ଭାରତୀୟ ନୁହେଁ ବରଂ ବିଦେଶୀ ଗୋରୀ ଅଟନ୍ତି ଫେମସ କମେଡିଆନ ରାଜପାଲ ୟାଦବଙ୍କ ପତ୍ନୀ, ସୁନ୍ଦରତାରେ କୌଣସି Bollywood ହିରୋଇନଙ୍କ ଠାରୁ ନୁହଁନ୍ତି କମ

ରାଜପାଲ ୟାଦବ ଏକ ଏମିତି ନାମ ଅଟେ ଯାହାଙ୍କ ବିନା କମେଡି ଫିଲ୍ମ ଅଧା ବୋଲି କୁହାଯାଏ । ଫିଲ୍ମରେ ନିଜର ମଜାକିଆ ଅନ୍ଦାଜ ଦ୍ଵାରା ଲୋକଙ୍କ ମନରେ ନିଜର ଏକ ଖାସ ପରିଚୟ ସୃଷ୍ଟି କରିଥିବା ରାଜପାଲ ୟାଦବ ନାମ ସହିତ କେହି ଅପରିଚିତ ନୁହଁନ୍ତି । ସେ ଫିଲ୍ମରେ ନିଜର ସୁନ୍ଦର ଅଭିନୟ କରି କମେଡି ଫିଲ୍ମରେ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ପାଖାପାଖି ୧୫୦ ରୁ ଅଧିକ ଫିଲ୍ମ ରେ କାମ କରିଛନ୍ତି ।

ରାଜପାଲ ଯାଦବ ବଲିଉଡ ଇଣ୍ଡଷ୍ଟ୍ରି ରେ ଆଜି ଯେଉଁ ସଫଳତା ହାସଲ କରିଛନ୍ତି ତାହା ଆଉ କେହି ଏତେ ସହଜରେ ହାସଲ କରିବା ସମସ୍ତଙ୍କ ଦ୍ଵାରା ସମ୍ଭବ ନୁହେଁ । ରାଜପାଲ ୟାଦବ ଙ୍କ ଲାଇଫ ଯେତେ କମରସିଆଲ ଅଟେ ତା ଠାରୁ ଅଧିକ ଭଲ ତାଙ୍କ ପର୍ସନାଲ ଲାଇଫ ଅଟେ ।

ରାଜପାଲ ୟାଦବ ଙ୍କ ପତ୍ନୀ ଙ୍କ ନାମ ବହୁତ କମ ଲୋକ ହିଁ ଜାଣିଥିବେ । ଆଜି ଆମେ ଆପଣଙ୍କୁ ତାଙ୍କ ପତ୍ନୀଙ୍କ ବିଷୟରେ କହିବୁ । ରାଜପାଲ ୟାଦବଙ୍କ ଜନ୍ମ ୧୬ ମାର୍ଚ୍ଚ ୧୯୭୧ ରେ ଉତ୍ତର ପ୍ରଦେଶର ସାହଜାହାନପୁର ରେ ହୋଇଥିଲା । ତାଙ୍କ ପତ୍ନୀଙ୍କ ନାମ ରାଧା ୟାଦବ ଅଟେ ଯାହାଙ୍କୁ ବହୁତ ଥର ଫଙ୍କସନ ରେ ଦେଖା ଯାଇଛି । ସେ ଲାଇମଲାଇଟ ଠାରୁ ଦୂରରେ ରହିବା ପସନ୍ଦ କରନ୍ତି ।

ସୂଚନା ଅନୁସାରେ ରାଧାଙ୍କ ସହିତ ରାଜପାଲ ୟାଦବଙ୍କର ଏକ ଦଶକ ପୂର୍ବରୁ କାନାଡାରେ ଦେଖା ହୋଇଥିଲା । ତାଙ୍କ ସାକ୍ଷାତ ବନ୍ଧୁତାରେ ବଦଳି ଯାଇଥିଲା । ବନ୍ଧୁତା ସହିତ ଦୁଇ ଜଣଙ୍କ ଭିତରେ ସମ୍ପର୍କ ବଢିବାକୁ ଲାଗିଲା ଓ ଦୁଇ ଜଣ ପରସ୍ପରର ବହୁତ ନିକଟତ୍ତର ହେଇଗଲେ ।

ଯେତେବେଳେ କି କିଛି ସମୟ ପରେ ରାଜପାଲ ଶୁଟିଙ୍ଗ ସରିଯିବା କାରଣରୁ ଫେରି ଆସିଥିଲେ । ରାଜପାଲ ସିନା ଚାଲି ଆସିଲେ କିନ୍ତୁ ସେ ରାଧାଙ୍କ ମନରେ ନିଜ ପାଇଁ ଏକ ଖାସ ଜାଗା ବନେଇ ଦେଇଥିଲେ । ଶେଷରେ ରାଧାଙ୍କୁ ନିଜ ପ୍ରେମ ଇଣ୍ଡିଆ କୁ ନେଇ ଆସିଲା । ଦୁଇ ଜଣ ୨୦୦୩ ରେ ବିବାହ କରିନେଲେ ଓ ସାରା ଜୀବନ ଏକା ସହିତ ରହିବାକୁ ନିସ୍ପତି ନେଲେ ।

ବର୍ତ୍ତମାନ ଦୁଇ ଜଣଙ୍କର ଏକ ଝିଅ ମଧ୍ୟ ଅଛି । ଯାହାର ନାମ ହନୀ ଅଟେ । ରାଜପାଲ ଓ ରାଧା ନିଜ ଝିଅକୁ ବହୁତ ହିଁ ଅଧିକ ଭଲ ପାଆନ୍ତି । ତେବେ ରାଜପାଲ ୟାଦବ ଙ୍କ ବିଷୟରେ ଆପଣଙ୍କ ମତାମତ କଣ ? ଆପଣଙ୍କୁ ଫିଲ୍ମରେ ତାଙ୍କ ଆକଟିଂ କିପରି ଲାଗେ ଓ ରାଜପାଲ ଯାଦବଙ୍କ ପତ୍ନୀ ଆପଣଙ୍କୁ କିପରି ଲାଗିଲେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *