ଦେଖନ୍ତୁ କେମିତି Govinda ଙ୍କ ସହ ଓଡିଆ ସେଲିବ୍ରେଟି ମାନେ କଲେ ଜବରଦସ୍ତ ଡ୍ୟାନ୍ସ ଓ ମସ୍ତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡ ସୁପର ଷ୍ଟାର ଗୋବିନ୍ଦା ।

ଆପଣ ମାନେ ସମସ୍ତେ ଗୋବିନ୍ଦାଙ୍କୁ ବହୁତ ସୁପର ହିଟ ହିନ୍ଦୀ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଗୋବିନ୍ଦା ନିଜ ଭିନୟ ଓ ନିଜ ଷ୍ଟାଇଲ ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି ।

ହେଲେ ବନ୍ଧୁଗଣ ଏହି କିଛି ଦିନ ତଳେ ଗୋବିନ୍ଦା ଓଡିଶା ଆସିଥିଲେ ଓ ସେ ଆମ Tarang cine awards 2021ରେ ଯୋଗ ଦେଇଥିଲେ । ସେ ଏହି ଆୱାର୍ଡ ଫଙ୍କସନରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ତାଙ୍କର ଏହି ଆୱାର୍ଡ ଫଙ୍କସନର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ଗତ କିଛି ଦିନ ତଳେ ଗୋବିନ୍ଦା ଓଡିଶା ଆସିଥିଲେ ଓ Tarang cine awards 2021ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଆୱାର୍ଡ ଫଙ୍କସନରେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ଦିଗଜ କଳାକାର ଓ ଫିଲ୍ମ ମେକର୍ଷ ମାନେ ଆସିଥିଲେ ।

ଏହି ଆୱାର୍ଡ ଫଙ୍କସନରେ ସମସ୍ତ କଳାକାର ଗୋବିନ୍ଦାଙ୍କ ସହ ଡ୍ୟାନ୍ସ କରୁଥିବାର ଓ ସେଲ୍ଫି ନେଇଥିବାର ମଧ୍ୟ ନଜର ଆସିଥିଲେ । ଆମ ଓଲିଉଡ କଳାକାର ମାନେ ଗୋବିନ୍ଦାଙ୍କ ସହ ଡ୍ୟାନ୍ସ କରିବା ସହ ବହୁତ ମଜାମସ୍ତି ମଧ୍ୟ କରିଛନ୍ତି । କେବଳ ଏତିକି ନୁହେଁ ବନ୍ଧୁଗଣ ଗୋବିନ୍ଦା ଓଡିଶା ଆସିବା ପରେ ସବ୍ୟ ଓ ଅର୍ଚିତାଙ୍କ ଘରକୁ ମଧ୍ୟ ଯାଇଥିଲେ ।

ଏହା ବ୍ଯତୀତ ସେ ଆମ ପୁରୀ ଜଗନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ କରିଥିଲେ । ତାଙ୍କର କିଛି ଓଡିଶାର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଆୱାର୍ଡ ଫଙ୍କସନରେ ଗୋବିନ୍ଦାଙ୍କ ସହ କେତେକ ବଡ ବଡ ଦିଗଜ ଓଡିଆ କଳାକାର ମାନେ ମସ୍ତି କରୁଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ବନ୍ଧୁଗଣ ପ୍ରଥମ ଥର ପାଇଁ ଗୋବିନ୍ଦା ଆମ Tarang cine awards 2021ରେ ମୁଖ୍ୟ ଅତିଥିରେ ଯୋଗ ଦେଇଛନ୍ତି । ତାଙ୍କର ଏହି ଆୱାର୍ଡ ଫଙ୍କସନର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଗୋବିନ୍ଦାଙ୍କର ଏହି ସବୁ ଫଟୋ ଗୁଡିକ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *