Breaking News: ସରକାରଙ୍କ ବଡ ଘୋଷଣା, ଏଣିକି ଆଉ ମନଇଚ୍ଛା ଚଲେଇ ପାରିବେନି ଗାଡି, ଆସିଲା ନୂଆ ନିୟମ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଧିକାଂଶ ଆ-କ୍ସି-ଡେ-ଣ୍ଟ କେ-ସ ଦେଖିବାକୁ ମିଳୁଛି । ଏହାର ମୁଖ୍ୟ କାରଣ ହେଉଛି ଲୋକମାନେ ନିଜ ମନ ଇଚ୍ଛା ରେ ଗାଡ଼ି ର ସ୍ପୀଡ଼ ବଢ଼ାଇ ରାସ୍ତା ରେ ଚଳାଉଛନ୍ତି । ଯାହା ଦ୍ୱାରା ଆକସ୍ମିକ ଦୁ-ର୍ଘ-ଟ-ଣା ର ଶି-କା-ର ମଧ୍ୟ ହେଉଛନ୍ତି । ପ୍ରାୟ ୭୦% ଆ-କ୍ସି-ଡେ-ଣ୍ଟ କେ-ସ ଦେଖିବାକୁ ମିଳିଥାଏ ଯେଉଁଥିରେ ଲୋକମାନେ ନିଜର ପ୍ରା-ଣ ମଧ୍ୟ ହରାଇଥାନ୍ତି ।

ଏଭଳି କିଛି କେ-ସ ମଧ୍ୟ ଦେଖିବାକୁ ମିଳିଥାଏ ଯେଉଁଥିରେ ବାଇକ ସ୍ପୀଡ଼ ଚଳାଇବା ଦ୍ୱାରା ଆ-କ୍ସି-ଡେ-ଣ୍ଟ ହୋଇ ଗୁରୁତର ଅବସ୍ଥା ରେ ଲୋକମାନେ ସମ୍ପୂର୍ଣ୍ଣ ଜୀବନ ପାଇଁ ଅଚଳ ପାଲଟି ଯାଆନ୍ତି । ତେବେ ବର୍ତ୍ତମାନ ଏପରି ହେବ ନାହିଁ । କାରଣ ପରିବହନ ପ୍ରାଧିକରଣ ଏହାର ସମାଧାନ ନିମନ୍ତେ ଜାରି କରିଛନ୍ତି ଏକ ନୂତନ ନିୟମ । ତେବେ ଏହି ନିୟମ କଣ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏଣିକି ଆଉ ମନଇଚ୍ଛା ଚଳାଇ ପାରିବେ ନାହିଁ ଗାଡ଼ି । ଜାତୀୟ ରାଜପଥ, ରାଜ ରାଜପଥ ଏବଂ ମୁନ୍ସୀପାଲଟି ଓ ଏନ୍ସିସି ଅଞ୍ଚଳ ରେ କେତେ ବେଗରେ ଯିବ ଯାନବାହନ ଏହି ସମ୍ବନ୍ଧରେ ରାଜ୍ୟ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି । ଚାଇଲେନ ଜାତୀୟ ରାଜପଥ ରେ ବାଇକ ସ୍ପୀଡ଼ ସର୍ବାଧିକ ୬୦ କିଲୋମିଟର ଘଣ୍ଟା ପ୍ରତି ଏବଂ ମୁନ୍ସୀପାଲଟି ଓ ଏନ୍ସିସି ରେ ୪୦ କିଲୋମିଟର ରହିବ ।

ସେହିପରି ଅନ୍ୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ରେ ବେଗ ସର୍ବାଧିକ ୫୦ କିଲୋମିଟର ରହିବ । ଉଭୟ ଯାତ୍ରୀବାହୀ ଓ ମାଲବାହୀ ତିନି ଚକିଆ ଯାନ ର ଚାରି ଲେନ ରେ ସର୍ବାଧିକ ୪୦ କିଲୋମିଟର ଏବଂ ଏନଏଚ ଓ ରାଜ୍ୟ ରାଜପଥ ରେ ୩୦ କିଲୋମିଟର ସ୍ପୀଡ଼ ରହିବ । ତେବେ ଏହି ନିୟମ ଅନୁସାରେ ୪୦ ରୁ ଅଧିକ ଉର୍ଦ୍ଧ୍ବ ଟପିବ ନାହିଁ ବାଇକ ର କଣ୍ଟା । ଯେଉଁ ବ୍ୟକ୍ତି ଏହି ନିୟମ ର ବି-ରୋ-ଧ-ରେ ଯାଇ ଅଧିକ ସ୍ପୀଡ଼ ରେ ଗାଡ଼ି ଚଳାଇବ ଉକ୍ତ ବ୍ୟକ୍ତି ଙ୍କ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରାଯିବ ।

ତେବେ ଏହି ନୁତନ ନିୟମ ସମ୍ବନ୍ଧରେ ଲୋକମାନେ ମଧ୍ୟ ନିଜର ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । କିଛି ବ୍ୟକ୍ତି ଙ୍କୁ ଏହି ନୂଆ ନିୟମ ପସନ୍ଦ ଆସୁଛି ତ କିଛି ବ୍ୟକ୍ତି ଏହି ନିୟମ ବି-ରୋ-ଧ ରେ ଅଛନ୍ତି । କିଛି ବ୍ୟକ୍ତି ଏହା ମଧ୍ୟ କହୁଛନ୍ତି ଯେ, ଆଗକୁ ଇଲେକ୍ସନ ଆସୁଛି ବୋଲି ଏଭଳି ନିଷ୍ପତ୍ତି ନିଆଯାଇଛି, ଯାହା ବେଶି ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ନାହିଁ ।

ତେବେ ଏହି ନୂତନ ନିୟମ ର ଫଳାଫଳ ଆଗକୁ କଣ ରହିବ ତାହା ଦେଖିବାର ବିଷୟ ଅଟେ । ତେବେ ବନ୍ଧୁଗଣ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଦେଶର ଅଧିକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *