ବଲିଉଡର ୫ ଜଣ ଫ୍ଲପ ହୀରୋ, ଯେଉଁ ମାନଙ୍କର ଝିଅ ହେଉଛନ୍ତି ବହୁତ ଷ୍ଟାଇଲିସ ଆଉ ହଟ

ବନ୍ଧୁଗଣ ବଲିଉଡରେ ସଫଳତା ପାଇବା ପାଇଁ ଅଭିନେତା ମାନେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ହେଲେ ଏମିତି କିଛି ଅଭିନେତା ଅଛନ୍ତି ଯେଉଁ ମାନେ ବଲିଉଡରେ କେତେକ ଫିଲ୍ମ କରି ମଧ୍ୟ ସଫଳତା ହାସଲ କରିପାରି ନଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଫ୍ଲପ ଅଭିନେତା ମାନଙ୍କର ଝିଅ ମାନଙ୍କ ବିଷୟରେ କହିବୁ । ଯେଉଁ ମାନେ ବହୁତ ସୁନ୍ଦର ଓ ଷ୍ଟାଇଲିସ ଦେଖାଯାନ୍ତି । ଏମାନଙ୍କ ମଧ୍ୟରୁ କେତେଜଣ ବଲିଉଡରେ ଡେବ୍ୟୁ କରି ସାରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତାଙ୍କର ଝିଅ ମାନଙ୍କ ବିଷୟରେ ।

ସଞ୍ଜୟ କପୁର-

ବଲିଉଡ ଅଭିନେତା ସଞ୍ଜୟ କପୁର ‘ରାଜା’ ଭଳି ସୁପର ହିଟ ଫିଲ୍ମରୁ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ଏହା ପରେ ସଞ୍ଜୟ ଏମିତି ବହୁତ ଫିଲ୍ମରେ କାମ କରିଥିଲେ । ହେଲେ ଏକ ହିଟ ହିରୋ ପରି ସେ ସଫଳତା ହାସିଲ କରିପାରି ନଥିଲେ, ସଞ୍ଜୟ କପୁରଙ୍କ ଝିଅର ନାମ ହେଉଛି ସନାୟା କପୁର । ସନାୟା କପୁର ମଡେଲିଙ୍ଗ କରୁଛନ୍ତି । ସେ ବହୁତ ସୁନ୍ଦର ଏବଂ ଷ୍ଟାଇଲିସ ଦେଖାଯାନ୍ତି । ସନାୟା ବହୁତ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଚଙ୍କି ପାଣ୍ଡେ

ବଲିଉଡରେ ହିରୋ, କମେଡିଆନ ଓ ଭିଲିଆନର ଭୂମିକା କରିଥିବା ଚଙ୍କି ପାଣ୍ଡେଙ୍କୁ ଅଧିକ ସଫଳତା ମିଳି ନଥିଲା । ଚଙ୍କି ପାଣ୍ଡେଙ୍କର ଝିଅର ନାମ ହେଉଛି ଅନନ୍ୟା ପାଣ୍ଡେ । ଅନନ୍ୟା ବହୁତ ସୁନ୍ଦର ଓ ଷ୍ଟାଇଲିସ ଅଟନ୍ତି । ଏହା ସହିତ ଅନନ୍ୟା ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ରୁ ବଲିଉଡରେ ଡେବ୍ୟୁ କରିସାରିଛନ୍ତି ।

ଜାଭେଦ ଜାଫ୍ରି

ଜାଭେଦ ନିଜର କମେଡି ଓ ଡ୍ୟାନ୍ସ ପାଇଁ ବଲିଉଡରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଜାଭେଦ ବଲିଉଡରେ ୫୦ ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ଜାଭେଦ ଜାଫ୍ରିଙ୍କ ଝିଅଙ୍କର ନାମ ହେଉଛି ଅଲଭ୍ୟା ଜାଫ୍ରି । ବର୍ତ୍ତମାନ ଅଲଭ୍ୟା ନିଜର ପାଠ ପଢାକୁ ଶେଷ କରୁଛନ୍ତି । ଅଲଭ୍ୟା ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି ।

ଆଦିତ୍ୟ ପଞ୍ଚୋଲି

୧୯୯୫ରେ ଆସିଥିବା ଫିଲ୍ମ ‘ସାହାଦାତ’ରୁ ନିଜ ଫିଲ୍ମ କାରିୟର ଆରମ୍ଭ କରିଥିଲେ ଆଦିତ୍ୟ ପଞ୍ଚୋଲି । ଆଦିତ୍ୟଙ୍କୁ ପ୍ରଥମେ ହିରୋ ରୋଲ ମିଳିଯାଉଥିଲା । ହେଲେ ଆଦିତ୍ୟ ବଲିଉଡରେ ଭଲ ସଫଳତା ପାଇପାରି ନଥିଲେ । ଆଦିତ୍ୟଙ୍କର ଝିଅର ନାମ ହେଉଛି ସନା ପଞ୍ଚୋଲି । ସନା ବହୁତ ସୁନ୍ଦର ଓ ଷ୍ଟାଇଲିସ ଦେଖାଯାନ୍ତି ଓ ସେ ବହୁତ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ରୋନିତ ରୟ

ବଲିଉଡ ଅଭିନେତା ରୋନିତ ରୟ ୯୦ ଦଶକରେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ରୋନେଦ ବଲିଉଡରେ ସଫଳତା ପାଇ ନଥିଲେ ମଧ୍ୟ ହିନ୍ଦୀ ଟେଲିଭିଜନରେ ସେ ବହୁତ ନାମ ଅର୍ଜନ କରିଛନ୍ତି । ତାଙ୍କ ଝିଅର ନାମ ହେଉଛି ଓନା ରୟ । ବର୍ତ୍ତମାନ ସେ ନିଜର ପାଠ ପଢା ଶେଷ କରୁଛନ୍ତି । ଓନା ବହୁତ ସୁନ୍ଦର ଓ କ୍ୟୁଟ ଦେଖାଯାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *