ଏକ ଘର ଭିତରେ ଦେଖିବାକୁ ମିଳିଲା ବହୁତ ହିଁ ଭୟଙ୍କର ଦୃଶ୍ଯ, ଦେଖନ୍ତୁ କେମିତି ଘର ଭିତରେ ଛକି ବସିଥିଲା ଏକ ବିରାଟ Cobra ସାପ, ଆଉ ଟା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ଆଜିକାଲି ର ଲୋକମାନେ ନିଜର ସୁବିଧା ପାଇଁ ଜଂଗଲ କାଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉ ଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି । କାରଣ ଜଂଗଲ କା-ଟି-ବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭୟବିତ ହୋଇ ସେମାନଂକୁ ମା-ରି ଦିଅନ୍ତି ।

ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ ସେହି ଭଳି ଜଣକ ଘରେ ସାପ ବାହାରି ଥିଲା କିନ୍ତୁ ସେ ଅନ୍ୟ ମାନଙ୍କ ଭଳି ତାକୁ ନ ମା-ରି ବରଂ ଉଦ୍ଧାର କରି ଜଂଗଲ କୁ ଛାଡି ଦେଇଥିଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରିବା ।

ଘଟଣା ଟି ହେଉଛି ଉତ୍ତର ପ୍ରଦେଶ ର ଅଜବରନ ଗାଁ । ସେଠାରେ ଜଣେ ଲୋକ ଙ୍କ ଘରେ ଖ-ତ-ରନା-କ କୋବ୍ରା ମିଳିଥିଲା । ତେବେ ସାପ ମୂଷା ଏବଂ ଅନାଜ କୁ ଖାଇବା ପାଇଁ ଘରେ ପଶି ଯାଇଥିଲା । ତେବେ ଏହା ଦେଖି ଘରର ସଦସ୍ୟ ମାନେ ଭୟବିତ ହୋଇଥିଲେ କିନ୍ତୁ ତାର କିଛି କ୍ଷତି କରି ନଥିଲେ । ଏହା ପରେ ସେ ସାପ ଉଦ୍ଧାର କାରି ମୁରଲୀ ବାଲେ ହଉସଲା ଙ୍କୁ ଡାକିଥିଲେ । ତେବେ ସେହି ସାପ ଟି ଘର ର ଆଜବେଷ୍ଟ ଉପରେ ଏହି ସାପ ଟି ଲୁଚି ରହିଥିଲା ।

ତେବେ ଏହା ପରେ ସେ ବହୁତ ଆରାମ ରେ ଏହି ସାପ କୁ କାଢ଼ିଦେଲେ ଏବଂ ସତର୍କତା ସହିତ ମଧ୍ୟ କାରଣ ଏହି କୋବ୍ରା କା-ମୁ-ଡ଼ି-ଲେ ଅଳ୍ପ ସମୟ ମଧ୍ୟରେ ହିଁ ମଣିଷ ମ-ରି ଯାଇଥାଏ ତେଣୁ ସତର୍କ ରହିବା ନିହାତି ଆବଶ୍ୟକ । ତେବେ ସେ ସାପ କୁ ଟଣା ଓଟରା କରିବା ଦ୍ୱାରା ସେ ବାନ୍ତି କରି ଦେଇଥିଲା ଏବଂ ସେ ଖାଇଥିବା ମୁଷା ଏକଦମ ଗୋଟା ସୁଧା ବାହାରି ଆସିଥିଲା । ତେବେ ପରେ ସେହି ସାପକୁ ଧରି ଜଂଗଲ ରେ ଛାଡି ଦେଇଥିଲେ ।

https://www.youtube.com/watch?v=wO9KO-Gi-v4

ଏହା ଛଡା ତାଙ୍କ କହିବା କଥା ହେଉଛି ଏହି କୋବ୍ରା ସାପ ଅନେକ ସ୍ଥାନରେ ମିଳିଥାନ୍ତି କିନ୍ତୁ କିଛି ଲୋକ ଏହାକୁ ମା-ରି ଦିଅନ୍ତି ଏବଂ କିଛି ଲୋକଙ୍କ ଭିତରେ ଆଜି ବି ମନୁଷ୍ୟତା ରହିଛି ତେଣୁ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି । ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କା-ମୁ-ଡ଼ି-ଲେ ଝାଡ଼ ଫୁଙ୍କା କରିବା କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବାନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ ।

ଅନ୍ଧବିଶ୍ୱାସର ଶିକାର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବି-ଷ ବହୁତ ଖ-ତ-ରନା-କ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଯଦି ସାପ ଆପଣଙ୍କ ଘରେ ଦେଖା ଦିଏ ତେବେ ତା ଉପରେ କେବେବି ଫିନାଇଲ ପକେଇବେ ନାହିଁ ବରଂ କିଛି ରସୁଣ କୁ ବାଟି ତା ପାଖରେ ରଖିଦେଲେ ସେ ମ-ରି-ବ ନାହିଁ କିମ୍ବା ରାଗିବ ମଧ୍ୟ ନାହିଁ ଏବଂ ଚୁପଚାପ ପଳେଇବ ମଧ୍ୟ ।

Leave a Reply

Your email address will not be published. Required fields are marked *