Vastu Tips- ମରିଗଲେ ବି ଏହି ଗଛକୁ ଘରେ କେବେ ବି ଲଗେଇବେ ନାହିଁ, ଆସିଥାଏ ଭୟଙ୍କର ଦରିଦ୍ରତା, ହୋଇଥାଏ ବିନାଶ ର କାରଣ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ଏହି ପୃଥିବୀ ରେ ଗଛଲତା ଙ୍କ ସୃଷ୍ଟି ଭଗବାନ ଙ୍କ ଏକ ବରଦାନ ସଦୃଶ ଅଟେ। ଗଛ ଦ୍ୱାରା ମନୁଷ୍ୟ ର ବିଭିନ୍ନ ପ୍ରକାର ଫାଇଦା ପ୍ରାପ୍ତ କରିଥାଏ। କିଛି ଏଭଳି ଗଛ ରହିଛନ୍ତି ଯାହାକୁ ଘରେ ଲଗାଇବା ଦ୍ୱାରା ଦେବାଦେବୀ ଗଣ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ। କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, କିଛି ଗଛ ଏଭଳି ଅଛନ୍ତି ଯାହା ଘର ପାଖରେ ଲଗାଇବା ଅନୁଚିତ ଅଟେ।ଏହି ଗଛ କୁ ସ୍ପର୍ଶ କରିବା ଦ୍ୱାରା ବା ଶରୀରର ସମ୍ପର୍କରେ ଆସିବା ଦ୍ଵାରା ମୃତ୍ୟ ହେବାର ମଧ୍ୟ ସମ୍ଭାବନା ରହିଥାଏ।

ବିଶେଷ କରି ଯଦି ଘରେ ଛୋଟ ଛୁଆ ଅଛନ୍ତି ତେବେ ଏହି ଗଛ କୁ ଘରେ ଲଗାଇବା ଆଦୌ ଉଚିତ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛ ଅଶୁଭ ଦାୟକ ଅଟେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଗଛ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ।

୧. ବନ୍ଧୁଗଣ ପ୍ରଥମେ ହେଉଛି ବାଉଁଶ ଗଛ।ଏହି ଗଛ ଘର ପାଖରେ ଲଗାଇବା ଶୁଭ ହୋଇଥାଏ। କିନ୍ତୁ ଯଦି ଆପଣଙ୍କ ଘରେ ଗୃହପାଳିତ ଜୀବ ଅଛନ୍ତି ତେବେ ଭୁଲ ରେ ମଧ୍ୟ ଏହି ଗଛ ଲଗାନ୍ତୁ ନାହିଁ। ଏଥିରେ ବାଉଁଶ ସଦୃଶ ଦେଖା ଯାଉଥିବା କାଠ ବି-ଷ-ଧ-ର ଅଟେ। ଯଦି ଆପଣଙ୍କ ଘରେ ଥିବା ଗୃହପାଳିତ ଜୀବ ଏହାକୁ ନିଜ ଜିଭ ରେ ସ୍ପର୍ଶ କରିଥାଏ ତେବେ ସେ ରୋଗ ଗ୍ରସ୍ତ ହୋଇଥାଏ ଏବଂ ଧୀରେ ଧୀରେ ତା’ର ମୃ-ତ୍-ୟୁ ମଧ୍ୟ ହୋଇଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି ଆରଣ୍ଡୀ (କ୍ୟାଷ୍ଟର) ଗଛ।ଏହି ଗଛ ଭାରତ ସମେତ ବିଶ୍ଵ ରେ ଅନ୍ୟ ଦେଶ ଗୁଡ଼ିକ ରେ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ଗଛ କୁ ଘର ପାଖରେ ଲଗାଇବା ଆଦୌ ଉଚିତ ନୁହେଁ। ଏଥିରେ ଥିବା ମଞ୍ଜି ବି-ଷଅଟେ। ଏହି ମଞ୍ଜି କୁ କେମିକାଲ ତିଆରି କରିବା ପାଇଁ ବ୍ୟବହାର କରାଯାଇଥାଏ। ଏହି ଗଛ ର ମଞ୍ଜି କୁ ଯଦି କୌଣସି ବ୍ୟକ୍ତି ଭୁଲ ବଶତଃ ଖାଇ ଦେଇଥାଏ ତେବେ ତା’ର ବଂଚିବା କଷ୍ଟକର ହୋଇଯାଏ। ତେଣୁ ଯଦି ଆପଣଙ୍କ ଘରେ ଛୋଟ ଛୁଆ ଅଛନ୍ତି ତେବେ ଭୁଲ ରେ ମଧ୍ୟ ଏହି ଗଛକୁ ନିଜ ଘରେ ଲଗାନ୍ତୁ ନାହିଁ। ନଚେତ ଏହାର ପରିଣାମ ଭୟଙ୍କର ହୋଇଥାଏ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି, ନାଗଫେଣି ଗଛ। ଏହି ଗଛରେ ବଡ଼ବଡ଼ କଣ୍ଟା ରହିଥାଏ ଯାହା ବି-ଷ-ଧ-ର ହୋଇଥାଏ। ତେଣୁ ଏହି ଗଛକୁ ଭୁଲ ରେ ମଧ୍ୟ ନିଜ ଘର ପାଖରେ ଲଗାନ୍ତୁ ନାହିଁ। ଛୋଟ ଛୁଆ ମାନେ ଖେଳକୁଦ ରେ ଅଜାଣତରେ ଏହି ଗଛର ସଂସ୍ପର୍ଶରେ ଆସିଥାନ୍ତି ଏବଂ ଏଥିରେ ଥିବା କଣ୍ଟା ତାଙ୍କ ଦେହରେ ଲାଗିଯାଏ, ଯାହାଦ୍ୱାରା ଅନେକ ପ୍ରକାର ଚର୍ମ ସମ୍ବନ୍ଧୀୟ ରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ। ଏହା ସହିତ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛକୁ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଇଛି।

ଏହି ଗଛ ଘର ପାଖରେ ଲଗାଇବା ଦ୍ୱାରା ଅଶାନ୍ତି ସୃଷ୍ଟି ହୋଇଥାଏ। ପରିବାର ସଦସ୍ୟ ଙ୍କ ମଧ୍ୟରେ କଳହ ମଧ୍ୟ ସୃଷ୍ଟି ହୋଇଥାଏ।ଏହି ଗଛ ପ୍ରାୟତଃ ରାଜସ୍ଥାନ ରେ ଦେଖିବାକୁ ମିଳିଥାଏ।ଏହି ଗଛକୁ ନକରାତ୍ମକ ଉର୍ଜା ର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ତେଣୁ ବନ୍ଧୁଗଣ ଭୁଲ ରେ ମଧ୍ୟ ଏହି ଗଛକୁ ନିଜ ଘରେ ଲଗାନ୍ତୁ ନାହିଁ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *