ଫିଲ୍ମ ରେ ରୋଲ ପାଇବା ପାଇଁ ପ୍ରଡ୍ୟୁସର ଙ୍କ ସହିତ ରାତି କଟେଇ ସାରିଛନ୍ତି Bollywood ର ଏହି 4 ଜଣ ଫେମସ ହିରୋଇନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଭିନ୍ନ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ପ୍ରାୟତଃ ଅଧିକାଂଶ ଅଭିନେତ୍ରୀ ବୋଲ୍ଟନେସ ମାମଲାରେ ପଛକୁ ହଟି ନଥାନ୍ତି । ବଲିଉଡରେ ଏମିତି ବହୁତ କଥା ରହିଛି ଯାହା ବିଷୟରେ ବଲିଉଡ କଳାକାର ମାନେ ନିଜେ ଖୁଲାସା କରିଥାନ୍ତି । ବଲିଉଡରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ କାଷ୍ଟିଙ୍ଗ କାଉଚର ଶିକାର ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ବଲିଉଡରେ ଫିଲ୍ମ ପାଇବା ପାଇଁ କାଷ୍ଟିଙ୍ଗ କାଉଚର ଶିକାର ହୋଇଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସୁରଭିନ ଚାଵଲା- ଟିଭି ଇଣ୍ଡଷ୍ଟ୍ରିରୁ ବଲିଉଡ ଇଣ୍ଡଷ୍ଟ୍ରିକୁ ଯାଇଥିବା ଅଭିନେତ୍ରୀ ସୁରଭିନ ଚାଵଲା ମଧ୍ୟ କାଷ୍ଟିଙ୍ଗ କାଉଚର ଶିକାର ହୋଇଛନ୍ତି ଓ ଏହା ବିଷୟରେ ସେ ନିଜେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି । ବନ୍ଧୁଗଣ ପ୍ରଥମେ ଯେତେବେଳେ ସୁରଭିନ ଚାଵଲା ଫିଲ୍ମରେ ଅଭିନୟ କରିବା ପାଇଁ ଚେଷ୍ଟା କରିଥିଲେ


ସେତେବେଳେ ତାଙ୍କୁ କାଷ୍ଟିଙ୍ଗ କାଉଚର ଅଫର ଦିଆଯାଇଥିଲା, ହେଲେ ସୁରଭି କାଷ୍ଟିଙ୍ଗ କାଉଚର ଅଫରକୁ ଗ୍ରହଣ କରିନଥିଲେ । କିନ୍ତୁ ଫିଲ୍ମ ‘ହେଟ ଷ୍ଟୋରି ୨’ରେ ସୁରଭିନ ବହୁତ ଅଧିକ ବୋଲ୍ଟ ସିନ୍ସ କରିଥିଲେ ଓ ସେହି ଫିଲ୍ମ ପରେ ସେ କାଷ୍ଟିଙ୍ଗ କାଉଚର ଶିକାର ହୋଇଥିଲେ ବୋଲି ମାନି ମଧ୍ୟ ଥିଲେ ।

ରାଧିକା ଆପ୍ତେ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ରେ ଅଛନ୍ତି ଅଭିନେତ୍ରୀ ରାଧିକା ଆପ୍ତେ । ଆପଣ ମାନେ ସମସ୍ତେ ରାଧିକାଙ୍କୁ ବିଭିନ୍ନ ଫିଲ୍ମରେ ଅଭିନୟ କରିଥିବାର ଦେଖିଥିବେ । ବନ୍ଧୁଗଣ ରାଧିକାଙ୍କୁ ମଧ୍ୟ କାଷ୍ଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଥିଲା । ହିନ୍ଦୀ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ରାଧିକା ବଙ୍ଗାଳୀ, ତେଲୁଗୁ ଓ ତାମିଲ ଫିଲ୍ମରେ ଅଭିନୟ କରିଥିଲେ । ହେଲେ ଯେତେବେଳେ ରାଧିକା ବଲିଉଡରେ ଅଭିନୟ କରିବା ପାଇଁ ଚାହିଁଥିଲେ ସେତେବେଳେ ରାଧିକାଙ୍କୁ କାଷ୍ଟିଙ୍ଗ କାଉଚର ଅଫର ଦିଆଯାଇଥିଲା, ହେଲେ ରାଧିକା ଏହି କାଷ୍ଟିଙ୍ଗ କାଉଚର ଶିକାର ହୋଇ ନଥିଲେ ।


ପ୍ରିୟାଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟରେ ତୃତୀୟ ନମ୍ବର ରେ ଅଛନ୍ତି ବଲିଉଡ ଓ ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା । ବନ୍ଧୁଗଣ ମିସ୍ ୱାର୍ଲ୍ଡ ଜିତିବା ପରେ ପ୍ରିୟଙ୍କାଙ୍କୁ ବହୁତ ବଡ ବଡ ଡାଇରେକ୍ଟର କାଷ୍ଟିଙ୍ଗ କାଉଚର ଅଫର ଦେଇଥିଲେ । ଏକ ଇଣ୍ଟରଭ୍ୟୁରେ ପ୍ରିୟଙ୍କା ନିଜେ କହିଥିଲେ ଯେ, ବଲିଉଡ ହେଉ ବା ହଲିଉଡ ହେଉ ବୁଝାମଣା କରିବାକୁ ପଡିଥାଏ । ଏଥିରୁ ସଫା ସଫା ଜଣା ପଡିଯାଉଛି ଯେ ଫିଲ୍ମରେ ଅଭିନୟ କରିବା ପାଇଁ ପ୍ରିୟଙ୍କା କାଷ୍ଟିଙ୍ଗ କାଉଚର ଶିକାର ହୋଇସାରିଛନ୍ତି ।


ଟିସକା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟରେ ଶେଷ ରେ ଅଛନ୍ତି ଅଭିନେତ୍ରୀ ଟିସକା ଚୋପଡା । ଟିସକା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ଟିସକା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଏକ ଫିଲ୍ମର ଶୁଟିଙ୍ଗ ସମୟରେ ଟିସକାଙ୍କୁ ବଲିଉଡ ଡାଇରେକ୍ଟର ରାତିରେ ହୋଟେଲ ରୁମକୁ ଡାକି ଥିଲେ । ହେଲେ ଟିସକା ସେହି ସ୍ଥାନରୁ ବଞ୍ଚି ଚାଲି ଆସିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *