ଆଜି ଆମେ ଆପଣଙ୍କ ପାଇଁ କିଛି ରୋଚକ ପୂର୍ଣ୍ଣ ଓ ପ୍ରତିଯୋଗୀତା ପରୀକ୍ଷାରେ ଆସୁଥିବା ପ୍ରଶ୍ନ ଓ ତାହାର ଜବାବ ନେଇ ଆସିଛୁ । ଯାହା ବିଷୟରେ ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । କାରଣ ଯଦି ଆପଣ ଭବିଷ୍ୟତରେ କୌଣସି ବି ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନେଉଛନ୍ତି ତେବେ ହୋଇପାରେ ଆପଣଙ୍କୁ ଏହିଭଳି କିଛି ପ୍ରଶ୍ନର ସାମ୍ନା କରିବାକୁ ପଡିପାରେ । ତେବେ ଆପଣଙ୍କ ପାଇଁ ଏହି ସମସ୍ତ ପ୍ରଶ୍ନ ଓ ତାହାର ଜବାବ ବିଷୟରେ ଜାଣିବା ବହୁତ ଆବଶ୍ୟକ ଅଟେ ଓ ଏହା ଦ୍ଵାରା ଆପଣଙ୍କ ବୁଦ୍ଧି ବି ବଢିବ ।
୧ – ମଶାମାନେ କେତେ ଉଚ୍ଚତା ପର୍ଯ୍ୟନ୍ତ ଉଡି ପାରନ୍ତି ?
ଉତ୍ତର – ୫୦ ଫୁଟ
୨– ଏମିତି ଏକ ଜୀବ ଅଛି ଯାହାର ହୃଦୟ ୧ ମିନିଟ ରେ ୯ ଥର ଦୁକ ଦୁକ ହୋଇଥାଏ ?
ଉତ୍ତର – ବ୍ଲୁ ହୁଏଲ ମାଛ
୩ . ମହାତ୍ମା ଗାନ୍ଧୀଙ୍କର ପୁରା ନାମ କଣ ଅଟେ ?
ଉତ୍ତର- ମୋହନ ଦାସ କରମ ଚାନ୍ଦ ଗାନ୍ଧୀ
୪ – କେଉଁ ଦେଶର ୫ ଜଣ ପ୍ରଧାନମନ୍ତ୍ରୀଙ୍କ ଫଟୋ କେବେ ବି ଉଠାଯାଇ ନାହିଁ ?
ଉତ୍ତର – ଆମେରିକା
୫. ଦୁନିଆର ସବୁଠାରୁ ଛୋଟ ପକ୍ଷୀର ନାମ କଣ ?
ଉତ୍ତର- ହମିଙ୍ଗବାର୍ଡ
୬. ଭାରତ ଛଡା ଅନ୍ୟ କେଉଁ ଦେଶର ରାଷ୍ଟ୍ରୀୟ ଭାଷା ହେଉଛି ହିନ୍ଦୀ ?
ଉତ୍ତର- ଫିଜି ଦେଶ
୭. ଦୁନିଆର ସବୁଠାରୁ ଛୋଟ ପକ୍ଷୀ ହମିଙ୍ଗବାର୍ଡର ଲମ୍ବ କେତେ ?
ଉତ୍ତର- ୫ ରୁ ୬ ସେଣ୍ଟିମିଟର
୮. ଏମିତି କେଉଁ ଜିନିଷ ଅଛି ଯାହା ଅଧା ରାତିରେ ଆସିଥାଏ ଏବଂ ଅଧା ରାତିରେ ଚାଲିଯାଏ ?
ଉତ୍ତର- ତାରିଖ
୯. ଡିଜେଲକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ସମ୍ପିଡିତ ତେଲ
୧୦. ଏମିତି କେଉଁ ପତି ଅଛି ଯାହା ଜଙ୍ଗଲରେ ରହିଥାଏ ଏବଂ ସହରରେ ମଧ୍ୟ ରହିଥାଏ ?
ଉତ୍ତର- ବନଷ୍ପତ୍ତି
୧୧. ବାଘର ମୁହଁରେ କେତୋଟି ଦାନ୍ତ ଅଛି ?
ଉତ୍ତର- ୨୬
୧୨. ଏମିତି କେଉଁ ପ୍ରାଣୀ ଅଛି ଯାହାକୁ ସମସ୍ତ ଜିନିଷ ଦୁଇ ଗୁଣ ଅଧିକ ଦେଖା ଯାଇଥାଏ ?
ଉତ୍ତର- ହାତୀ
୧୩ . ଦୁନିଆରେ ସବୁଠାରୁ ଅଧିକ ପ୍ରୟୋଗ କରା ଯାଉଥିବା ମୋବାଇଲ ଫୋନର ନାମ କଣ ?
ଉତ୍ତର- ସାମସଙ୍ଗ
୧୪. ମୁ କଳା ଓ ମୋ ଛୁଆ ମାନେ ଗୋରା ମୋତେ ଛାଡିକି ମୋ ଛୁଆ ମାନଙ୍କୁ ଖାନ୍ତି, କୁହ ମୁ କିଏ ?
ଉତ୍ତର- ସିଙ୍ଘଡା
୧୫. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସ୍କୁଲ ବା କଲେଜ ଥାଏ ?
ଉତ୍ତର- ମହାରାଷ୍ଟ୍ର
୧୬. ଫାଶୀ ଦେବା ପୂର୍ବରୁ ଜଲାଦ ଆରୋପିର କାନରେ କଣ କହିଥାଏ ?
ଉତ୍ତର- କ୍ଷମା କର ମତେ
୧୭. କେତେ ବର୍ଷ ପର୍ଯ୍ୟନ୍ତ ଛୁଆ ମାନଙ୍କୁ କାମ କରାଇବାକୁ ଆଇନ ଅନୁସାରେ ଅପରାଧ ହୋଇଥାଏ ?
ଉତ୍ତର- ୧୪ ବର୍ଷରୁ କମ ବୟସର ଛୁଆ ମାନଙ୍କୁ
୧୮. ସବୁଠାରୁ ଅଧିକ ବାତ୍ୟା କେଉଁ ଦେଶରେ ଆସିଥାଏ ?
ଉତ୍ତର- ସହର ମରୁସ୍ଥଳ
୧୯. ସବୁଜ ଚୋର ଲାଲ ଘର ସେଥିରେ ବସିଛି କଳା ସଇତାନ ଗରମରେ ସେ ଦେଖାଯାଏ, ଥଣ୍ଡାରେ ଗାୟବ ହୋଇଯାଏ ? କୁହନ୍ତୁ କଣ !
ଉତ୍ତର – ତରଭୁଜ
୨୦. 8 ଟି କଦଳୀ କୁ ନ କାଟି 9 ଜଣ ଲୋକଙ୍କ ଭିତରେ କେମିତି
ବାଣ୍ଟି ପାରିବେ ?
ଉତ୍ତର – କଦଳୀ ର ଶେକ ବନେଇ କି ଦେଇ ପାରିବେ ।
ଆପଣଙ୍କୁ ଲେଖାଟି ପସନ୍ଦ ଆସିଥିଲେ ଗୋଟିଏ ସେୟାର କରିବେ ଓ ଲେଖାଟି ସଂପୂର୍ଣ୍ଣ ପଢି ଥିବାରୁ ଆପଣଙ୍କୁ ଧନ୍ୟବାଦ ଓ ଏମିତି ନୀତିଦିନ ଜ୍ଞାନ ବର୍ଦ୍ଧକ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।