Hari ଙ୍କ ଝିଅ ଓ ସ୍ତ୍ରୀ ହଠାତ କାହିଁକି କାନ୍ଦି ପକେଇଲେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଫିଲ୍ମ ଦେଖି କାନ୍ଦି ପକାଇଲେ ହରିଙ୍କ ସ୍ତ୍ରୀ ଓ ଝିଅ ! ତେବେ ଗତକାଲି ପ୍ରେକ୍ଷାଳୟରେ ଧୋ ରେ ବାଇଆ ଧୋ ଫିଲ୍ମଟି ମୁକ୍ତିଲାଭ କରିଛି । ଯାହାକୁ ଦେଖିବା ପାଇଁ ପ୍ରେକ୍ଷାଳୟ ମାନଙ୍କରେ ଭିଡର ସମାଗମ ଦେଖିବାକୁ ଲାଗିଥିଲା । ଧୋ ରେ ବାଇଆ ଧୋ ଫିଲ୍ମରେ ମୁଖ୍ୟନାୟକ ଭାବେ ହରିହର ଓ ନାୟିକା ଦିବ୍ୟାଙ୍କୁ ଦେଖିବାକୁ ମିଳିଛି । ପାରିବାରିକ କାହାଣୀ ଉପରେ ଆଧାରିତ ଧୋ ରେ ବାଇଆ ଧୋ ଫିଲ୍ମକୁ ଦେଖିବା ପାଇଁ ଅଭିନେତା ହରିହରଙ୍କ ଧର୍ମପତ୍ନୀ ଓ ତାଙ୍କ ଝିଅ ମଧ୍ୟ ହଲ୍ କୁ ଯାଇଥିଲେ ।

ଫିଲ୍ମ ଦେଖିବା ସମୟରେ ହଟାତ ତାଙ୍କ ୨ ଜଣଙ୍କ ଆଖିରୁ ଲୁହ ଚାଲିଆସିଥିଲା । ତେବେ ଏହାକୁ ନେଇ ହରିହରଙ୍କ ସ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି । ଯେ ଫିଲ୍ମଟି ସଂପୂର୍ଣ୍ଣ ଏକ ପାରିବାରିକ ଓ ଇମୋସନାଲ ଭିତ୍ତିକ ହୋଇଛି । ଯାହାକୁ ଦେଖି ହଟାତ ଆଖିରୁ ଲୁହ ଚାଲିଆସିଥିଲା । ତେବେ ଅପର ପକ୍ଷରେ ହରିହରଙ୍କ ଝିଅ ମଧ୍ୟ ନିଜ ବାପା ହରିହରଙ୍କ ଧୋ ରେ ବାଇଆ ଧୋ ଫିଲ୍ମକୁ ଦେଖି ଭାବବିହ୍ଵଳ ହୋଇଯାଇଥିଲେ ।

ଏହା ସହ ସେ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ କହିଥିଲେ । ଯେ ଫିଲ୍ମଟି ବହୁତ ଭଲ ହୋଇଛି । ଏହି ଫିଲ୍ମର କାହାଣୀକୁ ଅନୁଯାଇ ସ୍ତ୍ରୀ ଚାଲିଗଲା ପରେ ସ୍ଵାମୀ ଅର୍ଥାତ ପିଲାର ବାପା ହିସାବରେ ଜଣେ ଲୋକ ଯେଉଁ ଷ୍ଟ୍ରଗଲ କରିଥାଏ । ସେହି ସିନ୍ କୁ ଦେଖି ଆଉ କଣ୍ଟ୍ରୋଲ କରି ରହିହେଲା ନାହିଁ । ହଲରେ ମଧ୍ୟ ବହୁ ଲୋକ ଫିଲ୍ମଦେଖିବା ପରେ ଭାବବିହ୍ଵଳ ହୋଇଯାଇଥିଲେ । ଏହାରି ମଧ୍ୟରେ ଆମେ ମଧ୍ୟ କହି ରଖିବା ଚାହୁଁଛୁ ।

କି ଯେ ସିଦ୍ଧାର୍ଥ ଟିଭିର ଧୋ ରେ ବାଇଆ ଧୋ ଫିଲ୍ମଟି ସଂପୂର୍ଣ୍ଣ ଓଡିଆ ପାରିବାରିକ କାହାଣୀ ଉପରେ ଆଧାର କରି ନିର୍ମାଣ କରାଯାଇଛି । ଯାହାକୁ ସମସ୍ତ ଘର ପରିବାର ସଦସ୍ୟ ମିଳିତ ଭାବରେ ପ୍ରେକ୍ଷାଳୟକୁ ଜାଇଦେଖିପାରିବେ । ତେବେ ଫିଲ୍ମ ଧୋ ରେ ବାଇଆ ଧୋ’ କୁ ଦର୍ଶକ ହଲକୁ ଆସି ନିହାତି ଭାବରେ ଦେଖନ୍ତୁ ।

ଏହା ସହ ଲୋକଙ୍କର ଏହି ଫିଲ୍ମ ପ୍ରତି ବହୁ ଲୋକପ୍ରିୟତା ମିଳୁ ବୋଲି ଆମର ଆଶା ରହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *