ଓଡିଆ ଆଲବମ କୁଇନ Ameli Panda ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସାମସ୍ତେ ନିଶ୍ଚୟ ଓଲିଉଡର କେତେକ ଫିଲ୍ମ ଓ ଓଲିଉଡର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଓଲିଉଡରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଓଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଓଲିଉଡର ଆଲବମ ଅଭିନେତ୍ରୀ ଆମେଲି ପଣ୍ଡା ହୋତା ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମେଲି ପଣ୍ଡାକୁ କେତେକ ଓଡିଆ ଆଲବମରେ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ଜଣକ ଓଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ଆମେଲି ପଣ୍ଡାଙ୍କର ଓଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟତା ରହିଛି । ଆମେଲି ୧୪ ସେପ୍ଟେମ୍ବର ୧୯୮୪ ମସିହାରେ ପଶ୍ଚିମ ବଙ୍ଗର ଝାରଗ୍ରାମ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ଅଭିନେତ୍ରୀ ଆମେଲି ପଣ୍ଡାଙ୍କର ସ୍ଵାମୀ ହେଉଛନ୍ତି ନିଲ୍ ହୋତା ।

ଆମେଲି ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ବନ୍ଧୁଗଣ ଆମେଲି ମହର୍ଷି ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । ପିଲା ବେଳରୁ ଆମେଲିଙ୍କୁ ଅଭିନୟରେ ବହୁତ ରୁଚି ଥିଲା । ନିଜର ପାଠ ପଢା ଶେଷ କରିବା ପରେ ସେ ଓଲିଉଡ ଆଲବମ ଦୁନିଆରୁ ନିଜର କାରିୟର ଆରମ୍ଭ କରିଥିଲେ । ଆମେଲି ପ୍ରଥମେ ଓଲିଉଡ ଆଲବମରେ ଅଭିନୟ କରିଥିଲେ ।

ତାଙ୍କର ଅଭିନୟ ଓ ସୁନ୍ଦରତାକୁ ସେତେବେଳେ ଲୋକମାନେ ବହୁତ ଅଧିକ ପ୍ରଶଂସା କରିଥିଲେ । ଯାହା ଫଳରେ ସେ ବହୁତ କମ ସମୟରେ ଓଲିଉଡରେ ସଫଳତା ପାଇଥିଲେ । ବନ୍ଧୁଗଣ ଆମେଲି ଓଲିଉଡରେ ୪୦୦ ରୁ ଅଧିକ ଆଲବମ କରିଛନ୍ତି । କେତେକ ଆଲବମରେ ଅଭିନୟ କରିବା ପରେ ଆମେଲି ଓଲିଉଡ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ହେଉଛି ୨୦୦୫ ମସିହାରେ ଆସିଥିବା ଫିଲ୍ମ ‘ଜୀବନ ମୃତ୍ୟୁ’ ।

ଏହି ଫିଲ୍ମଟି ସୁପରହିଟ ହୋଇଥିଲା । ଏହା ପରେ ସେ ୨୦୦୭ରେ ‘ତୁମକୁ ପାରୁନି ତ ଭୁଲି’ ଫିଲ୍ମରେ ଅଭିନୟ କରିଥିଲେ । କେତେକ ଫିଲ୍ମ ଓ ଆଲବମ କରିବା ପରେ ଆମେଲି ଓଲିଉଡରେ ଫେମସ ହୋଇ ଯାଇଥିଲେ । ଆମେଲିଙ୍କ ସ୍ଵାମୀ ହେଉଛନ୍ତି ଜଣେ ବିଜନେସ ମ୍ୟାନ ।

ଆମେଲିଙ୍କର ଏକ ଛୋଟ ଝିଅ ମଧ୍ୟ ଅଛି । ଆମେଲି ଭୁବନେଶ୍ବରରେ ନିଜ ପରିବାର ସହ ବହୁତ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି । ବନ୍ଧୁଗଣ ଆମେଲିଙ୍କର ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବର୍ତ୍ତମାନ ମଧ୍ୟ ପସନ୍ଦ କରୁଛନ୍ତି । କାରଣ ସେ ଦର୍ଶକ ମାନଙ୍କ ମନରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଆମେଲି ପଣ୍ଡାଙ୍କ ଆକଟିଂ କେମିତି ଲାଗେ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କାରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *