ସୁଶାନ୍ତଙ୍କ ଡାକ୍ତର କେରସି ଚାୱଲା ଖୋଲିଲେ ୪ ଟି ବଡ ରାଜ, ସାରାଙ୍କ ନାମ ବି ଅଛି ସାମିଲ

ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ ଅନେକ କଥା ସାମ୍ନାକୁ ଆସୁଛି । କଣ ବଲିଉଡ ରେ ପକ୍ଷପାତ କାରଣରୁ ସେ ଆତ୍ମା ହତ୍ୟା କରିଛନ୍ତି ନା ଆଉ କିଛି କଥା ଥିଲା, କିନ୍ତୁ ଏଥିରେ ଏବେ ଆଉ ଏକ ନୂଆ ମୋଡ ଆସିଛି । ଏବେ ତାଙ୍କ ଡାକ୍ତର ବଡ ଖୁଲାସା କରିଛନ୍ତି । ଆଜ୍ଞା ହଁ, ତାଙ୍କ ସାଇକୋଆଟ୍ରିସ ଡାକ୍ତର Kersi Chawla ବହୁତ କିଛି ଜିନିଷର ଖୁଲାସା କରିଛନ୍ତି । ଡାକ୍ତର ପୋଲିସ କୁ କହିଛନ୍ତି କି ସୁଶାନ୍ତ ସିଂହ ରାଜପୁତ ୬ ମାସ ପୂର୍ବରୁ ତାଙ୍କ ସମ୍ପର୍କରେ ଆସିଥିଲେ ।

ସୁଶାନ୍ତ ତାଙ୍କୁ କହିଥିଲେ କି ଗତ ୧ ବର୍ଷରୁ ସେ ଡିପ୍ରେସନ ରେ ଅଛନ୍ତି । ମାନେ ଗତ ୧.୫ ବର୍ଷରୁ ସୁଶାନ୍ତ ଡିପ୍ରେସନରେ ଥିଲେ । ତାଙ୍କର ଏକ୍ସ ଗର୍ଲ ଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସହିତ ବ୍ରେଅପ ହେବା ପରେ ତାଙ୍କ ଜୀବନରେ କିଛି ବି ଠିକ ନଥିଲା । ଏହା ପରେ ତାଙ୍କ ଲାଇଫ ରେ କ୍ରୀତି ଶାନନ ଆସିଲେ । ତାଙ୍କ ସହିତ ୧.୫ ବର୍ଷ ପର୍ଯ୍ୟନ୍ତ ରିଲେସନ ଥିଲା । କିନ୍ତୁ କ୍ରୀତି ଙ୍କ ପୋସ୍ଟ ରୁ ଏମିତି ଲାଗୁଛି କି କ୍ରୀତି ସୁଶାନ୍ତଙ୍କ କାରଣରୁ ତାଙ୍କ ଠାରୁ ଦୂରେଇ ଯାଇଥିଲେ ।

ସେ କହିଥିଲେ କି ତୁମେ କାହାକୁ ତୁମ ପାଖରେ ରହିବାକୁ ଦିଅ ନାହିଁ । କିଛି ସମୟ ପରେ ଛାଡି ଦିଅ । ଏହା ପରେ ସୁଶାନ୍ତ ଙ୍କ ଲାଇଫ ରେ କେଦାରନାଥ ଫିଲ୍ମ ଆସିଲା, ସାରା ଅଲି ଖାନ ଆସିଲେ, ସାରା ବି କିଛି ଦିନ ତାଙ୍କ ନିକଟତ୍ତର ଥିଲେ, ବନ୍ଧୁ ହେଲେ, ପ୍ରେମ ହେଲା କିନ୍ତୁ ପୁଣି ବ୍ରେକପ ଓ ବ୍ରେକପ ର କାରଣ ସାରାଙ୍କର ମା । କାରଣ ସେ କହିଦେଇଥିଲେ ଦୂରତା ବନାଇ ରଖ, ଏହା ଠିକ ନୁହେଁ । ଏହା ପରେ ସେ ବି ଦୂରେଇ ଗଲେ ।

ବହୁତ କିଛି ଜିନିଷ ଥିଲା ଯେଉଁ କାରଣରୁ ସେ ଚିନ୍ତିତ ରହୁଥିଲେ । ଡାକ୍ତର ଆଗକୁ କହିଲେ କି ସେ ରାତିରେ ଶୋଇ ବି ପାରୁ ନଥିଲେ । ତାଙ୍କ ମ୍ୟାନେଜର ଦିଶା ଆଲିଆନ ବି ତାଙ୍କ ଠାରୁ ଦୂରତା ବନାଇ ରଖିଲେ , ଡାକ୍ତର କହିଲେ କି ସେ ରାତିରେ ଶୋଇ ପାରୁ ନଥିଲେ, ଅଜବ ଅଜବ ବିଚାର ମନକୁ ଆସୁଥିଲା । ସେ କହିଲେ କି ମୁଁ ତାଙ୍କୁ ଆଣ୍ଟି ଡିପ୍ରେସନ ର କୋର୍ସ ବି ଦେଇଥିଲି ।

ସେ କହିଲେ କି ସୁଶାନ୍ତ ମୋ ପାଖକୁ କେବଳ ୩ ଥର ଆସିଥିଲେ । ଏହା ପରେ ଆଗକୁ ସେ କୁହନ୍ତି କି ରିୟା ସୁଶାନ୍ତଙ୍କୁ ଏକ କମନ ଫ୍ରେଣ୍ଡ ଜରିଆରେ ଦେଖା କରିଥିଲେ । ଦୁହେଁ ବହୁ ଦିନ ଧରି ଲିଭ ଇନ ରେ ବି ରହୁଥିଲେ କିନ୍ତୁ ରିୟା ଏବେ ତାଙ୍କ ସାଙ୍ଗ ଙ୍କ ସହିତ ରହୁଛନ୍ତି । ଡାକ୍ତର ଯେଉଁ ଖାସ କଥା କହିଛନ୍ତି ତାହା ହେଲା କି ଅଙ୍କିତା ଯିବା ପରେ ତାଙ୍କ ଲାଇଫ ରେ ସବୁ କିଛି ବଦଳି ଯାଇଥିଲା ।

ସେ ଅଙ୍କିତାଙ୍କୁ ବହୁତ ଭଲ ପାଉଥିଲେ, ଆଜି ବି ତାଙ୍କୁ ମିସ କରୁଥିଲେ । କେଉଁଠି ନା କେଉଁଠି ଅଙ୍କିତା ଚାଲିଯିବା ତାଙ୍କୁ ଡିପ୍ରେସନରେ ପକାଇଥିଲା । ଏହା ପରେ କଥା ଆଗକୁ ବଢି ଚାଲିଲା ଓ ଦିନେ ଏତେ ବଢି ଗଲା କି ସେ ନିଜ ଜୀବନକୁ ବି ଶେଷ କରିଦେଲେ ।

ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *