବଙ୍ଗତା ନେତା ମହେନ୍ଦ୍ରଙ୍କ ଧର୍ମପତ୍ନୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂହ ନୟାଗଡରେ ବହୁ ମାତ୍ରାରେ ସକ୍ରିୟ ହେବାକୁ ବସିଲେଣି । ତେବେ ବିଜେପି ନେତ୍ରୀ ପ୍ରତ୍ୟୁଷା ସିଂହଙ୍କ ବିଜେପି ଦଳରେ ଦବଦବା ଦେଖିବାକୁ ମିଳୁଛି ।

ତେବେ ବିଜେପି ପାର୍ଟିରେ ମଧ୍ୟ ବହୁ ସଂଖ୍ୟକ ଲୋକଗରିଷ୍ଟତା ବଢି ବଢି ଯିବାରେ ଲାଗିପଡିଛି । ଯାହାକୁ ନେଇ ଏଥର ଆଗାମୀ ନିର୍ବାଚନ ସମୟରେ ନୟାଗଡରେ ଅରୁଣ ସାହୁଙ୍କ ଉପରେ ଭାରିପଡିବେ ବିଜେପି ନେତ୍ରୀ ପ୍ରତ୍ୟୁଷା ସିଂହ ବୋଲି ଚର୍ଚା ଉଠୁଛି । ତେବେ ପ୍ରତ୍ୟୁଷା ସିଂହଙ୍କ କହିବା ଅନୁସାରେ ନୟାଗଡରେ ଯେଉଁ ପ୍ରକାର ଦୁର୍ନୀତି, ଭ୍ରଷ୍ଟାଚାର ବଢିବାରେ ଲାଗିଛି । ତାହାକୁ ଦମନ କରିବା ପାଇଁ ହେଲେ ସମସ୍ତ ଙ୍କୁ ଆଦର୍ଶ ନୀତିକୁ ଆପଣାଇବାକୁ ପଡିବ ।

ତେଣୁ ଏହାରି ଉପରେ ଏକ ସ୍ଲୋଗାନ ମଧ୍ୟ ବିଜେପି ନେତ୍ରୀଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ଅରୁଣ ହଟାଅ ନୟାଗଡ ବଞ୍ଚାଅ । ତେବେ ଅପର ପକ୍ଷରେ ଏତେ ସବୁ ହେଲା ପରେ ବି ଅରୁଣ ସାହୁଙ୍କର ରାଜନୀତିର ଜୋଷରେ ତାଙ୍କୁ ବିରୋଦ୍ଧ ଦଳର କଥା କିଛି ସାମ୍ନାକୁ ଦେଖା ଯାଉନି । କାରଣ ଅରୁଣ ସାହୁଙ୍କ କହିବ ଆଧାରରେ ବିରୋଧୀ ପାର୍ଟି ହୋଇଛନ୍ତି ମାନେ ବିରୋଧୀ ପୂର୍ଣ୍ଣ ମନ୍ତବ୍ୟ ମଧ୍ୟ ଦେବେ ।

ତେଣୁ ସେଥିରେ ଆମର କିଛି କହିବାର ନାହିଁ । ଆମେ ଖାଲି ଏତିକି କହିବୁ ଆମ ପାଇଁ ବଡ ଆମ ନୟାଗଡ । ତେବେ ଏହି ସ୍ଲୋଗାନକୁ ସାମ୍ନାରେ ରଖି ନୟାଗଡର ବିକାଶ ଧାରାରେ ଆଗେଇ ଯିବୁ ।  ଯଦି ଏହି ପୋଷ୍ଟତି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *