ଗୀତ ଗାଇ ପୁଣି ଚର୍ଚ୍ଚାରେ ଦୁଇ ଭଉଣୀ, ଗୀତ ଶୁଣିଲେ ଆପଣ ବି କହିବେ ବାଃ…ବାଃ… ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଦୁଇ ଭଉଣୀ ବହୁତ ଚର୍ଚାରେ ରହିଛନ୍ତି । ଏହି ଦୁଇ ଭଉଣୀ ବହୁତ ସୁନ୍ଦର ଗୀତ ଗାଇ ଲୋକ ମାନଙ୍କ ମନୋରଞ୍ଜନ କରୁଛନ୍ତି ।

ବନ୍ଧୁଗଣ ଏହି ଦୁଇ ଭଉଣୀଙ୍କ କଣ୍ଠ ଓ ସ୍ଵରକୁ ସମସ୍ତ ଲୋକ ବହୁତ ଅଧିକ ପସନ୍ଦ କରୁଛନ୍ତି । ବହୁତ କମ ବର୍ଷ ବୟସରେ ଏହି ଦୁଇ ଭଉଣୀ ବହୁତ ସୁନ୍ଦର ଗୀତ ଗାଉଛନ୍ତି । ଏହି ଦୁଇ ଭଉଣୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଦୁଇ ଭଉଣୀ କ୍ୟାମେରା ସାମ୍ନାରେ ନିଜ ବିଷୟରେ ବହୁତ କିଛି କଥା କହିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଦୁଇ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ଦୁଇ ଭଉଣୀଙ୍କ ନାମ ହେଉଛି ଟ୍ଵିଙ୍କଲ ଓ ଲିଟିଲ । ବନ୍ଧୁଗଣ ଏହି ଦୁଇ ଭଉଣୀଙ୍କୁ ଗୀତ ଗାଇବା ପାଇଁ ବହୁତ ଭଲ ଲାଗେ । ପ୍ରଥମେ ଏହି ଦୁଇଜଣ ନିଜ ମାଙ୍କ ଠାରୁ ଗୀତ ଶିଖିଥିଲେ । ଏହାପରେ ସେମାନେ ମମତା ମିଶ୍ରଙ୍କ ପାଖକୁ ଯାଇ ଗୀତ ଶିଖିଥିଲେ । ପିଲା ଦିନରୁ ଏହି ଦୁଇଜଣଙ୍କୁ ଗୀତରେ ବହୁତ ରୁଚି ଥିଲା । ବହୁତ କମ ବର୍ଷ ବୟସରେ ଏହି ଦୁଇଜଣ ଗୀତ ଶିଖିବା ଆରମ୍ଭ କରିଥିଲେ ।

ବନ୍ଧୁଗଣ ଏହି ଦୁଇଜଣ ଜୁଡୁବା ଭଉଣୀଙ୍କ ପରି ନଜର ଆସନ୍ତି । ହେଲେ ଟ୍ଵିଙ୍କଲଙ୍କ ଠାରୁ ଲିଟିଲ ଦୁଇ ବର୍ଷ ବଡ ଅଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ପାଠ ପଢିବା ସହ ନିଜ ଗୀତ ଉପରେ ମଧ୍ୟ ଅଧିକ ଗୁରୁତ୍ଵ ଦେଉଛନ୍ତି । ଆଗାମୀ ସମୟରେ ଏହି ଦୁଇଜଣ ଗୀତ ଗାଇ ନିଜ କାରିୟର କରିବେ ବୋଲି କହିଛନ୍ତି । ଏହି ଦୁଇଜଣ ଦିନକୁ ଦୁଇ ଘଣ୍ଟା ଗୀତ ଅଭ୍ୟାସ କରୁଛନ୍ତି ।

ଏହି ଦୁଇଜଣଙ୍କୁ କ୍ଲାସିକାଲ ଗୀତ ବହୁତ ଅଧିକ ପସନ୍ଦ । ବନ୍ଧୁଗଣ ଯେହେତୁ ବର୍ତ୍ତମାନ ଲକଡାଉନ ଚାଲିଛି ତେଣୁ ଏମାନଙ୍କୁ ଗୀତ ଅଭ୍ୟାସ କରିବା ପାଇଁ ଟିକେ ଅଧିକ ସମୟ ମିଳୁଛି । ଏମାନେ ଅନଲାଇନ କ୍ଳାସ କରିବା ସହିତ ଗୀତ ମଧ୍ୟ ଗାଉଛନ୍ତି । ଏହି ଦୁଇଜଣଙ୍କୁ ଅଧିକ ପ୍ରେମାନନ୍ଦଙ୍କ ଗୀତ ପସନ୍ଦ ଆସେ ।

ଆଗକୁ ଗୀତ ଗାଇ ନିଜ କାରିୟର ଗଢିବାକୁ ଚାହୁଁଛନ୍ତି ଏହି ଦୁଇ ଭଉଣୀ । ବହୁତ କମ ବର୍ଷ ବୟସରେ ବହୁତ ସୁନ୍ଦର ଗୀତ ଗାଇ ଏମାନେ ଓଡିଶା ବାସୀଙ୍କ ମନକୁ ଜିତି ସାରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ଗୀତ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *