Vastu Shastra- ଘରର ଦୁଆର ମୁହଁରେ କେବେ ବି ରଖନ୍ତୁ ନାହିଁ ଏହି 2 ଟି ଜିନିଷ, ନ ହେଲେ କେବେ ବି ଦରିଦ୍ରତା ପିଛା ଛାଡିବ ନାହିଁ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ମା ଲକ୍ଷ୍ମୀ ଆପଣଙ୍କୁ କୃପା କରନ୍ତୁ । ଘର ର ଦ୍ୱାର ରେ ଏହି ଜିନିଷ ରହିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରନ୍ତି ନାହିଁ କିମ୍ବା ଆପଣଙ୍କୁ କୃପା ବି କରନ୍ତି ନାହିଁ । ଆପଣଙ୍କ ଘର ର ସୁଖଶାନ୍ତି , ଧନ , ର କେବେ ବି ବୃଦ୍ଧି ହୋଇନଥାଏ । ଯାହା ଦ୍ବାରା ସେ ଘର ର ଲୋକ ଚିନ୍ତା ରେ ରୁହନ୍ତି ସବୁବେଳେ । ତାଙ୍କ ଘର ର ଅସୁବିଧା , ଦୁଃଖ ବଢ଼ିବାରେ ହିଁ ଲାଗିଥାଏ । ଆଉ ସେ ଅସୁବିଧା କମିବାର ନା ହିଁ ଧରିନଥାଏ ।

ଏବେ ଆପଣଙ୍କ ଘର ଦ୍ଵାର ରେ ଏମିତି କେଉଁ ଜିନିଷ ରଖିଲେ ଏବଂ କେମିତି ରଖିଲେ ଆପଣଙ୍କର ଘର ର ସକାରାତ୍ମକ ମନୋଭାବ , ସୁଖସମୃଦ୍ଧି , ଧନ , ଆଦି ବଢିବ ସେ ବିଷୟରେ କିଛି କୁହାଯାଇଛି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ଅନେକ କଥା।

ବନ୍ଧୁଗଣ ଯେଉଁ ଘର ର ପ୍ରଥମ ଦ୍ଵାର ଥାଏ ତାହା ଆପଣଙ୍କ ଘର ର ମୁଖ୍ୟ ଦ୍ୱାର ଏବଂ ପ୍ରମୁଖ ଦ୍ୱାର ହୋଇଥାଏ । ସେହି ମୁଖ୍ୟ ଦ୍ଵାର ପଟେ ଭଲ ଖରାପ ଶକ୍ତି ଆଉ ଭଲ ଖରାପ ଲୋକମାନେ ସବୁ ପ୍ରବେଶ କରିଥାନ୍ତି । ଯଦି ମୁଖ୍ୟ ଦ୍ୱାର ର ବାସ୍ତୁ ଠିକ ନଥିବ । ସେଇଠି ଭଲ ଖରାପ ସେମିତି କିଛି ଜିନିଷ ରଖାଯାଇଥିବ ଯାହା କି ନକରାତ୍ମକ ଶକ୍ତି କୁ ଘରେ ପ୍ରବେଶ କରିବାକୁଦିଏ । ନହଲେ କିଛି ଏମିତି ଜିନିଷ ଯାହା ମୁଖ୍ୟ ଦ୍ୱାର ରେ ରଖିବା ଉଚିତ ନୁହେଁ ।

ଯାହାଫଳରେ ଘରେ ନକରାତ୍ମକ ଶକ୍ତି ର ପ୍ରବେଶ ଦ୍ବାରା ଘରେ ଅଶାନ୍ତି , ଝଗଡା , ଧନ ର ଅଭାବ , ଘରେ ସବୁ ନିଜ ନିଜ ଲୋକଙ୍କ ଭିତରେ କଳି ଝଗଡା ଆଦି ବିଭିନ୍ନ ପ୍ରକାର ର ଖରାପ ଜିନିଷ ସବୁ ଦେଖାଯାଇଥାଏ । ସେଥିପାଇଁ ଘର ର ମୁଖ୍ୟ ଦ୍ୱାର ର ବାସ୍ତୁ ଉପରେ ନିଜ ନଜର ରଖିବା ଉଚିତ ହୋଇଥାଏ । ଘର ର ମୁଖ୍ୟ ଦ୍ୱାର କୁ ଏମିତି ରଖିବା ଦରକାର ଯେମିତି କି ଘର ର ସକାରତ୍ମକ ଭାବ ଏବଂ ଧନ , ସୁଖସମୃଦ୍ଧି ର ବୃଦ୍ଧି ହେବ।ସେଥି ପାଇଁ ଘର ର ମୁଖ୍ୟ ଦ୍ୱାର କୁ ସବୁବେଳେ ସଫାସୁତୁରା ଏବଂ ଭଲ ରେ ରଖିବା ଉଚିତ ।ଯାହା ଫଳରେ ଘରକୁ ସକାରାତ୍ମକ ଶକ୍ତି ର ଆଗମନ ହୋଇଥାଏ । ସେଥି ପାଇଁ ଘର ଦ୍ୱାର ରେ କିଛି ଖରାପ ବା ଅସନା ଜିନିଷ ରଖିବା ଉଚିତ ନୁହେଁ ।

ବନ୍ଧୁଗଣ , ପ୍ରାୟ ଲୋକ ତାଙ୍କ ଘର ସାମନାରେ ଗଛ ଲଗେଇ ଥାନ୍ତି । ଯାହାଫଳରେ ଘର ର ମୁଖ୍ୟ ଦ୍ୱାର ରେ ଛାଇ ପଡ଼ିଥାଏ ।ଆଉ କେତେଜଣ ଙ୍କ ଘର ସାମନାରେ ବଡ ବଡ ଖମ୍ବ ଥାଏ ଯାହା ଫଳରେ ଘର ର ମୁଖ୍ୟ ଦ୍ୱାର କୁ ଛାଇ ପଡ଼ିଥାଏ । କିଛି ଲୋକ ଘର ସାମନାରେ ନିଜ ଜୋତାଚପଲ ରଖିଦିଅନ୍ତି ନହଲେ ଗାଡି ଆଦି ଜିନିଷ ରଖିଦେଇଥାନ୍ତି । ଘର ର ମୁଖ୍ୟ ଦ୍ୱାର ସର୍ବଦା ସ୍ୱଚ୍ଛ ଆଉ ସଫାସୁତୁରା ରହିବା ଜରୁରୀ ହୋଇଥାଏ ।

ସବୁବେଳେ ଘର ର ମୁଖ୍ୟ ଦ୍ୱାର ରେ ରଙ୍ଗୋଲି ବନାନ୍ତୁ ଆଉ ସେଥିରେ ଶୁଭ ଲାଭ ଲେଖିଦିଅନ୍ତୁ । ଯାହା ଶୁଭ ହୋଇଥାଏ । ଆଉ ସର୍ବଦା ସକାଳୁ ଉଠି ଘର ର ମୁଖ୍ୟ ଦ୍ୱାର ରେ ଗଙ୍ଗା ଜଳ ସିଂଚନ କରନ୍ତୁ ଯାହା ସକାରାତ୍ମକ ଶକ୍ତି ର ଆଭାସ ଦେଇଥାଏ ।ଯଦି ଆପଣ ମା ଲକ୍ଷ୍ମୀ ଘର କୁ ପ୍ରବେଶ କରନ୍ତୁ ଆଉ ଘରେ ସକାରାତ୍ମକ ଶକ୍ତି ଆସୁ ଚାହୁଁଛନ୍ତି , ତେବେ ସର୍ବଦା ଘର ର ମୁଖ୍ୟ ଦ୍ୱାର କୁ ସଫା ରଖନ୍ତୁ ।

ଘର ସାମନାରେ ଯଦି ଜୋତାଚପଲ ରଖୁଛନ୍ତି ତେବେ ତାକୁ ଘୋଡାଇ ରଖନ୍ତୁ ସବୁବେଳେ । ଆଉ ଘର ର ମୁଖ୍ୟ ଦ୍ୱାର ରେ ଆମ୍ବ ପତ୍ର ଲଗାନ୍ତୁ । ଘର ର ମୁଖ୍ୟ ଦ୍ୱାର କୁ ଫୁଲ ରେ ସଜେଇରଖନ୍ତୁ ।ଯାହା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ର ଆଗମନ ହୁଏ ଏବଂ ମା ଲକ୍ଷ୍ମୀ ମଧ୍ୟ ଘର କୁ ପ୍ରବେଶ କରନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *