ଓଡ଼ିଆ ସିରିଏଲ ର ସମସ୍ତ ହିରୋଇନ ମାନଙ୍କ ପିଲା ଦିନର ଫଟୋ ଆଗରୁ କେବେ ଦେଖି ନଥିବେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ସୋ-ସି-ଆ-ଲ ମି-ଡି-ଆରେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରୁହନ୍ତି । ଏମାନେ ନିଜର ସୁନ୍ଦର ଅଭିନୟ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କର ପିଲା ଦିନର ଫଟୋ ଗୁଡିକୁ ଦେଖିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କର ପିଲା ଦିନର ଫଟୋ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଲୀପଶା ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଲୀପଶା ମିଶ୍ର । ଆପଣ ମାନେ ସମସ୍ତେ ଲୀପଶାଙ୍କୁ ଅନେକ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏ ହେଉଛି ଲୀପଶାଙ୍କର ଛୋଟ ବେଳର ଫଟୋ ।

ହିତେଇସା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ହିତେଇସା । ଆପଣ ମାନେ ସମସ୍ତେ ହିତେଇସାଙ୍କୁ ଅନେକ ଟିଭି ଧାରାବାହିକରେ ନିଶ୍ଚୟ ଦେଖିଥିବେ । ସେ ନିଜର ସୁନ୍ଦର ଅଭିନୟ ପଦର୍ଶନ କରି ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଫଟୋରେ ଆପଣ ମାନେ ହିତେଇସାଙ୍କ ପିଲା ଦିନର ଲୁକ୍ କୁ ଦେଖି ପାରୁଥିବେ ।

ଶ୍ଵେତାଲାନା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶ୍ଵେତାଲାନା । ଶ୍ଵେତାଲାନା ନିଜ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଆପଣ ମାନେ ତାଙ୍କର ସୁନ୍ଦର ଅଭିନୟକୁ ନିଶ୍ଚୟ ଦେଖିଥିବେ । ଏ ହେଉଛି ଶ୍ଵେତାଲାନାଙ୍କ ପିଲା ବେଳର ଫଟୋ ।

ଲିପି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଲିପି । ଲିପିଙ୍କୁ ଆପଣ ମାନେ ଅନେକ ଓଡିଆ ସିରିଏଲରେ ଦେଖିଥିବେ । ଲିପି ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଏ ହେଉଛି ଲିପିଙ୍କର ପିଲା ଦିନର ଫଟୋ ।

ଶୀତଲ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଶୀତଲ । ଆପଣ ମାନେ ଶୀତଲଙ୍କୁ ‘ଝିଅ ଆମର ନୂଆ ବୋହୁ’ ସିରିଏଲରେ ଦେଖିଥିବେ । ଏ ହେଉଛି ଶୀତଲଙ୍କ ପିଲା ଦିନର ଫଟୋ ।

 

ପ୍ରିୟାଙ୍କା- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ପ୍ରିୟାଙ୍କା । ଆପଣ ମାନେ ସମସ୍ତେ ପ୍ରିୟାଙ୍କାଙ୍କୁ ‘କୁଆଁରୀ ବୋହୁ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ନିଜ ଅଭିନୟ ପାଇଁ ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଏହି ଭିଡିଓ ରେ ପ୍ରିୟଙ୍କାଙ୍କ ପିଲା ଦିନର ଫଟୋ ନିଶ୍ଚୟ ଦେଖି ପାରୁଥିବେ ।

ଲାଭରିନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଲାଭରିନ । ଆପଣ ମାନେ ସମସ୍ତେ ଲାଭରିନଙ୍କୁ ‘ଝିଅ ଆମର ନୂଆ ବୋହୁ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏ ହେଉଛି ଲାଭରିନଙ୍କ ପିଲା ଦିନର ଫଟୋ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *