ଘରେ ରହି କିପରି କରିବେ କରୋନା ଚିକିତ୍ସା, ଜାଣନ୍ତୁ କଣ ଖାଇବେ ଓ କଣ ଖାଇବେନି ?

ବନ୍ଧୁଗଣ ଗତକିଛି ମାସ ହେବ କରୋନା ମ-ହା-ମା-ରୀ ସଙ୍କରମ ବଢି ବାରେ ଲାଗିଛି । ଏହି ଭାଇରସରେ ସଂକ୍ରମଣ ହୋଇ ଲକ୍ଷ ଲକ୍ଷ ଲୋକ ନିଜର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ବର୍ତ୍ତମାନ କରୋନା ମ-ହା-ମା-ରୀର ଦ୍ଵିତୀୟ ଲହରୀ ଆସିବା ହେତୁ ଲୋକମାନଙ୍କ ମନରେ ଭୟର ଆଶଙ୍କା ଖେଳି ଯାଇଛି । କାରଣ କରୋନା ମ-ହା-ମା-ରୀର ଦ୍ଵିତୀୟ ଲହରୀର ଲକ୍ଷଣ ଗୁଡିକ ଭିନ୍ନ ଭିନ୍ନ ଅଛି । ସାଧାରଣତଃ ଏହି ଭାଇରସଟି ମଣିଷ ଶରୀରର ଫୁସଫୁସ ଓ ମସ୍ତିସ୍କକୁ ଦୁର୍ବଳ କରିଦେଉଛି ଯାହାଦ୍ୱାରା ମଣିଷ ବଞ୍ଚିବାର ସମ୍ଭାବନା କମି କମି ଯାଉଛି ।

ଏହି ଭାଇରସ ଅଧିକାଂଶ ବୃଦ୍ଧ ଲୋକମାନଙ୍କ ପ୍ରାଣ ନେଇସାରିଛି କାରଣ ବୃଦ୍ଧ ଲୋକ ମାନଙ୍କ ଶରୀରରେ ରୋଗପ୍ରତିଷେଧକ ଶକ୍ତି କମ ରହିଥିବାରୁ ଏହି ଭାଇରସ ସେମାନଙ୍କ ଶରୀରରେ ବହୁତ ସହଜରେ ଆକ୍ରାନ୍ତ ହୋଇଯାଉଛି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କରୋନା ମ-ହା-ମା-ରୀ ସହ ଲଢିବାର କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଚାହିଁଲେ ଘରେ ରହି ନିଜକୁ ଏହି ଭାଇରସ ଠାରୁ ବଞ୍ଚାଇ ପାରିବେ । ବିଶେଷଜ୍ଞ ମାନଙ୍କ ମତରେ ଆପଣ ମାନେ ଘର ରହି କିଛି ଉପାୟ କରି ଏହି ଭାଇରସକୁ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଯଦି ଆପଣ ଏହି ମ-ହା-ମା-ରୀ ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇଯାଇଛନ୍ତି ତା ହେଲେ ଆପଣ ନିଜ ଘରର ଏକ ନିର୍ଦ୍ଧିଷ୍ଟ ଘରେ ରୁହନ୍ତୁ ଓ ଆପଣଙ୍କ ଘରର ଅନ୍ୟ ସଦସ୍ୟ ମାନଙ୍କୁ ସେହି ଘରକୁ ଆସିବା ପାଇଁ ମନା କରନ୍ତୁ । ରୋଗୀ ପାଇଁ ଏକ ଅଲଗା ଟୟଲେଟ ଥିବା ନିହାତି ଆବଶ୍ୟକ । ରୋଗୀର ୨୪ ଘଣ୍ଟା ଦେଖାଶୁଣା କରିବା ପାଇଁ କେହି ଜଣେ ରୋଗୀ ପାଖରେ ରହିବା ନିହାତି ଆବଶ୍ୟକ ।

