GK-ମା’ ଠାରୁ ଜନ୍ମ ହୁଏ, ମା’ କୁ ଛୁଇଁଲେ ମରିଯାଏ, କୁହ ତାହା କଣ ? ଏହା ସହ ଜାଣନ୍ତୁ ଆହୁରି 10ଟି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଏହାର ଉତ୍ତର

ନମସ୍କାର ବନ୍ଧୁଗଣ । ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଦୁନିଆରେ ଅନେକ ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ ।

ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନ ଥାଏ । ସେହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ସଫଳତା ପାଇପାରେ ନାହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି ।

ତେଣୁ ଆମେ ଆଜି ଆପଣ ମାନଙ୍କ ପାଇଁ ନେଇ ଆସିଛୁ କେତେକ ଉପଯୋଗୀ ପ୍ରଶ୍ନ ଉତ୍ତର । ଯାହାକୁ ଜାଣିବା ଓ ଅନ୍ୟକୁ ଜଣାଇବା ଆପଣଙ୍କ କର୍ତ୍ତବ୍ୟ । କାରଣ ବାଣ୍ଟିବା ଦ୍ଵାରା ଜ୍ଞାନ ବିକଶିତ ହୋଇଥାଏ । ତେବେ ଆସନ୍ତୁ ଆରମ୍ଭ କରିବା ମଜାଦାର ପ୍ରଶ୍ନ ଉତ୍ତର । 1- ତାହା କଣ ଯାହା ଗାଁ ରୁ ସହର ବୁଲୁ ଥାଏ ହେଲେ ମନ୍ଦିର ଯିବାକୁ ଡରୁଥାଏ ?

ଉତ୍ତର- ଚପଲ ।

2- ମଣିଷ ସର୍ବ ପ୍ରଥମେ କେଉଁ ଫଳ ଖାଇଥିଲା ?

ଉତ୍ତର- ଖଜୁରୀ ।

3- ମଶା ର ଆୟୁଷ କେତେ ଦିନ ?

ଉତ୍ତର- 56 ଦିନ ।

4- କେଉଁ ଫଳ ଖାଇଲେ ଦାନ୍ତ ପରିଷ୍କାର ହୁଏ ?

ଉତ୍ତର- ଅମୃତଭଣ୍ଡା ।

5- ଶରୀର କେଉଁ ଅଙ୍ଗ ସବୁବେଳେ ଓଦା ହୋଇ ରୁହେ ?

ଉତ୍ତର- ଜିଭ ।

6- ଏମିତି କେଉଁ ଜିନିଷ ଅଛି ଯାହା ଆଲୋକରେ ଆପଣଙ୍କର ପିଛା ଛାଡି ନ ଥାଏ ?

ଉତ୍ତର- ଆପଣଙ୍କ ଛାଇ ।

7- ମୁଁ ସମୁଦ୍ରରେ ଜନ୍ମ ନିଏ ହେଲେ ଆପଣ ମାନଙ୍କର ଘରେ ରୁହେ । ମୁଁ କିଏ ?

ଉତ୍ତର- ଲୁଣ ।

8- କେଉଁ ଦେଶର ଲୋକ ମାନେ ସାପ ଖାଇଥାନ୍ତି ?

ଉତ୍ତର- ଚୀନ ।

9- ଭାରତର କେଉଁ ରାଜ୍ୟରେ କେବଳ 2 ଜିଲ୍ଲା ଅଛି ?

ଉତ୍ତର- ଗୋଆ ।

10- ମା ଠାରୁ ଜନ୍ମ ହୁଏ, ମା କୁ ଛୁଇଁଲେ ମରିଯାଏ । ତାହା କଣ ?

ଉତ୍ତର- ଲୁଣ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *