ଡାକ୍ତର ଅପରେସନ କରି ଗୋଡରେ ଲଗାଇଲେ ହାତ, ଚାଇନାରେ ଘଟିଛି ଏଭଳି ଅଜବ ଘଟଣା

ନମସ୍କର ବନ୍ଧୁଗଣ । ସୂଚନା ମୁତାବକ ହାତକୁ ଗୋଡରେ ଲଗାଇଦେଲେ ଡାକ୍ତର ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏହା ସତ୍ୟ ଅଟେ । ଦେଶର ଜ୍ଞାନ ଏତେ ବୃଦ୍ଧି ହେଲାନି ଯେ ମଣିଷ ପକ୍ଷେ ଅସାଧ୍ୟ ବିଷୟ କିଛି ବି ନାହିଁ । ନୂତନ ଅତ୍ୟାଧୁନିକ ଯନ୍ତ୍ରକୁ ବ୍ୟବହାର କରି ମଣିଷ ଆମ ଚିନ୍ତାଧାରାରେ ନ ଥିବା ଜିନିଷ କୁ କରିକି ଦେଖାଉଛି ।

ଏଭଳି ଏକ ଘଟଣା ଟି ହେଉଛି ଚାଇନାର ହଁ ଦର୍ଶକବନ୍ଧୁ ଚାଇନା ସର୍ବଦା ନୂତନ  ଜିନିଷକୁ ଉଦ୍ଭାବନ କରିବା ସହ ଅଜବ ବିଷୟକୁ କରିଥାଏ । ଜଗତରେ ଏମିତି କୋଣସି ଅସାଧ୍ୟ ବିଷୟ ନାହିଁ ଯାହାକୁ ମଣିଷ କରିପାରିବ ନାହିଁ । ଯଦି କୋଣସି ମାରାତ୍ମକ ରୋଗ ଆସୁଛି ତେବେ ଲୋକେ ତାହାରି ମଧ୍ୟ ସମାଧାନ ବାହାର କରି ଚିକିତ୍ସା ପ୍ରଦାନ କରିଥାନ୍ତି ।

ଚାଇନା ସର୍ବଦା ଏଭଳି କାର୍ଯ୍ୟରେ ଲାଗିପଡିଥାଏ । ଏବେ ଚାଇନାରୁ  ଆସିଥିବା ଏହି ଖବର ଜାତୀୟସ୍ତରରୁ ଆରମ୍ଭ କରି ଅନ୍ତରଜାତୀୟ ଯାଏ ଚର୍ଚ୍ଚା ଜୋର ଧରିଛି ।  ଜଣେ ଡାକ୍ତର ଭୁଲବଶତ ଅପରେସନ କରୁଥିବା ସମୟରେ ହାତକୁ ଗୋଡରେ ଲଗାଇଦେଇଥିଲେ । ତେବେ ଏହା କିପରି ସମ୍ଭବ ହେବ । ସୂଚନା ଅନୁସାରେ ଜଣେ ଶ୍ରମିକ କମ୍ପାନୀରେ କମ କରୁଥିବା ବେଳେ ମେସିନରେ ହାତ କଟିଯାଇଥିଲା ।

ତେବେ ତାଙ୍କୁ ତୁରନ୍ତ ଡାକ୍ତର ଖାନା ରେ ବର୍ତ୍ତି କରଯାଇଥିଲା ଓ ବ୍ୟକ୍ତି ଜଣକର ପରିସ୍ଥିତି ଗୁରୁତର ଥିବା କାରଣରୁ ଡାକ୍ତର ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ଅସ୍ତ୍ରୋପଚାର ପରେ ଡାକ୍ତର ଯାହା କରିଛନ୍ତି ତାହାକୁ ନେଇ ବେଶୀ ଚର୍ଚ୍ଚା । ଅପରେସନ ସରିବା ପରେ ଡାକ୍ତର କଟାହାତକୁ ଗୋଡରେ ଲଗେଇଦେଇଥିଲେ ପରେ ତାହା ଜାଣିବା ପରେ ପୁଣ୍ୟବର ଅପରେସନ କରି ହାତକୁ ହାତ ସ୍ଥାନରେ ଲଗେଇଥିଲେ ।

ମାତ୍ର ବ୍ୟକ୍ତି ଜଣକ ଟିସୁ ଭଲବିଭାବରେ କାମ ନ କରୁଥିବାରୁ ବ୍ୟକ୍ତି ସୁସ୍ଥ ହେବା ପାଇଁ 3 ମାସ ସମୟ ଲାଗିବ ବୋଲି ଡାକ୍ତର କହୁଛନ୍ତି । ଆମେ କହୁ ଯେ ଡାକ୍ତର ହେଉଛନ୍ତି ଭଗବାନ ମାତ୍ର ଏହି ଭଗବାନ ଯେଉଁ କାମ କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି ।

Leave a Reply

Your email address will not be published. Required fields are marked *