ସବୁଠାରୁ ବଡ କଥା ହେଉଛି ହୋମ ଆୟୁସୁଲେସନରେ ରହୁଥିବା ରୋଗୀର ଲକ୍ଷଣ ସବୁଠାରୁ ଗୁରୁତ ନହେଉଥିବା ଆବଶ୍ୟକ । ଯଦି ରୋଗୀର ଅବସ୍ଥା ଗୁରୁତର ହୋଇଥିବ ତା ହେଲେ ତାକୁ ତୁରନ୍ତ ହସ୍ପିଟାଲ ନେବା ଉଚିତ । ଯଦି ରୋଗୀ ହୋମ ଆୟୁସୁଲେସନରେ ରହୁଛି ତା ହେଲେ ସେହି ଘରକୁ ବନ୍ଦ ନକରି ସବୁବେଳେ ଖୋଲା ରଖିବା ଉଚିତ । ଘର ମଧ୍ୟରେ ରହିଥିବା ବ୍ୟକ୍ତି ସବୁବେଳେ ମାସ୍କର ବ୍ୟବହାର କରିବା ଉଚିତ ଓ ସେହି ମାସ୍କକୁ ପ୍ରତି ୬ ଘଣ୍ଟାକୁ ଥରେ ବଦଳାଇବା ଆବଶ୍ୟକ ।

ସବୁବେଳେ ରୋଗୀକୁ ନିଜ ହାତକୁ ହ୍ୟାଣ୍ଡୱାସ ଦ୍ଵାରା ଧୋଇବା ଉଚିତ ଓ ରୋଗୀ ଯେମିତି କୌଣସି ଜିନିଷକୁ ଛୁଇଁବ ନାହିଁ ଏହାର ବିଶେଷ ଧ୍ୟାନ ରଖିବା ଉଚିତ । ଘରେ ରହୁଥିବା କରୋନା ରୋଗୀ ଦିନକୁ ଦୁଇ ଥର ନିଜର ଜ୍ଵର ଓ ଅକ୍ସିଜେନ ସ୍ତର ଯାଞ୍ଚ କରିବା ଉଚିତ । ଶରୀରର ତାପମାତ୍ରା ଯେପରି ୧୦୦ରୁ ଅଧିକ ନହେବ ଏଥିପ୍ରତି ଖାସ ଧ୍ୟାନ ରଖନ୍ତୁ । ଆୟୁସୁଲେସନ ସମୟରେ କୌଣସି ନି-ଶା-ଦ୍ର-ବ୍ୟ-ର ସେବନ ଭୁଲ ସେ ମଧ୍ୟ କରନ୍ତୁ ନାହିଁ ଓ ଡାକ୍ତରଙ୍କ ପରାମର୍ଶ ନେଇ ସବୁଦିନ ମେ-ଡ଼ି-ସି-ନ-ର ସେବନ କରନ୍ତୁ ।

ବନ୍ଧୁଗଣ ରୋଗୀ ମାନଙ୍କୁ ଘରେ ସବୁଜ ପନିପରିବା, ଅଣ୍ଡାର ଧଳା ଅଂଶ, କ୍ଷୀର, ଫଳମୂଳ ଓ ଡାଲି ଆଦିର ସେବନ କରିବା ଉଚିତ । ଏହି ସବୁ ଖାଦ୍ୟ ସହିତ ଆପଣ ମାନେ ଦିନକୁ ୮ ରୁ ୧୦ ଗ୍ଳାସ ପାଣିର ସେବନ ନିଶ୍ଚୟ କରନ୍ତୁ । ଏହି ସବୁ ନିୟମର ପାଳନ କରିଲେ ଆପଣ ବହୁତ ଶୀଘ୍ର କରୋନା ମ-ହା-ମା-ରୀକୁ ଦୂର କରିପାରିବେ । ତେଣୁ ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନର ସମୟରେ ସଚେତନ ରୁହନ୍ତୁ ଓ ସରକାରଙ୍କ ଗାଇଡଲାଇନର ନିୟମିତ ପାଳନ କରନ୍ତୁ, ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *