ଧୁମଧାମରେ ହେଲା Gungun ଙ୍କ ବାହାଘର, ଦେଖନ୍ତୁ ଆସିଲେ କେଉଁ କେଉଁ ହୀରୋ ହିରୋଇନ, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପରେ ଏକ ସୁଖମୟ ଜୀବନ ଅତିବାହିତ କରନ୍ତି । ସାଧାରଣତଃ ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଏହା ସହିତ ଅଭିନେତ୍ରୀ ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ଚର୍ଚାକୁ ଆସିଥାନ୍ତି ।

ଗତ କିଛି ସମୟ ହେବ ଜଣେ ଓଡିଆ ଅଭିନେତ୍ରୀ ନିଜ ବିବାହ ପାଇଁ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଗୁନଗୁନ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଗୁନଗୁନଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ଆସିବା ଦିନରୁ ଗୁନଗୁନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଓ ଭିଡିଓ ଅପଲୋଡ କରନ୍ତି । ତେବେ ଗତ କିଛି ଦିନ ତଳେ ଗୁନଗୁନ ନିଜ ମେହେନ୍ଦି ଫଟୋ ଅପଲୋଡ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଓ ନିଜ ବିବାହ ବିଷୟରେ କହିଥିଲେ । ଗୁନଗୁନଙ୍କ ବିବାହ ଗତ କାଲି ହୋଇଥିଲା ଓ ତାଙ୍କ ବିବାହ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଗୁନଗୁନଙ୍କ ବିବାହ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଗୁନଗୁନଙ୍କ ବିବାହରେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କେତେକ ବଡ ବଡ କଳାକାର ମାନେ ଆସିଥିଲେ । ବିବାହରେ ଗୁନଗୁନ ବହୁତ ଅଧିକ ଖୁସି ନଜର ଆସୁଛନ୍ତି ।


ଗୁନଗୁନଙ୍କ ବିବାହରେ ଓଡିଆ କଳାକାର ମାନେ ଯୋଗ ଦେଇ ବହୁତ ମସ୍ତି ଓ ଡ୍ୟାନ୍ସ କରିଥିଲେ ଯାହା ଭିଡିଓରେ ଦେଖିବାକୁ ମିଳିଛି । ଗୁନଗୁନଙ୍କ ବିବାହ ପରେ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଗୁନଗୁନ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *