ଆସିଲା ବଡ ଦୁଃଖ ଖବର, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଦୀପା ସାହୁ

ବନ୍ଧୁମାନେ ଆପଣଙ୍କୁ ଆମ ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ଦୁଃଖ ଖବର । ଓଡିଆ ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି । ସେ ପାଖାପାଖି ୧ ବର୍ଷ ହେବ କ୍ୟାନ୍ସର ରୋଗରେ ପୀଡିତ ଥିଲେ । ଆଜି ଦୀପା ସାହୁଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ର କ୍ୟାପିଟାଲ ହସପିଟାଲ ରେ ଭର୍ତ୍ତି କରା ଯାଇଛି । ଆପଣମାନେ ପୂର୍ବରୁ ଦୀପା ସାହୁଙ୍କୁ ଅନେକ ଗୁଡିଏ ଫିଲ୍ମ ଓ ଆଲବମ ରେ ଅଭିନୟ କରୁଥିବାର ଦେଖିଥିବେ ।

ଓଡିଶାର ଦର୍ଶକମାନେ ଦୀପା ସାହୁଙ୍କ ଅଭିନୟକୁ ବହୁ ମାତ୍ରାରେ ପସନ୍ଦ କରିଛନ୍ତି । ଏବେ କିଛି ଦିନ ହେବ ଦୀପା ସାହୁ ଓଡିଆ ଫିଲ୍ମ ଏବଂ ଆଲ୍ବମ ଦୁନିଆ ଛାଡି ଚାଲି ଯାଇଥିଲେ । ସେ ବିବାହ କରି ତାଙ୍କ ସ୍ଵାମୀ ଓ ଝିଅଙ୍କ ସହିତ ଓଡିଶା ବାହାରେ ରହୁଥିଲେ । ଆଜି ସକାଳେ ଦୀପା ସାହୁଙ୍କୁ ଗୁରୁତର ଅବସ୍ଥାରେ ଭୂବନେଶ୍ବର ର କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି ।

ଆପଣମାନେ ଦୀପା ସାହୁଙ୍କ ଆରୋଗ୍ଯ କାମନା କରି ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତୁ । ଏବେ ଦୀପା ସାହୁଙ୍କୁ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ତାଙ୍କୁ ଅର୍ଥାଭାବ ଅଛି । ତେଣୁ ଆପଣମାନେ ଚାହିଁଲେ ଦୀପା ସାହୁଙ୍କୁ ସାହାର୍ଯ୍ୟ କରି ପାରିବେ । ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଆପଣଙ୍କ କ୍ଷମତା ଅନୁସାରେ ଆପଣମାନେ ଦୀପା ସାହୁଙ୍କୁ ସାହାର୍ଯ୍ୟ କରନ୍ତୁ ।

ଏହିଭଳି ପ୍ରତିଦିନ ଓଡିଆ ଫିଲ୍ମ ଓ ସିରିଏଲ ଦୁନିଆ ବିଷୟରେ ନୂଆ ନୂଆ ଖବର ଜାଣିବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *