କରୋନା କେବେ ବି ହେବ ନାହିଁ, କରନ୍ତୁ ଏହି ଗୋଟିଏ ଛୋଟିଆ କାମ, ଆଜି ହିଁ ଜାଣି ରଖନ୍ତୁ- Dr. Khirod Kumar Rout

ବର୍ତ୍ତମାନ କରୋନା ମହାମାରୀର ଭୟଙ୍କର କୋପ ହେତୁ ଦେଶର ସ୍ଥିତି ବହୁତ ଖରାପ ହୋଇଛି । ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଅତି ତୀବ୍ର ଗତିରେ ସଂକ୍ରମଣ ହେଉଛି

ହଜାର ହଜାର ଲୋକଙ୍କର ପ୍ରାଣ ନେଇ ସାରିଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ଦେଶରେ ଆକ୍ସିଜେନ ସିଲିଣ୍ଡରର ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି । ବନ୍ଧୁଗଣ ଏହି ଭାଇରସଟି ସିଧା ସଳଖ ଫୁସଫୁସକୁ କ୍ଷତି ପହଞ୍ଚାଉଛି । ଯାହାଫଳରେ ଲୋକ ମାନଙ୍କୁ ନିଶ୍ଵାସ ନେବାରେ ବହୁତ ଅସୁବିଧା ହେଉଛି । କରୋନାରେ ଆକ୍ରାନ୍ତ ହେବା ପରେ ୨୫ ପ୍ରତିଶତ ଲୋକଙ୍କର ଫୁସଫୁସ ଜନିତ ସମସ୍ୟା ଦେଖାଦେଉଛି ।

ଯଦି ବନ୍ଧୁଗଣ ଆପଣ ଠିକ ଭାବରେ ଘରୋଇ ଚିକିତ୍ସା ନେବେ ଓ ଡାକ୍ତରଙ୍କ ପରାମର୍ଶ ନେବେ ତା ହେଲେ ଆପଣ ନିଜ ଫୁସଫୁସକୁ ସୁସ୍ଥ ରଖିପାରିବେ । ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ଫୁସଫୁସକୁ ସୁରକ୍ଷିତ ରଖିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଉପାୟ ବିଷୟରେ ।

ବନ୍ଧୁଗଣ ଏହି କରୋନା କାଳ ସମୟରେ ଆପଣ ସର୍ବାଧିକ ସମୟ ଘରେ ରୁହନ୍ତୁ । ଆପଣ ପ୍ରତିଦିନ ଗୋଟେ ଗ୍ଳାସ ଉଷୁମ ପାଣିର ସେବନ କରନ୍ତୁ ଓ ନିଜ ଫୁସଫୁସକୁ ମଝବୁତ ରଖିବା ପାଇଁ ଆପଣ ସବୁଦିନ ଗରମ ପାଣିର ବାମ୍ଫ ନାକ ବାଟରେ ନିଅନ୍ତୁ । ଏହି ସବୁ ଘରୋଇ ଉପାୟ କରିବା ଦ୍ଵାରା ଫୁସଫୁସକୁ ସୁରକ୍ଷିତ ରଖିହେବ ।

ବନ୍ଧୁଗଣ ଏହି ସମୟରେ ଆପଣ ଆମିଷ ଓ ତେଲ ମସଲା ଜାତୀୟ ଖାଦ୍ୟର ଅତ୍ୟଧିକ ସେବନ ନକରି ଫଳ ଏବଂ ସବୁଜ ପନିପରିବା ଆଦିର ସେବନ କରନ୍ତୁ । ଏହା ଆପଣଙ୍କ ଫୁସଫୁସର ଅମ୍ଳଜାନ ସ୍ତର ବଢେଇବାରେ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହା ସହିତ ଆପଣ ପ୍ରତିଦିନ ସଖାଳ ସମୟରେ ଯୋଗ ଓ ବାୟମ ଆଦି ନିଶ୍ଚୟ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ହେବ ଓ ଆପଣଙ୍କ ଫୁସଫୁସ ମଝବୁତ ହେବ ।

ଯଦି ଏହି ସମୟରେ ଆପଣଙ୍କ ଛାତିରେ ଯନ୍ତ୍ରଣା ହେଉଛି ବା ଆପଣଙ୍କୁ ନିଶ୍ଵାସ ନେବାରେ ଅସୁବିଧା ହେଉଛି ତା ହେଲେ ଆପଣ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ଏହା ଅବଶ୍ୟ ଏକ କରୋନା ଲକ୍ଷଣ ଅଟେ ତେଣୁ ଆପଣ ମାନେ ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ସବୁ କଥା ଗୁଡିକୁ ଧ୍ୟାନରେ ରଖି ସୁରକ୍ଷିତ ରୁହନ୍ତୁ ଓ ସରକାରଙ୍କ ଗାଇଡଲାଇନର ପାଳନ କରନ୍ତୁ, ଧନ୍ୟବାଦ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *