Majadar Jokes- ଝିଅ ବିଦା ହେବା ବେଳକୁ ବରର ମୋବାଇଲ ବାଜିଲା, ତା’ ପରେ ଝିଅ ବରକୁ ଦୁଇ ଚାପୁଡା ମାରିଲା କାରଣ ତା’ର ରିଂଟୋନ ଥିଲା…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ଯାହାଫଳରେ ସେମାନେ ନିଜର ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଉନାହାନ୍ତି । ଯଦି ମଣିଷର ମନ ଭଲ ରହିବ ତା ହେଲେ ତାକୁ କାମ କରିବା ପାଇଁ ମଧ୍ୟ ମନ ଲାଗିବ । ମନ ଭଲ ରହିବା ପାଇଁ ଆପଣଙ୍କୁ ଖୁସି ହେବା ନିହାତି ଆବଶ୍ୟକ । ଆପଣଙ୍କ ଖୁସି ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିଲେ ଆପଣ ନିଶ୍ଚୟ ବହୁତ ହସିବେ ।

Jokes 1

ଦୁନିୟାରେ ୪ଟା କାମ ବଡ଼ କଠିନ ଅଛି ।

ପିମ୍ପୁଡ଼ି କୁ ଲିପିଷ୍ଟିକ ଲଗାଇବା

ହାତୀ କୁ କୋଳରେ ଉଠେଇବା

ମଶାକୁ ପୋଷାକ ପିନ୍ଧେଇବା

ସ୍ତ୍ରୀକୁ ବୁଝେଇବା

Jokes 2

ସ୍ତ୍ରୀ: କେଉଁଠି ଅଛ ??

ସ୍ୱାମୀ: ଗାଡ଼ିରୁ ପଡିଯାଇଛି, ଅକ୍ସୀଡେଣ୍ଟ ହୋଇଯାଇଛି ହସ୍ପିଟାଲକୁ ଯାଉଛି !!

ସ୍ତ୍ରୀ: ଧ୍ୟାନ ରଖିବ, ଟିଫିନ ବଙ୍କା କରିବନି, ଡାଲି ଢାଳିଯିବ !!

Jokes 3

ଗଞ୍ଜା ବ୍ୟକ୍ତି ବାରିକକୁ କହିଲା

ମୋ ମୁଣ୍ଡରେ ତ ଅଳ୍ପ ଚୁଟି ଅଛି

ତେବେ ମୋ ଠାରୁ ବହୁତ କମ ଟଙ୍କା ନେବା ଉଚିତ

ବାରିକ କହିଲା – ମହୋଦୟ, ମୁଁ ଆପଣଙ୍କ ଚୁଟି

କାଟିବା ପାଇଁ ଟଙ୍କା ନିଏ ନାହିଁ

ଚୁଟି ଖୋଜିବା ପାଇଁ ମୁଁ ଟଙ୍କା ନେଇଥାଏ……

Jokes 4

ମେଲେରିୟା ମଶା ନିଜ ପୁଅକୁ କହିଲା –

ତୁ ବଡ ହୋଇ କଣ କରିବୁ ?

ପୁଅ – ଆପଣଙ୍କ ଭଳି ମେଲେରିୟା ମଶା

ମେଲେରିୟା ମଶା – ମୂର୍ଖ,

ଡେଙ୍ଗୁର କୋର୍ସ କର

ସେଥିରେ ଭଲ କ୍ୟାରିୟର ଅଛି……

Jokes 5

ଜଜ (ଆରୋପିକୁ) – ତୁମ ଉପରେ ଆରୋପ ଅଛି କି

ତୁମେ ୧୬ ବର୍ଷ ପର୍ଯ୍ୟନ୍ତ

ନିଜର ସ୍ତ୍ରୀକୁ ନିଜ ଆୟତରେ ରଖିଛ

ଆରୋପି – ସାର ଅସଲରେ ମୁଁ…..

ଜଜ – କିଛି ସଫାଇ ଦବା ଦରକାର ନାହିଁ

ତୁମେ କେବଳ ଉପାୟ କୁହ….

Jokes 6

ଝିଅ ବିଦା ହେବା ବେଳକୁ ବରର ମୋବାଇଲ ବାଜିଲା, ତା’ ପରେ ଝିଅ ବରକୁ ଦୁଇ ଚାପୁଡା ମାରିଲା କାରଣ ତା’ର ରିଂଟୋନ ଥିଲା

“ଦିଲ ମେ ଛୁପା କେ ଦିଲ କେ ଅରମାନ ଲେ ଚଲେ”

ହମ ଆଜ ଅପନୀ ମୌତ କା ସାମାନ ଲେ ଚଲେ”

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *