ମାତ୍ର ୬ ମିନିଟ ରେ ଘରେ ବସି ଏମିତି ଚେକ କରନ୍ତୁ ଆପଣଙ୍କୁ କରୋନା ହେଇଛି କି ନାହିଁ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ବନ୍ଧୁଗଣ ଦେଶରେ ବର୍ତ୍ତମାନ କରୋନା ମହାମାରୀର ସ୍ଥିତି ବହୁତ ଭୟଙ୍କର ରୂପ ନେଇ ସାରିଛି ।

ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ସାଧାରଣତଃ ସମସ୍ତ ଲୋକଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଯାଇଛି କାରଣ ଗତ ବର୍ଷ ଅପେକ୍ଷା ଏହି ବର୍ଷ ବହୁତ ତୀବ୍ର ଗତିରେ ଲୋକମାନେ ଏହି ଭାଇରସରେ ଆକ୍ରାନ୍ତ ହୋଇ ଯାଉଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ଦେଶର ଅଧିକାଂଶ ଲୋକଙ୍କ ମନରେ ଏହି ଭାଇରସ ପ୍ରତି ଅପଭାବନା ସୃଷ୍ଟି ହୋଇଯାଇଛି । ଲୋକ ମାନଙ୍କୁ ଯେକୌଣସି ସମସ୍ୟା ବା ରୋଗ ହେଲେ ସେମାନେ ଭାବୁଛନ୍ତି ଯେ, ତାଙ୍କୁ କରୋନା ଆକ୍ରାନ୍ତ କରିଛି ।

ହେଲେ ବନ୍ଧୁଗଣ ଏହା ସଂପୂର୍ଣ୍ଣ ଭୁଲ ଚିନ୍ତାଧାରା ଅଟେ । ଆଜିଆମେ ଆପଣ ମାନଙ୍କୁ କରୋନା ମହାମାରୀ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଜାଣିବା ପରେ ଆପଣ ମାନଙ୍କ ମନରେ ଥିବା ସମସ୍ତ ଭୁଲ ଧାରଣା ବା ଭ୍ରମ ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ଭାଇରସଟି ଜୀବନ ପ୍ରତି ବହୁତ ମା-ରା-ତ୍ମ-କ ହୋଇଥାଏ । ଏହି ଭାଇରସର ସଂକ୍ରମଣ ଆସିବା ପରେ ଏହା ସର୍ବ ପ୍ରଥମେ ଫୁସଫୁସକୁ ଆକ୍ରମଣ କରିଥାଏ । ହେଲେ ଏହି ଭାଇରସକୁ ମଧ୍ୟ ଦୂର କରାଯାଇ ପାରିବ । ସ୍ୟାନିଟାଇଜର, ସାବୁନ, ଲେମ୍ବୁ ଓ ଅଧିକ ଗରମରେ ଏହି ଭାଇରସ ମରିଯାଇଥାଏ । କାରଣ ବନ୍ଧୁଗଣ ଏହି ଭାଇରସର ଉପର ଲେୟାରଟି ସଂପୂର୍ଣ୍ଣ ଫ୍ୟାଟର ରହିଥାଏ ଯାହାକୁ ଏହି ସବୁ ଉପାୟରେ ମରାଯାଇ ପାରିବ ।


ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଲଗାତାର ୬ ଦିନ ପର୍ଯ୍ୟନ୍ତ ଜ୍ଵର ଲାଗି ରହୁଛି ଓ ଆପଣଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହେଉଛି ତା ହେଲେ ଆପଣଙ୍କୁ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ତେଣୁ ଆପଣ ମାନେ ଯଥା ଶୀଘ୍ର ଟେଷ୍ଟ କରେଇଦେବା ଉଚିତ । ଯଦି ଆପଣ ମାନଙ୍କର ନେଗେଟିଭ ବାହାରୁଛି ତା ହେଲେ ମଧ୍ୟ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ବନ୍ଧୁଗଣ ଆପଣ ମାନେ କରୋନା ଟେଷ୍ଟ ଘରେ ରହି ମଧ୍ୟ କରିପାରିବେ । ଆପଣ ମାନଙ୍କୁ କେବବଳ ୬ ମିନିଟ ପର୍ଯ୍ୟନ୍ତ ଦ୍ରୁତ ଗତିରେ ଚାଲିବାକୁ ପଡିବ । ଏହାଦ୍ବାରା ପଣଙ୍କ ହୃଦୟ ସ୍ପନ୍ଦନ ବଢିବା ସହିତ ଆପଣଙ୍କ ନିଶ୍ଵାସ ପ୍ରଶ୍ଵାସ ତୀବ୍ର ହେବ । ହେଲେ ଯଦି ଆପଣଙ୍କୁ ବାରମ୍ବାର କାସ ହେବ ଓ ଆପଣଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅଧିକ କଷ୍ଟ ହେବ ତା ହେଲେ ଆପଣଙ୍କୁ କରୋନା ଆକ୍ରାନ୍ତ ହୋଇଛି ବୋଲି ଆପଣ ଜାଣିଯାନ୍ତୁ ।

ଯଦି ୬ ମିନିଟ ଚାଲିବା ପରେ ଆପଣଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ କୌଣସି ସମସ୍ଯା ଦେଖା ଦେଉନାହିଁ ତା ହେଲେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଉପାୟ କରି ନିଜ ଭ୍ରମକୁ ବହୁତ ସହଜରେ ଦୂର କରିପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *