ଘଟଣା 6 ଦିନ ପରେ କାକା ପୁତୁରାଙ୍କ ନାଁ ରେ ଦେଲେ ହତ୍ୟା ଅଭିଯୋଗ, ମାଟି ଖୋଳି ତଦନ୍ତ କରୁଛି ପୋଲିସ …

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଘଟଣାର 6 ଦିନ ପରେ ପୁତୁରାଙ୍କ ନାଁ ରେ କାକା ଆଣିଲେ ହତ୍ୟା ଅଭିଯୋଗ । ଖବର ଅନୁସାରେ ବାପାଙ୍କୁ ମାରି ଗାତ ଖୋଲି ପୋତିଦେଲେ ଦୁଇ ପୁଅ । ମାତ୍ର ବାପାଙ୍କ ଭାଇ କାକା କଲେ ଖୁଲାସା ଏବେ ପୋଲିସ କରୁଛି ତଦନ୍ତ । ଅନ୍ଧାରରାତିରେ ବାପାଙ୍କ ଶବକୁ ନେଇ ଯାଇଥିଲେ ଦୁଇ ପୁଅ ଏବଂ ମାଟି ଖୋଲି ରାତାରାତି ପୋତିଦେଇଥିଲେ ଏବଂ ମରଣ କିପରି ଯୋଇଛି ତାହା କେହି ଜାଣିନାହାଁନ୍ତି ।

ତେବେ ଗ୍ରାମବାସି ମଧ୍ୟ ଚକିତ ହେଉଛନ୍ତି ଯେ ବାପା କୁଆଡେ ଗଲେ ବୋଲି । ତେଵେ ଏହି ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ରିୟାମାଳା ଥାନା ଅନ୍ତର୍ଗତ ଟୁହିଲାମାଳ ଗାଁ ରେ । ଗତ ଜୁଲାଇ 20 ତାରିଖରେ ବାପା ନବକିଶୋର ବଶୂନ୍ଧରା ହଠାତ ମୃତ୍ୟୁବରଣ କରିଥିଲେ । ତେବେ ବାପାଙ୍କ  ମୃତ୍ୟୁ ହୋଇଥିବା ଦେଖିଥିବା ଘରଲୋaଅକ ଦୁଇ ପୁଅ ସେହି ଦିନ ବହୁତ ଜୋରସରେ ବର୍ଷା ସହ ବିଜୁଳି ମାରୁଥାଏ ।

ତେବେ ସମ୍ପର୍କୀୟଙ୍କ ସହାୟତାରେ ବାପାଙ୍କୁ  ଶ୍ମଶାନକୁ ନେଇ ପୋତିଦେଇଥିଲେ ପରିବାରବର୍ଗ । ଗତକାଲି ହଠାତ ଦେବଗଡ ସହରରେ ରହୁଥିବା ନବକିଶୋରଙ୍କ ଭାଇ ଜିତରଞ୍ଜନ ବଶୂନ୍ଧରା ଗତ 25 ତାରିଖ ଅଭିଯୋଗ ଆଣିଥିଲେ । ଭାଇ ଜିତରଞ୍ଜନଙ୍କ କହିବା ଅନୁଯାୟୀ ଏହା ହତ୍ୟା ଅଟେ । କାରଣ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଖବର କାହାକୁ ନ କହି ପୋତିଦେବା ତାହା କଣ ମୃତ୍ୟୁ ହୋଇପାରିବ ।

ତେଣୁ ଜିତରଞ୍ଜନ ପୁତୁରାଙ୍କ ନାଁ ରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ କି ତାଙ୍କ ବଡ ଭାଇକୁ ନିଜ ଦୁଇ ପୁଅ ହ-ତ୍ୟା କରି ରାତାରାତି ପୋତିଦେଇଛନ୍ତି । ତେବେ ପୋଲିସ ଦୁଇ ଭାଇକୁ  ପ୍ରଥମିକ ପଚରାଉଚରା କରି ଛାଡିଇ ଦେଇଥିବା ସୂଚନା ମିଳିଛି । ପରେ ଟୁହଲା ଥାନା ଅଧିକାରୀ ଓ ତହସିଲଦାର ପୋତାଯାଇଥିବା ଶବକୁ ଖୋଲିବା ଆରମ୍ଭ କରିଥିଲେ ।

ଶବ ଜବତ କରିବା ସହ  ପୋସ୍ତମୋଟନ କରିବାକୁ ପଠାଯାଉଛି । ତେବେ ରିପୋର୍ଟ ଆସିବା ପରେ ଜଣାପଡିବ ଯେ ଏହା ହତ୍ୟା ଅଟେ ୟା ନାହିଁ ? ପୋଲିସ ଓ କାକା ରିପୋର୍ଟର ଅପେକ୍ଷା କରୁଛନ୍ତି ଏବଂ ଗାଁ ଲୋକମାନେ ମଧ୍ୟ ଖବର ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି । ତେବେ ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *