IAS ମାନଙ୍କ ମୁଣ୍ଡ ଗୋଲ୍ କରିଦେବା ଭଳି ପ୍ରଶ୍ନ ! ‘5 ଟଙ୍କାରେ ଏମିତି କଣ କିଣିବେ ପୁରା ଗାଁର ଭୋକ ମରିଯିବ’ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତ ପିଲା ନିଜର ଏକ ଉଜ୍ଜଳ ଭବିଷ୍ୟତ ଗଢିବା ପାଇଁ ସବୁବେଳେ ଇଚ୍ଛା ରଖିଥାନ୍ତି । ସେଥିପାଇଁ ସେ କଠିନ ପରିଶ୍ରମ କରିଥାନ୍ତି । ଯେଉଁ ମାନେ ବିଶେଷ କରି IAS କିମ୍ବା UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥାନ୍ତି । ଏଥି ସହିତ ପରୀକ୍ଷା ପରେ ଇଣ୍ଟରଭିୟୁ ପାଇଁ ଯାଇଥାନ୍ତି । ସେହି ପିଲା ମାନଙ୍କର ପଢା ସହିତ ଉପସ୍ଥିତି ଜ୍ଞାନକୁ ଭଲ ଭାବରେ ନିରୀକ୍ଷଣ କରାଯାଇଥାଏ । ଚାଲନ୍ତୁ ସେହିପରି କିଛି ମୋଷ୍ଟ ଟ୍ରିକି ପ୍ରଶ୍ନ ବିଷୟରେ ଆମେ ଆଲୋଚନା କରିନେବା ।

୧;- ଯଦି ଆପଣ ଦୌଡୁଛନ୍ତି, ଏବଂ ଆପଣ ସେହି ବ୍ୟକ୍ତିଙ୍କୁ ପଛରେ ପକାଇ ଦେଲେ, ଯିଏ ଦିତୀୟ ସ୍ଥାନରେ ରହିଛି । ତେବେ ଆପଣ କେଉଁ ସ୍ଥାନରେ ରହିବେ ।

ଉତ୍ତର;- ଆପଣ ଦିତୀୟ ସ୍ଥାନରେ ରହିବେ ।

୨;-ଏକ ବ୍ୟକ୍ତି ୧୯୩୫ ମସିହାରେ ଜନ୍ମ ହୋଇ ଏବଂ ୧୯୩୫ ରେ ହିଁ ମରିଗଲେ । ସେହି ବ୍ୟକ୍ତିର ବୟସ ୭୦ ବର୍ଷ ଥିଲା ?

ଉତ୍ତର;-ବ୍ୟକ୍ତିର ଜନ୍ମ ମସିହା ୧୯୩୫ ଓ ସେହି ବ୍ୟକ୍ତି ମରିଥିବା ଡାକ୍ତରଖାନା ରୁମ୍ ର ନମ୍ବର ମଧ୍ୟ ୧୯୩୫ ଥିଲା । ଅର୍ଥାତ ୧୯ ମହଲା ୩୫ ନମ୍ବର ରୁମ୍ । ବ୍ୟକ୍ତିକୁ ସେହି ସମୟରେ ୭୦ ବର୍ଷ ମଧ୍ୟ ହୋଇଥିଲା ।

୩;-ଏପରି କେଉଁ ଜିନିଷ ଅଛି ଯାହା ପାଣି ପିଉ ପିଉ ମରିଯାଇଥାଏ ?

ଉତ୍ତର;-ପାଣି ପିଇଲା ପରେ ଶୋଷ ମରିଯାଇଥାଏ ।

୪;-ଏପରି କେଉଁ ଜିନିଷ ଅଛି । ଯାହା ଉପରେ ପାଣି ପଡିଲେ ମଧ୍ୟ ତାହା ଓଦା ହୋଇନଥାଏ ।

ଉତ୍ତର;- ନିଜର ଛାଇ ଉପରେ ପାଣି ପଡିଲେ ବି ତାହା ଓଦା ହୋଇନଥାଏ ।

୫;-English ର ଏପରି କେଉଁ ଶବ୍ଦ ରହିଛି । ଯାହାକୁ ସବୁବେଳେ Wrong ପଢାଯାଇଥାଏ ।

ଉତ୍ତର;-Wrong ।

୬ ;-ଗରିବ ଓ ଧନୀ ପାଖାପାଖି ନିଆଁ ଲାଗିଯାଇଛି, ପୋଲିସ ପ୍ରଥମେ କେଉଁ ଘର ନିଆଁ ଆଗେ ଲିଭାଇବାକୁ ଜୀବ ?

ଉତ୍ତର;-ପୋଲିସ ତ ନିଆଁ ଲିଭାଇବା କାର୍ଯ୍ୟ ବିଭାଗରେ ରହି ନାହିଁ ।

୭;-ଝିଅ କେବେ ନିଜର ସବୁ ଡ୍ରେସ ଖୋଲି କହିଥାଏ ?

ଉତ୍ତର;- ଯେତେବେଳେ ତାର ଉପରେ ଓଦା କପଡା ଶୁଖିଯାଇଥାଏ ।

୮;-ଶରୀର କେଉଁ ଅଂଶରେ ଆଘାତ ଲାଗିଲେ ମଧ୍ୟ ଦରଜ ହୋଇନଥାଏ ?

ଉତ୍ତର;-କେଶରେ ଆଘାତ ଲାଗିଲେ ମଧ୍ୟ ତାହା ଦରଜ ହୋଇନଥାଏ ।

୯;-ଏକ ବ୍ୟକ୍ତି ନିଜ ଜୀବନକାଳ ମଧ୍ୟରେ କେତେ ଥର ପିଲା ଜନ୍ମ କରିପାରେ ?

ଉତ୍ତର;- ଜଣେ ବ୍ୟକ୍ତି କେବେ କଣ ଛୁଆ ଜନ୍ମ କରିପାରିବ ।

୧୦;-୫ ଟଙ୍କାରେ ଏପରି କଣ କିଣିପାରିବେ । ଯାହା ଦ୍ଵାରା ପୁରା ଗ୍ରାମର ଭୋକ ମେଣ୍ଟାଇହେବ ?

ଉତ୍ତର;- ୫ ଟଙ୍କାରେ ସେଭଳି କିଛି ମଧ୍ୟ ଜିନିଷ କିଣି ହେବ ନାହିଁ, ଯାହା ଦ୍ଵାରା ପୁରା ଗ୍ରାମର ଭୋକ ମେଣ୍ଟାଇ ହେବ । କାରଣ ବର୍ତ୍ତମାନ ଦରଦାମ ବଢି ଗଲାଣି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *