ଏହି ଗୋଟିଏ ଭୁଲ ପାଇଁ ଜୟା ବଚନ ଏହି ଅଭିନେତ୍ରୀଙ୍କ ବଦଳରେ ଐଶ୍ଵର୍ୟ୍ୟାଙ୍କୁ ବାଛିଲେ ନିଜ ବୋହୁ

ଭାରତରେ ବଚନ ପରିବାରକୁ କିଏ ଅବା ନ ଜାଣିଛି । ଅମିତାବ ବଚନ ଏକ ମହାନ ଅଭିନେତା ରୂପେ ପରିଚିତ । ଅମିତାଭ ବଚନଙ୍କ ପତ୍ନୀ ହେଉଛନ୍ତି ଜୟା ବଚନ । ଅମିତାଭ ବଚନଙ୍କର ଦୁଇଟି ପିଲା ଅଛନ୍ତି, ସେମାନେ ହେଲେ ପୁଅ ଅଭିଷେକ ବଚନ ଓ ଝିଅ ହେଉଛନ୍ତି ଶ୍ଵେତା ନନ୍ଦା । ଅମିତାଭଙ୍କ ପୁଅ ଅଭିଷେକ ବଚନ ମଧ୍ୟ ବଲିଉଡର ଲୋକପ୍ରିୟ ଅଭିନେତା ରୂପେ ପରିଚିତ । ଅଭିଷେକ ବଚନଙ୍କ ପତ୍ନୀ ହେଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ର ଐଶ୍ଵର୍ଯ୍ୟ ରାୟ ।

ହେଲେ ବନ୍ଧୁଗଣ ଐଶ୍ଵର୍ଯ୍ୟ ରାୟ ନଥିଲେ ବଚନ ପରିବାରର ପ୍ରଥମ ପସନ୍ଦ । ଐଶ୍ଵର୍ଯ୍ୟ ରାୟଙ୍କ ପୂର୍ବରୁ ବଚନ ପରିବାର ଅନ୍ୟ ଏକ ଅଭିନେତ୍ରୀଙ୍କୁ ବୋହୁ କରିବା ପାଇଁ ଚାହୁଁଥିଲେ । ହେଲେ କେବଳ ଗୋଟିଏ ଭୁଲ ପାଇଁ ଏହି ଅଭିନେତ୍ରୀଙ୍କ ଜାଗା ନେଇଥିଲେ ଐଶ୍ଵର୍ଯ୍ୟ ରାୟ । ତେବେ ବନ୍ଧୁଗଣ ଆଜିଆମେ ଆପଣଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ରାନୀ ମୁଖାର୍ଜୀ । ରାନୀ ମୁଖାର୍ଜୀ ବଚନ ପରିବାରର ପ୍ରଥମ ପସନ୍ଦ ଥିଲେ । ରାନୀ ମୁଖାର୍ଜୀ ହେଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ । ବଚନ ପରିବାରର ବୋହୁ ହେଉ ହେଉ ରହିଗଲେ ରାନୀ ମୁଖାର୍ଜୀ । ପ୍ରଥମେ ଅଭିଷେକ ଓ ରାନୀ ମୁଖାର୍ଜୀ ପ୍ରେମ ସମ୍ବନ୍ଧରେ ଥିଲେ । ତାଙ୍କର ରିଲେସନର ଚର୍ଚା ସଂପୂର୍ଣ୍ଣ ବଲିଉଡରେ ହୋଇଥିଲା । ଏହି ଦୁଇଜଣ ପରସ୍ପରକୁ ବହୁତ ପ୍ରେମ କରିଥିଲେ । ବଲିଉଡରେ ତାଙ୍କର ବିବାହ ପାଇଁ ମଧ୍ୟ ଚର୍ଚା ହେଉଥିଲା ।

ସମସ୍ତେ ଭାବୁଥିଲେ ରାନୀ ଓ ଅଭିଷେକ ଖୁବ ଶୀଘ୍ର ବିବାହ କରିଦେବେ । ଏହା ସହିତ ବଚନ ପରିବାରର ସମସ୍ତ ସଦସ୍ୟ ରାନୀ ମୁଖାର୍ଜୀଙ୍କୁ ବହୁତ ପସନ୍ଦ କରୁଥିଲେ । ହେଲେ ରାଣୀ ମୁଖାର୍ଜୀଙ୍କ ଗୋଟିଏ ଭୁଲ ପାଇଁ ଜୟା ରାନୀଙ୍କ ବଦଳରେ ଐଶ୍ଵର୍ଯ୍ୟଙ୍କୁ ନିଜ ବୋହୁ କରିଥିଲେ ।

ବନ୍ଧୁଗଣ ସେହି ଭୁଲଟି ଥିଲା ଫିଲ୍ମ ‘ବ୍ଲାକ’ରେ ରାନୀ ଓ ଅମିତାଭଙ୍କ ମଧ୍ୟରେ ହୋଇଥିବା ଲିପ ଲକ । ଫିଲ୍ମ ‘ବ୍ଲାକ’ରେ ଅମିତାଭ ବଚନ ଓ ରାନୀ ମୁଖାର୍ଜୀ ପରସ୍ପରକୁ ଚୁମ୍ବନ କରିଥିଲେ । ଏହି ସିନକୁ ଦେଖି ଅଭିଷେକ ବଚନଙ୍କର ହୋସ ଉଡି ଯାଇଥିଲା ।

ଏହି ଗୋଟିଏ ଭୁଲ ପାଇଁ ଜୟା ରାନୀଙ୍କୁ ନିଜ ବୋହୁ କରିବା ପାଇଁ ମନା କରିଥିଲେ ଓ ଐଶ୍ଵର୍ଯ୍ୟ ରାୟଙ୍କୁ ନିଜ ଘରର ବୋହୁ କରିଥିଲେ । ରାନୀ ମୁଖାର୍ଜୀ ଫିଲ୍ମ ମେକର ୟଶ ଚୋପଡାଙ୍କୁ ବିବାହ କରି ବହୁତ ଖୁସିରେ ଅଛନ୍ତି ଓ ଅନ୍ୟ ପକ୍ଷରେ ଅଭିଷେକ ଓ ଐଶ୍ଵର୍ଯ୍ୟ ମଧ୍ୟ ନିଜ ଝିଅ ଆରାଧ୍ୟା ସହ ବହୁତ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *