Gulsan Kumar ଙ୍କୁ ମ-ର୍ଡ-ର କରିବା ପୂର୍ବରୁ ଆସିଥିଲା ଏକ ଫୋନ କଲ, ଦିଆ ଯାଇଥିଲା କିଛି ଏମିତି ଧ-ମ-କ, ଶୁଣିଲେ ଥରି ଉଠିବ ଛାତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ଟି ସିରିଜ’ର ମାଲିକ ଗୁଲସନ କୁମାରଙ୍କୁ ନିଶ୍ଚୟ ଜାଣିଥିବେ । ଗୁଲସନ ଏକ ବଡ ମ୍ୟୁଜିକ ଇଣ୍ଡଷ୍ଟ୍ରି ଖୋଲିଥିଲେ ଓ ବଲିଉଡକୁ ଅନେକ ସୁପର ହିଟ ଗୀତ ମଧ୍ୟ ଦେଇଥିଲେ । ହେଲେ ତାଙ୍କର ହତ୍ୟା କରଯାଇଥିଲା  ।

ତାଙ୍କର ହ-ତ୍ୟା-ରେ ରା-ଉ-ଫ ମରଚାନ୍ଟଙ୍କୁ ଦୋ-ଷୀ ସାବ୍ୟସ୍ତ କରଯାଇଥିଲା । ଅ-ଣ୍ଡ-ର ୱା-ଲ୍ଡ ଡନ୍ ଦା-ଉ-ତ ଇ-ବ୍ରାହିମଙ୍କ ଘନିଷ୍ଟ ସହଯୋଗୀ ରାଉଫଙ୍କୁ ୨୦୦୨ ମସିହାରେ ଆ-ଜୀ-ବ-ନ କା-ରା-ଦ-ଣ୍ଡା-ଦେ-ଶ ହୋଇଥିଲା । ଦ-ଣ୍ଡା-ଦେ-ଶ କୋହଳ ହୋଇପାରିବ ନାହିଁ ବୋଲି ଘୋଷଣା କରିଥିଲେ ବମ୍ବେ ହାଇକୋର୍ଟ । ଏହି ମାମଲାରେ ଦୋ-ଷ ମୁକ୍ତି ରହିଲେ ବ୍ୟବସାୟୀକ ପ୍ରତିଦ୍ଵନ୍ଦୀ ରମେଶ ଦୋରାନୀ । ହେଲେ ଆ-ଜୀ-ବ-ନ କା-ର-ଦା-ଣ୍ଡ ଉପରେ ଚ୍ୟାଲେଞ୍ଜ କରିଥିଲା ରାଉଫ ମରଚାନ୍ଟ ।

ଗୁଲସନ କୁମାର ହ-ତ୍ୟା ମା-ମ-ଲା-ରେ ରା-ଉ-ଫ ବି-ରୋ-ଧରେ ହ-ତ୍ୟା, ଅ-ପ-ରା-ଧିକ ଷ-ଡ-ଯ-ନ୍ତ୍ର, ଡ-କା-ୟ-ତି, ବେ-ଆ-ଇ-ନ ଅ-ସ୍ତ୍ର ଶ-ସ୍ତ୍ର ରଖିବା ଭଳି ସ-ଙ୍ଗି-ନ ଦ-ଫା ଲାଗିଥିଲା । ୧୯୯୭ ହ-ତ୍ୟା-କା-ଣ୍ଡ ପରେ ଫେ-ରା-ର ହୋଇଯାଇଥିଲା ରା-ଉ-ଫ । ହେଲେ ୨୦୦୧ ମସିହାରେ ତାକୁ ଗି-ର-ଫ କରାଯାଇଥିଲା । ଅନ୍ୟ ପଟେ ରାଜ୍ୟ ସରକାରଙ୍କ ଆବେଦନ ଖାରଜ କରିବା ସହିତ ରମେଶ ତାଉରାନିଙ୍କ ଦୋ-ଷ ମୂ-କ-ରି ରାୟକୁ କାଏମ ରଖିଛନ୍ତି କୋର୍ଟ । ଅନ୍ୟତମ ଅ-ଭି-ଯୁ-କ୍ତ ଅବଦୁଲ ରସିଦଙ୍କୁ ଆ-ଜୀ-ବ-ନ କା-ରା-ଦଣ୍ଡ-ଦେ-ଶ ଶୁଣା ଯାଇଛି ।

ସେସନସ କୋ-ର୍ଟରେ ଆତ୍ମସମର୍ପଣ କରିବା ସହ ପୋ-ଲି-ସ ପାଖରେ ପାସପୋର୍ଟ ଦାଖଲ କରିବା ପାଇଁ ନି-ର୍ଦେ-ଶ ଦେଇଛନ୍ତି ବମ୍ବେ ହାଇ କୋ-ର୍ଟ । ‘ଟି ସିରିଜ’ର ପ୍ରତିଷ୍ଠାତା ଗୁଲସନ କୁମାରଙ୍କୁ ୧୯୯୭ ମସିହାରେ ଅଗଷ୍ଟ ୧୨ ତାରିଖରେ ଗୁ-ଳି କ-ରି ହ-ତ୍ୟା କ-ର-ଯାଇଥିଲା । ମୁମ୍ବାଇର ଏକ ମନ୍ଦିରରୁ ଗୁଲସନ ପୂଜା ସାରି ଫେରୁଥିବା ବେଳେ ତାଙ୍କ ଉପରେ ଗୁ-ଳି ବର୍ଷା ହୋଇଥିଲା । ୧୬ ରା-ଉ-ଣ୍ଡ ଗୁ-ଳି ବର୍ଷା କରିଥିଲେ ତାଙ୍କ ଉପରେ ତିନି ଅ-ଭି-ଯୁ-କ୍ତ ।

ସେହି ତିନିଜଣଙ୍କ ମଧ୍ୟରେ ଥିଲା ରା-ଉ-ଫ ମରଚାନ୍ଟ । ଘଟନା ସ୍ଥଳରେ ଗୁଲସନଙ୍କ ଦେ-ହା-ନ୍ତ ହୋଇଥିଲା । ଏହି ହ-ତ୍ୟା-କା-ଣ୍ଡ-ରେ ସଙ୍ଗୀତ ନିର୍ଦେଶକ ନଦିମ ଅଖତର ଓ ରମେଶ ଟାଉରାନିଙ୍କ ନାମ ମଧ୍ୟ ସାମିଲ ଥିଲା । ସହ ଷ-ଡ-ଯ-ନ୍ତ୍ର କା-ରୀ ଭାବରେ ଉଭୟଙ୍କୁ ଦର୍ଶାଇ ଥିଲା ମୁମ୍ବାଇ ପୋ-ଲି-ସ । ସେହି ସମୟରେ ତାଉରାନି ଗି-ର-ଫ ହୋଇଥିବା ନେଲେ ନଦିମ ବ୍ରିଟେନକୁ ଫେ-ରା-ର ହୋଇଯାଇଥିଲା । ମ୍ୟୁଜିକ ସମ୍ରାଟ ଗୁଲସନ କୁମାରଙ୍କ ହ-ତ୍ୟା ବିଷୟରେ ତିନି ମାସ ପୂର୍ବରୁ ଜାଣିପାରିଥିଲା ମୁମ୍ବାଇ ପୋ-ଲି-ସ । କିନ୍ତୁ ସୁରକ୍ଷା ଦେଇପାରି ନଥିଲା ।

ପୂର୍ବତ୍ତମ ମହାରାଷ୍ଟ୍ର ଡିଜିପି ରାକେଶ ବାରିଆ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ୧୯୯୭ ମସିହାରେ ଏପ୍ରିଲ ୨୨ ତାରିଖରେ ଏକ କଲ୍ ଆସିଥିଲା । ସେହି କଲ୍ ରେ ଗୁଲସନ କୁମାରଙ୍କ ୱିକେଟ ଖସିବ ବୋଲି ତାଙ୍କୁ କୁହାଯାଇଥିଲା । କିଏ ୱିକେଟ ଖସାଇବ ବୋଲି ବାରିଆ ପଚାରିଥିଲେ ଓ ତାଙ୍କୁ ଉତ୍ତରରେ କୁହାଯାଇଥିଲା ଆବୁ ସାଲିମ ସାବ ।

ପ୍ରତିଦିନ ଗୁଲସନ ଶିବ ମନ୍ଦିରକୁ ଯାଉଛନ୍ତି ସେତିକି ବେଳେ ତାଙ୍କର ୱିକେଟ ଖସିବ ବୋଲି କଲ୍ ରେ କୁହାଯାଇଥିଲା । ବନ୍ଧୁଗଣ ତିନି ମାସ ପରେ ତାହା ହିଁ ହୋଇଥିଲା । ମନ୍ଦିରରୁ ପୂଜା କରି ଆସିବା ପରେ ଗୁଲସନଙ୍କ ଉପରେ ଗୁ-ଳି ବର୍ଷା କରଯାଇଥିଲା ।

Leave a Reply

Your email address will not be published. Required fields are marked *