ଏହି ନାମର ଲୋକମାନେ ହେଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ଓ ମହାଦେବଙ୍କର ସବୁଠୁ ପ୍ରିୟ , କ’ଣ ଆପଣଙ୍କ ନାମ ନାହିଁ ତ ଏଥିରେ

ସାଙ୍ଗମାନେ ଦେବଙ୍କର ଦେବ ମହାଦେବ ଯେତେ ଶୀଘ୍ର ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି ସେତେ ଶୀଘ୍ର କ୍ରୋଧିତ ମଧ୍ୟ ହୁଅନ୍ତି । କିନ୍ତୁ ମହାଦେବ ସବୁବେଳେ ନିଜ ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ରହିଥାନ୍ତି । ଯେଉଁ ଭକ୍ତ ତାଙ୍କର ଆରାଧନା କରିଥାଏ ସେମାନଙ୍କୁ ମହାଦେବ କେବେ ବି ନିରାଶ କରନ୍ତି ନାହିଁ । ଯଦି ମହାଦେବଙ୍କର କୃପା ଦ୍ରୁଷ୍ଟି କୌଣସି ବ୍ୟକ୍ତି ଉପରେ ପଡିଯାଏ, ତେବେ ତାହାର ଜୀବନରେ ଆସିବାକୁ ଥିବା ସବୁ ସମସ୍ୟା ସମାପ୍ତ ହୋଇଯାଏ ।

ଆଜି ଆମେ ଆପଣଙ୍କୁ ଆଜିର ଏହି ଲେଖାରେ ଏପରି ୪ ଟି ନାମ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ସାକ୍ଷାତ ମହାଦେବଙ୍କର ଅଂସ ବୋଲି କୁହାଯାଏ ଓ ଏହି ଲୋକମାନେ ମହାଦେବଙ୍କର ସବୁଠାରୁ ବଡ ଭକ୍ତ ବୋଲି କୁହାଯାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମହାଦେବ ସବୁବେଳେ ଏହି ଲୋକଙ୍କ ଉପରେ କୃପା କରିଥାନ୍ତି । ଏମାନଙ୍କୁ ଭାଗ୍ଯର ପୁରା ସାଥ ମଧ୍ୟ ମିଳିଥାଏ । ଭଗବାନ ଶିବଙ୍କର କୃପାରୁ ଏମାନଙ୍କ ଜୀବନରେ ସଫଳତା ଆସିଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଲୋକଙ୍କ ବିଷୟରେ ।

A ଅକ୍ଷର

ଏହି ଅକ୍ଷରର ଲୋକମାନେ ମହାଦେବଙ୍କର ସବୁଠାରୁ ଅଧିକ ପ୍ରିୟ ଅଟନ୍ତି । ମହାଦେବ ଏହି ବ୍ୟକ୍ତିମାନଙ୍କୁ ସବୁ ଖରାପ ଶକ୍ତି ଠାରୁ ଦୂରେଇ ରଖନ୍ତି । ଯଦି ଏମାନଙ୍କ ଜୀବନରେ କେବେ କୌଣସି ଅସୁବିଧା ଆସିଥାଏ ତେବେ ମହାଦେବ ଏମାନଙ୍କୁ ସେହି ସବୁ ପରିସ୍ଥିତିରୁ ରକ୍ଷା କରନ୍ତି ।

R ଅକ୍ଷର

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର R ଅକ୍ଷର ରୂ ଆରମ୍ଭ ହୋଇଥାଏ ସେହି ଲୋକମାନେ ମହାଦେବଙ୍କର ସବୁଠାରୁ ପାଖ ଲୋକ ବୋଲି କୁହାଯାଇଥାଏ । ଏହି ଲୋକମାନଙ୍କୁ ମହାଦେବ ସବୁବେଳେ ସାହାର୍ଯ୍ୟ କରିଥାନ୍ତି । ଯଦି ଏହି ଲୋକ ମାନଙ୍କ ସହିତ କୌଣସି ଅନ୍ୟ ବ୍ୟକ୍ତି ଶତ୍ରୁତା କରିଥାଏ ତେବେ ତାହାର ଖରାପ ସମୟ ବହୁତ ଶୀଘ୍ର ଆରମ୍ଭ ହୋଇଯାଏ ।

D ଅକ୍ଷର

 

ଏହି ଅକ୍ଷର ରୂ ଯାହାର ନାମ ଆରମ୍ଭ ହୋଇଥାଏ ସେହି ଲୋକମାନେ ମହାଦେବଙ୍କର ମଧ୍ୟ ଅତି ନିକଟତ୍ତର ଲୋକ ଅଟନ୍ତି । ଏହି ଲୋକମାନେ ମହାଦେବଙ୍କର ସବୁବେଳେ ଆରାଧନା କରନ୍ତି ଓ ମହାଦେବ ଏମାନଙ୍କ ଉପରେ ସବୁବେଳେ କୃପା ଦ୍ରୁଷ୍ଟି ରଖିଥାନ୍ତି । ମହାଦେବ ଏହି ଲୋକମାନଙ୍କ ଉପରେ କୌଣସି ପ୍ରକାରର ସମସ୍ଯା ଆସିବାକୁ ଦିଅନ୍ତି ନାହିଁ ।

P ଅକ୍ଷର

ଏହି P ଅକ୍ଷରର ଲୋକମାନଙ୍କ ଉପରେ ମହାଦେବ ସବୁବେଳେ ପ୍ରସନ୍ନ ରହିଥାନ୍ତି । ଏହି ଲୋକମାନେ କେବେ ବି ମହାଦେବଙ୍କ ଠାରୁ ଦୂରେଇ ହେଇ ରହିବାକୁ ପସନ୍ଦ କରନ୍ତି ନାହିଁ । ଏହି ଲୋକମାନଙ୍କର ହୃଦୟ ବହୁତ ଭଲ ହୋଇଥାଏ ଓ କୌଣସି ପ୍ରକାରର ଛଳ କପଟ ଏମାନଙ୍କ ଭିତରେ ନଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *