ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପପୁ ପମ ପମ । ସାରା ଓଡିଶା ବାସୀ ତାଙ୍କୁ ପପୁ ପମ ପମ ନାମରେ ଜାଣନ୍ତି । ପପୁ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ପପୁ ହେଉଛନ୍ତି ଜଣେ ହାସ୍ୟ ଅଭିନେତା ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତ ଦିଗଜ ଅଭିନେତାଙ୍କ ସହ କାମ କରିଛନ୍ତି ।
ହାସ୍ୟ ଅଭିନେତା ଭାବରେ ପପୁଙ୍କ ଡି-ମା-ଣ୍ଡ ବହୁତ ଅଧିକ । ପପୁ ବେଳେବେଳେ ତାଙ୍କ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଲାଇଭ ଆସନ୍ତି ଓ ତାଙ୍କ ଫ୍ୟାନ ମାନଙ୍କ ସହ କଥା ହୁଅନ୍ତି । ଗତ କିଛି ଦିନ ହେବ ପପୁଙ୍କର ଏକ ଲାଇଭ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ପପୁ ସେହି ଲାଇଭ ଭିଡିଓରେ ତାଙ୍କ ଫ୍ୟାନ୍ସ ମାନଙ୍କ ସହ କଥା ହେଉଥିବାର ନଜର ଆସୁଛନ୍ତି । ପ୍ରଥମେ ପପୁ ନିଜ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଥିଲେ । ପପୁଙ୍କର ବର୍ତ୍ତମାନ ଆଲ୍ପ ମାତ୍ରାରେ ସୁଗାର ଲେବୁଲ ବଢି ଯାଇଛି । ଗୋଟେ ଫିଲ୍ମ ପାଇଁ କେତେ କଣ ଟଙ୍କା ଖର୍ଚ୍ଚ ହୁଏ ତାହା ବିଷୟରେ ପପୁ ଚର୍ଚା କରିଥିଲେ । ସେହି ସମୟରେ ପପୁଙ୍କୁ ଜଣେ ବ୍ୟକ୍ତି ‘ବାଳ ହିରୋ’ କହିଥିଲେ ।
ଏହା ଦେଖି ପପୁ କହିଲେ-‘ ଏ ସବୁ କଣ ପାଇଁ । ମୁ ଏବେ ଯାଏଁ ହିରୋ ବୋଲି କହିଛି । ମୁ ଯେଉଁ ଜାଗାରେ ଅଛି ସେହି ଜାଗାରେ ଠିକ । ତମେ ତମ ପାଖରେ ବାଳ ରଖ ମୋ ଭାଇ, ଧନ୍ୟବାଦ । କିନ୍ତୁ ଯାହା ବି ହେଲା ତମେ ମୋତେ ଗୋଟେ ବିଚାରକୁ ନେଇଛ । ତମେ ମୋତେ ବାଳ କହିଛ ଅବଶ୍ୟ ହେଲେ ହିରୋ ବୋଲି ବି କହିଛ ସେଥିପାଇଁ ଧନ୍ୟବାଦ’ । ଏହି ପରି ଭାବରେ ପପୁ ଜ୍ଞାନ ଦାସଙ୍କ ମୁହଁ ଚୁପ କରିଦେଲେ ।
ବନ୍ଧୁଗଣ ସାଧାରଣତଃ ସେଲିବ୍ରେଟି ମାନଙ୍କୁ ଲୋକମାନେ ପସନ୍ଦ କରନ୍ତି ଓ ତାଙ୍କ ବିଷୟରେ ଭଲ ଖରାପ ମଧ୍ୟ କୁହନ୍ତି । ଯଦି ସେମାନେ ଲୋକଙ୍କ ଖରାପ କଥା ଉପରେ ଧ୍ୟାନ ଦେବେ ତା ହେଲେ ସେମାନଙ୍କ କାରିୟର ପଛରେ ରହିଯିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ପପୁ ପମ ପମ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।