Interesting Odia Gk- ଗୋଟିଏ ଝିଅ ଜନ୍ମ ହେଲା ୧୯୫୦ ରେ ଆଉ ମଲା ୧୯୫୦ ରେ, ଯେତେବେଳେ ସେ ମଲା ସେତେବେଳେ ତା’ ବୟସ ଥିଲା ୨୦ ବର୍ଷ, କୁହ କେମିତି ହେଲା ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଏଭଳି କିଛି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହାକୁ ଆପଣ ମାନେ ଜାଣିନଥିବେ । ଏବଂ ଏହି ପ୍ରଶ୍ନ ଉତ୍ତର ଆପଣଙ୍କୁ ଅନେକ କ୍ଷେତ୍ରରେ ସାହାର୍ଯ୍ୟ କରିବ । ଯେପରିକି ଛାତ୍ର ଛାତ୍ରୀ ମାନଙ୍କୁ ସହାୟତା କରିବ । ଚାକିରୀ କ୍ଷେତ୍ର ପାଇଁ ମଧ୍ୟ ଏହା ବହୁତ ସହାୟତ ହେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଏମିତି କେଉଁ ଟେବୁଲ ଅଛି ଯାହାକୁ ଆମେ ଖାଇଥାଉ ?

ଉତ୍ତର;- vegetable ।

୨;- କାହାର ଡେଣା ନଥିଲେ ମଧ୍ୟ ସେ ଉଡିପାରେ ?

ଉତ୍ତର;- ଗୁଡି ।

୩;- ତାହା କେଉଁ ଜିନିଷ ଯାହାକୁ ଝିଅମାନେ ବର୍ଷରେ କେବଳ କିଣିଥାନ୍ତି ?

ଉତ୍ତର;- ରାକ୍ଷୀ ।

୪;- ଭାରତର କେଉଁ ରାଜ୍ୟ ଇଂରେଜ ମାନଙ୍କର ଗୁଲାମ ହୋଇନାହିଁ ?

ଉତ୍ତର;- ଗୋଆ ।

୫;- ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅଛି ଏବଂ ସେଠାରେ କେଉଁ ବନ୍ୟପ୍ରାଣୀ ଦେଖିବାକୁ ମିଳନ୍ତି ?

ଉତ୍ତର;- ମୟୁରଭଞ୍ଜ, ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ହାତୀ, ଗୟଳ, ଶମ୍ବର, ହରିଣ, ଭାଲୁ, ସାପ ।

୬;- ଭିତର କନିକା କେଉଁ ଜିଲ୍ଲାରେ ଅଛି ଏବଂ ସେଠାରେ କେଉଁ ବନ୍ୟପ୍ରାଣୀ ଦେଖିବାକୁ ମିଳନ୍ତି ?

ଉତ୍ତର;- କେନ୍ଦ୍ରାପଡା କୁମ୍ଭୀର ପ୍ରଯଜନ କେନ୍ଦ୍ର, ସାପ, ହରିଣ, ଶମ୍ବର ।

୭;- ଏମିତି କେଉଁ ଜିନିଷ ଯିଏ ଆଲୋକରେ ତୁମ ସାଥିରେ ଥାଏ କିନ୍ତୁ ଅନ୍ଧାରରେ ନଥାଏ ?

ଉତ୍ତର;- ଛାଇ ।

୮;- ଗୋଟିଏ ଝିଅ ଜନ୍ମ ହେଲା ୧୯୫୦ ରେ ଆଉ ମଲା ୧୯୫୦ ରେ, ଯେତେବେଳେ ସେ ମଲା ସେତେବେଳେ ତା’ ବୟସ ଥିଲା ୨୦ ବର୍ଷ, କୁହ କେମିତି ହେଲା ?

ଉତ୍ତର;- କାରଣ ଝିଅଟି ୧୯୫୦ ମସିହାରେ ଜନ୍ମ ହୋଇଥିଲା ଓ ଯେଉଁ ଘରେ ମଲା ସେହି ଘରର ନମ୍ବର ଥିଲା ୧୯୫୦ ।

୯;- ମନୁଷ୍ୟର ଗୋଟିଏ ଆଖିର ଓଜନ କେତେ ହୋଇଥାଏ ?

ଉତ୍ତର;- ୮ ଗ୍ରାମ ।

୧୦;- ମୋଗଲ ବଂଶର ସଂସ୍ଥାପକ କିଏ ଥିଲେ ?

ଉତ୍ତର;- ବାବର ।

୧୧;- ଭାରତରେ ସବୁଠାରୁ ସୁରକ୍ଷିତ ବ୍ୟକ୍ତି କିଏ ?

ଉତ୍ତର;- ପ୍ରଧାନମନ୍ତ୍ରୀ ।

୧୨;- ବିଶ୍ଵର ସବୁଠାରୁ ଗରିବ ଦେଶ କେଉଁଠି ?

ଉତ୍ତର;- ଭୁଟାନ ।

୧୩;- ମିସ ୟୁନିଭର୍ସ ବଣିଥିବା ପ୍ରଥମ ଭାରତୀୟ ମହିଳା କିଏ ?

ଉତ୍ତର;- ସୁଶ୍ମିତା ସେନ ।

୧୪;- ଭାରତରେ ସବୁଠାରୁ କମ ଜନସଂଖ୍ୟା ଥିବା ରାଜ୍ୟ କେଉଁଠି ?

ଉତ୍ତର;- ସିକ୍କିମ ।

୧୫;- ସାପ ମାନଙ୍କର ଦେଶ କାହାକୁ କୁହାଯାଇଥାଏ ?

ଉତ୍ତର;- ବ୍ରାଜିଲକୁ ।

୧୬;- କଇଁଛର ଜୀବନକାଳ କେତେ ହୋଇଥାଏ ?

ଉତ୍ତର;- ୧୨୩ ବର୍ଷ ।

୧୭;- ମନୁଷ୍ୟର କେଉଁ ଜିନିଷଟି ସବୁବେଳେ ବଢି ଚାଲିଥାଏ ?

ଉତ୍ତର;- ବୟସ ।

୧୮;- ମୋବାଇଲ ର ଆବିଷ୍କାର କିଏ କରିଥିଲେ ?

ଉତ୍ତର;- ମାର୍ଟିନ କୁପର ।

୧୯;- ଲୁହାରେ କଳଙ୍କି ଲାଗିବାରୁ ରକ୍ଷା କରିବା ପାଇଁ କଣ ପ୍ରୟୋଗ କରାଯାଇଥାଏ ?

ଉତ୍ତର;- କ୍ରୋମିୟମ ।

୨୦;- ତାଜମହଲ ନିର୍ମାଣ ପାଇଁ କେତେ ବର୍ଷ ସମୟ ଲାଗିଥିଲା ?

ଉତ୍ତର;- ୨୨ ବର୍ଷ ଲାଗିଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *