ଏହି ଝିଅ ଗାଡି ଭିତରେ ପୁଅଟି ସହ କଣ କଲା ଦେଖନ୍ତୁ ଆପଣ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଏହା ସହିତ ସୋସିଆଲ ମିଡିଆରେ ଏମିତି ଅନେକ ମଜାଦାର ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ମାଇଣ୍ଡ ଫ୍ରେସ କରିଦେବ ।

ଅନ୍ୟ ପଟେ ଏମିତି ମଧ୍ୟ କିଛି ଘଟଣାର ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣଙ୍କ ହୋସ ଉଡିଯିବ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ କ୍ୟାବ ଡ୍ରାଇଭର ଆଉ ଗୋଟେ ଝିଅ ସହ ଯୁକ୍ତି ତରକ ହେଉଥିବାର ନଜର ଆସୁଛି । କ୍ୟାବ ଡ୍ରାଇଭର ଜଣକ ପଛରେ ବସିଥିବା ମହିଳା ପ୍ୟାସେଞ୍ଜରକୁ ସିଗାରେଟ ଟାଣିବା ପାଇଁ ମନା କରୁଛି ହେଲେ ମହିଳା ଜଣକ ଜବରଦସ୍ତି ସିଗାରେଟ ଟାଣୁ ଛନ୍ତି ।

ଏହା ପରେ ଡ୍ରାଇଭର ଜଣକ ଭଦ୍ରାମିର ସହ ମହିଳାଙ୍କୁ ଗାଡିରୁ ବାହାରିବା ପାଇଁ କହୁଛନ୍ତି । ମହିଳା ଜଣକଙ୍କ ଏକା ଜିଦ ଯେ ସେ ଗାଡିରେ ଯିବେ ଆଉ ଯାତ୍ରା ସମୟରେ ସିଗାରେଟ ଟାଣିବେ । ଏହା ପରେ ମହିଳା ଜଣକ ଡ୍ରାଇଭର ସହ ବହୁତ ଖରାପ ବ୍ୟବହାର ପଦର୍ଶନ କରୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓରେ ଦେଖି ପାରୁଥିବେ । କିଛି ସମୟ ପରେ ମହିଳା ଜଣକ ଯୁବକଙ୍କୁ ଧମକ ମଧ୍ୟ ଦେଉଛନ୍ତି ।

ମିଛ ଆଲିଗେସନ ଲଗାଇ ଯୁବକଙ୍କୁ ଫସେଇବା କଥା କହୁଛନ୍ତି । ଏହା ପରେ ଯୁବତୀ ଜଣକ ପୋଲିସକୁ କଲ୍ କରି ଯୁବକଙ୍କ ବିରୋଧରେ ମିଛ ଆଲିଗେସନ ଦେଉଛନ୍ତି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଭାଇରାଲ ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *