ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ସଫ୍ଟୱେର ଇଞ୍ଜିନିୟର କହି ମାଟ୍ରିମୋନିରେ କରୁଥିଲେ ବିବାହ, ଦିଲ୍ଲୀରେ ଫ୍ଲାଟ ରାଜସ୍ଥାନରେ ଫାର୍ମହାଉସ, ପେଟ୍ରୋଲ ପମ୍ପ ଆଦିର ପ୍ରଲୋଭନା । କରୁଥିଲା ସ୍ତ୍ରୀ ବେପାର ବନାଉ ଥିଲା ଏମଏମଏସ । ନିଜ ମାମୁ ଝିଅ ଭଉଣୀକୁ ବି ଛାଡି ନଥିଲା ଦୁର୍ବୁତ୍ତ । ଗଞ୍ଜାମ ଜିଲ୍ଲା ରମ୍ବାର ସମୀର ପ୍ରସାଦ ବେଜ । ଏହି ବ୍ୟକ୍ତିର କାରନାମା ଶୁଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେବେ । ନିଜ ଭଉଣୀକୁ ମାମୁଁ ପୁଅ ଭାଇଠୁ ମୁକାଳିବାକୁ ପାଗଳ ବେଶରେ ବୁଲୁଥିଲା ଭାଇ ।
ଅନ୍ୟପଟେ ଗୋଟେ ପରେ ଗୋଟେ ବାହା ହୋଇ ମଉଜ କରୁଥିବା ସ୍ୱାମୀକୁ ପାଗେଳୀଙ୍କ ପରି ଖୋଜି ଚାଲିଥିଲା ସ୍ତ୍ରୀ । ରସିକିଆ ଡାକ୍ତର ରମେଶକୁ ବି କାଟି ଦେଲା ଏହି 420 ଠକ । ଗଞ୍ଜାମ ଜିଲ୍ଲା ରମ୍ବା ଅଞ୍ଚଳର ସମୀର ବେଜ କେତେବେଳେ କହୁଥିଲା ସଫ୍ଟୱେର ଇଞ୍ଜିନିୟର ତ କେତେବେଳେ କହୁଥିଲା ଏମଟେକ ଛାତ୍ର । ଭାରତ ମ୍ୟାଟ୍ରିମନିରେ ଖିଲାଇଥିଲେ ଆକାଉଣ୍ଟ। ଯେଉଁଥିରେ ଦେଇଥିଲେ ନିଜ ସମ୍ପତ୍ତିର ମିଛ ତାଲିକା ।

ଆଉ ଗୋଟେ ପରେ ଝିଅଙ୍କୁ ବାହାହୋଇ ଉପଭୋଗ କରିବା ସହ ଖେଳୁଥିଲେ ତାଙ୍କ ଜୀବନ ସହ ଖେଳ ।ଦିଲ୍ଲୀରେ ଥିଲା ସ୍ତ୍ରୀ ଆଉ ରାଜସ୍ଥାନରେ ବି ଥିଲା ସ୍ତ୍ରୀ । ଓଡିଶାରେ ନିଜ ସ୍ତ୍ରୀକୁ ଦେଉଥିଲା ନିର୍ଯାତନା । ଏତିକିରେ ସରି ନଥିଲା ସମୀରଙ୍କ କାହାଣୀ ଏ ସବୁ କରନାମା ମଧ୍ୟରେ ସେ ନିଜ ସମ୍ପର୍କୀୟ ଭଉଣୀକୁ ମଧ୍ୟ ଛାଡି ନଥିଲେ । ତାଙ୍କୁ ଆଣି ଭୁବନେଶ୍ବର ଏୟାର ଫିଲ୍ଡ ଥାନା ଅଞ୍ଚଳରେ ଏକ ଘରେ ଲିଭ-ଇନରେ ରହୁଥିବା ଖବର ପାଇଥିଲେ ସମ୍ପୃକ୍ତ ଯୁବତୀଙ୍କ ଭାଇ ।

ଏବେ ଠକ ସମୀର ବେଜଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ତାଙ୍କ ସମ୍ପର୍କୀୟ ଭାଇ । ଏ ଖବର ପାଇଁ ସଦର ଥାନା ପୋଲିସ ସମୀରକୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

