ଗୋପାଳକୁ ଦେଖି ହସୁଥିଲେ ଅଫିସର, ଅନେଇକି ରହିଗଲେ ଲୋକ, ଡେମୋ ଦେଖି ଲୋକେ କହିଲେ ‘ନାଟକ ସରିଥିଲା ଗୋପାଳ ତ ଖାଲି…’

ନମସ୍କାର ବନ୍ଧୁଗଣ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ gulee maariଥିବା ଅଭିଯୁକ୍ତ ଗୋପାଳର କାଲି ଚାଲିଥିଲା ସିନ ରୀକ୍ରିଏସନ । ତେବେ ଏହି ରୀକ୍ରିଏସନର ଦୃଶ୍ୟ କିଛି ଅଲଗା ଥିଲା । ଲୋକେ ଗୋପାଳର ଡେମୋ ଦୃଶ୍ୟକୁ ଦେଖି ତାଜୁବ । ପ୍ରକୃତରେ ଘଟିଥିବା ଘଟଣାର ଦୃଶ୍ୟ ସହ ଏହି ଦୃଶ୍ୟର ତାଳ ମେଳ ନ ହେଉଥିବାର କଥା ଲୋକଙ୍କ ମନରେ ଆସିଛି । ତେବେ କାହିଁକି ଗୋପାଳ ଏହିଭଳି ଏକ ମିଛ ଡ୍ରାମା କରି ଡେମୋ ଦେଖାଉଥିଲା କଣ ରହିଛି ଏହା ପଛର ପ୍ରକୃତ କାରଣ ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା । ଘଟଣା ଘଟିବା ଦିନ ଗୋପାଳ ଗୋଟିଏ ଷ୍ଟାଇଲରେ maariଥିଲା ଆଉ ଏବେ ଅଫିସରଙ୍କ ସାମ୍ନାରେ ଆଉ ଏକ ପ୍ରକାରରେ ସେହି ଘଟଣାର ପୁନରାବୃତି କରୁଥିବାର ନଜର ଆସିଛି । ସିନ ରୀକ୍ରିଏସନ ବେଳେ ଗୋପାଳର ହରକତ ଲୋକଙ୍କୁ ତାଜୁବ ବନାଇ ଦେଇଥିଲା । ସହ ଲୋକଙ୍କ ଉପସ୍ଥିତିରେ ମନ୍ତ୍ରୀଙ୍କ ଛାତିକୁ maariଥିଲା gulee ।

ସେହି gulee ବାଜିବା ସମୟରେ କିଏ maariଲା କାହା ଦେହରେ ବାଜିଲା କଣ ହେଲା କିଛି ସମୟ ପାଇଁ ଲୋକେ ବିଲକୁଲ ମଧ୍ୟ ବୁଝିପାରିଲେ ନାହିଁ । କିନ୍ତୁ ଗୋପାଳ ଯେଉଁଭଳି ଡେମୋ ଦେଖାଉଛି ସମସ୍ତଙ୍କ ମନରେ ପ୍ରଶ୍ନ କଣ ସେଦିନ ସତରେ ଗୋପାଳ ଏହିଭଳି ଭାବରେ maariଥିଲା ? ଯଦି ଏହିଭଳି maariଥିଲା ତେବେ ଲୋକେ କେମିତି ଜାଣିପାରିଲେ ନାହିଁ ।

ଯେଉଁ ଢଙ୍ଗରେ ଗୋପାଳ ଡେମୋ ଦେଖାଉଛି ସେହିଦିନ ଶହ ଶହ ସମର୍ଥକଙ୍କ ମଧ୍ୟରେ ଏହା ସମ୍ଭବ ନଥିଲା କାରଣ ଗୋପାଳ gulee maariବା ପରେ ସଙ୍ଗେ ସଙ୍ଗେ କୁଆଡେ ଗାୟବ ହୋଇଯାଇ ଥିଲା । ପରେ ମନ୍ତ୍ରୀଙ୍କ ସମର୍ଥକ ଏବଂ ପୋଲିସ ତାଙ୍କୁ କାବୁ କରିଥିଲେ । କିନ୍ତୁ ଡେମୋ ଦେଖାଇବାର ଦୃଶ୍ୟ ଟିକିଏ ଅଲଗା ରହିଛି ।

ଗୋପାଳ ତା ନିଜ ହାତରେ bandhuka ଧରି ଉପରକୁ ଟେକିଛି ଲାଗୁଛି ଯେମିତି ଲୋକଙ୍କୁ ଦେଖାଉଛି ତାହା ହାତରେ ଥିବା bandhuka । ଡେମୋ ଅନୁଯାୟୀ ଗୋପାଳ ଭିଡ ଭିଟାରେ ଦୁଇ ହାତରେ bandhuka ଧରି ମନ୍ତ୍ରୀଙ୍କୁ ଫ-ଆ ୟାଆ-ରିଙ୍ଗ କରିବା କେତେ ଦୂର ସମ୍ଭବ । ଯଦି ଏହିପରି ସେଦିନ ଗୋପାଳ bandhuka ଧରିଥିଲା ତେବେ ଲୋକେ କିଭଳି ଜାଣିପାରିଲେ ନାହିଁ ।

ଗୋପାଳର ଏହି ଡେମୋକୁ ଦେଖି ଲାଗୁଛି ଯେମିତି ଆଗରୁ ଏହାର ଏକ କାହାଣୀ ପ୍ରସ୍ତୁତ ସରିଥିଲା ।ଡେମୋ ଆଉ ପ୍ରକୃତ ଘଟଣା ମଧ୍ୟରେ ତାଳ ମେଳ ରାହୁନଥିବାର ସନ୍ଧେହ ଆସୁଛି ବର୍ତ୍ତମାନ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *