ଘରେ କେହି ନଥିବା ବେଳେ ଭାଇ ରଖୁଥିଲା ଭଉଣୀ ସହ ଶାରୀରିକ ସମ୍ପର୍କ ! ଏବେ ଭଉଣୀ ପ୍ରେଗନେଣ୍ଟ …

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଘରେ କେହିନଥିବା ବେଳେ ଭାଇ  ଭଉଣୀ ସହ ରଖୁଥିଲା ସମ୍ପର୍କ ,ଏବେ ଭଉଣୀ ପ୍ରେଗନେଣ୍ଟ । ହଁ ଦର୍ଶକବନ୍ଧୁ ଏହାକୁ ଶୁଣିବ ପରେ ଲାଗିବ କି ଏହି ଦୁନିଆରେ ମାନବିକତା ନାହିଁ । ଯଦି ଝିଅକୁ ଘରେ ସୁରକ୍ଷା ନାହିଁ ତେବେ ଆଉ କେଉଁଠି  ମିଳିବ । ରକ୍ତ ସମ୍ପର୍କ ଭାଇ ଭଉଣୀ ସହ ଏଭଳି କିଛି କରି ତାଙ୍କୁ କରିଦେଲା ପ୍ରେଗନେଣ୍ଟ । ଏହି ଘଟଣା ଟିଏ ହେଉଛି କନ୍ଧମାଳ ଜିଲ୍ଲା ପିରିଙ୍ଗିଥାନା ନିକଟରେ ଥିବା ଅଞ୍ଚଳର ।

ସୂଚନା ଅନୁଯାୟୀ ଝିଅର ବୟସ 16 ଏବଂ ଝିଅ ମାନସିକି ଓ ଶାରୀରିକ ଅନୁସାରେ ଭିନ୍ନକ୍ଷମ ଅଟେ । ଝିଅର ମାନସିକ ସ୍ଥିତି ଖରାପ ସେ ଭଲ ଓ ମନ୍ଦ କଣ ବୁଝିପାରେ ନାହିଁ । ତେବେ ଅଭିଯୁକ୍ତ ଭାଇ ଆଶୁତୋଷ ଭଉଣୀର ଏହି ନିରୀହ ସ୍ଥିତିର ଫାଇଦା ନେଇଥିଲା । ଝିଅର ବାପା ଜନ୍ମରୁ ଅନ୍ଧ ଓ ମା ‘ କାମ କରିବା ପାଇଁ ବାହାରକୁ ଯିବା ସମୟରେ ଭାଇ ଘରକୁ ଆସେ ।

ଆଶୁତୋଷ ଦୀର୍ଘ ବହୁ ଦିନରୁ ଯୁବତୀଙ୍କ ସହ ଏଭଳି କରୁଥିବା ବେଳେ ଝିଅ ଏହା ସମ୍ପର୍କରେ କିଛି ଜାଣିପାରୁନଥିଲେ । ଦିନେ ହଠାତ ଝିଅର ଶାରୀରିକ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ ବାନ୍ତି ହେଉଥିଲା । ତେଣୁ କରି ମା ‘ ଝିଅକୁ ନେଇକି ଡାକ୍ତରଖାନା ଯିବା ପରେ ସେଠାରେ ଜାଣିପାରିଲେ କି ଝିଅ ତିନିମାସର ଗର୍ଭବତୀ । ଏହାକୁ ନେଇ ଯୁବତୀର ମା ‘ ପିରିଙ୍ଗିଥାନାରେ ଅଭିଯୋଗ ଦେଇଥିଲେ ।

ପରେ ପୋଲିସ ଏହା ସମ୍ପର୍କରେ ତଦାରଖ କରିବା ପରେ ଝିଅର ଦାଦା ପୁଅ ବା ଭାଇ ସମ୍ପର୍କୀୟ ତା ସହ ଶାରୀରିକ ସମ୍ପର୍କ ରଖି ପ୍ରେଗନେଣ୍ଟ କରିଛି । ତୁରନ୍ତ ପୋଲିସ ଆଶୁତୋଷ ରାଣାକୁ ଗିରଫ କରିଥିଲେ । ଅପର ପକ୍ଷରେ ଝିଅର ବୟସ କମ୍ ହେଇଥିବାରୁ ଗର୍ଭପାତ କରଯାଇଥିଲା ପରେ ଝିଅର ସ୍ଥିତି ଗୁରୁତର ହୋଇଯାଇଥିବା ସୂଚନା ମିଳିଛି ।

ତେବେ ଏହି ଘଟଣା କୁ ନେଇ ସ୍ଥାନୀୟ ଗାଁ ଓ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ଯଥା କେମିତି ଦାଦା ପୁଅ ଭାଇ ଭଉଣୀକୁ ପ୍ରେଗନେଣ୍ଟ କରିଛି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ  ଲାଇକ ,ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *