‘ରାଣୀ ପଣ୍ଡାର ତ ହଜାରେ ଉପରେ ବୟଫ୍ରେଣ୍ଡ, କିନ୍ତୁ କେହି ବି ମତେ…’ ଏମିତି କାହିଁକି କହିଲେ ଅଭିନେତ୍ରୀ Rani Panda, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଯେ ଅନେକ ଇଣ୍ଡଷ୍ଟ୍ରି ରୁ ଅନେକ ସୁଖ ଦୁଃଖ ଖବର ଆସିଥାଏ ଓ ଯାହାକି ଆମେ ଆପଣ ଙ୍କୁ ଜଣାଇ ଥାଉ । ତେବେ ଆଜି ମଧ୍ୟ ସେହିଭଳି ଏକ ଖବର ବିଷୟ ରେ ଜାଣିବା ଯାହାକି ଦୁଃଖ ର ଖବର ଅଟେ । ତେବେ ଏହି ଦୁଃଖ ର ଖବର ବିଷୟ ରେ ଆପଣ ମାନେ ନିଶ୍ଚିନ୍ତ ଜାଣିଥିବେ । ତେବେ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ରଶ୍ମି ରେଖା ଓଝା ଆଉ ନାହାଁନ୍ତି ସେ ରହୁଥିବା ଭଡ଼ା ଘରେ ରେ ଆତ୍ମହତ୍ୟା କରିଛନ୍ତି ।

ତେବେ ତାଙ୍କ ମୃତ ଦେହ ତାଙ୍କ ସେ ରହୁଥିବା ଘରୁ ଝୁଲୁଥିବା ର ମିଳିଥିଲା । ତେବେ ବନ୍ଧୁଗଣ ସବୁଠୁ ବଡ ଖବର ହେଲା ଯେ ରଶ୍ମି ରେଖା ଓଝା ଙ୍କ ମୃତ ଦେହ ଉଦ୍ଧାର କରିବା ସହ ପୋଲିସ ଏକ ସୁଇ ସାଇଟ୍ ନୋଟ କୁ ଜବତ କରିଛି । ତେବେ ରଶ୍ମି ଙ୍କୁ ହତ୍ୟା କରା ଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଭାବରେ ଜଣା ପଡି ନାହିଁ । ତେବେ ବର୍ତ୍ତମାନ୍ ସମୟ ରେ ଏହି ଖବର ଟି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ଓ ସାରା ଓଡ଼ିଶା ରେ ମଧ୍ୟ ।

ତେବେ ମୃତ୍ୟୁ ପଛ ରେ ନାମ ଉଠିଥିବା ଦୁଇ ଯୁବକ ସନ୍ତୋଷ ଓ ରାଜା ଙ୍କୁ ପଚରା ଉଚରା କରି ପାରେ ପୋଲିସ । ତେବେ ରାଜଧାନୀ କେବଳ ରଶ୍ମୀ ରେଖା ଓଝା ଙ୍କ ଖବର ବେଶ ଚର୍ଚ୍ଚା ରେ ଅଛି , ତେବେ ଲିଭ୍ ଇନ୍ ରିଲେସନ ରେ ରହୁଥିବା ଯୁବକ ଙ୍କ ନାମ ରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକ । ତେବେ ଆପଣ ଉଭୟ ଙ୍କ କଲ ରେକର୍ଡ ଅଡିଓ ନିଶ୍ଚୟ ଶୁଣିଥିବେ ଓ ଏଥିରେ ସନ୍ତୋଷ ଙ୍କ ସହ ରଶ୍ମି ରେଖା କଥା ହେଉଛନ୍ତି ଏବଂ ରାଜା ଙ୍କ ବିଷୟ ରେ କଥା ହେଉଛନ୍ତି ।

ତେବେ ଏହି ଅଡିଓ ଟି କେବେ କାର ତାହା ସ୍ପଷ୍ଟ ଭାବରେ ଜଣା ପଡି ନାହିଁ, ତେବେ ଏହି ଅଡିଓ ରୁ ଯାହା ବି ଜଣା ପଡ଼ୁଛି ରାଜା ଙ୍କୁ ଆଦୌମ ବରଦସ୍ତ୍ କରି ପାରୁ ନାହାଁନ୍ତି ସନ୍ତୋଷ । ତେବେ ରାଜା ଓ ସନ୍ତୋଷ ଙ୍କ ମଧ୍ୟ ରେ କାହିଁକି ହେଲା ବିବାଦ । ତେବେ ରଶ୍ମି ରେଖା ଙ୍କ ନେଇ କିଛି ବିବାଦ ହୋଇଥିଲା କି । ତେବେ ଏହି ଭଳି ଅନେକ ପ୍ରଶ୍ନ ରୁ ପରଦା ଉଠିପାରେ ଆଜି କାରଣ ପୋଲିସ ଆଜି ରାଜା ଓ ସନ୍ତୋଷ ଙ୍କୁ ପଚରା ଉଚରା କରି ପାରେ ।

ତେବେ ଏପଟେ ଆଜି ଆସି ପରେ ପୋଷ୍ଟବଟମ୍ ରିପୋର୍ଟ । ତେବେ ଦେଖା ଯାଇ ଆଗାମୀ ଦିନ ଙ୍କ କଣ ସୂଚନା ମିଳୁଛି । ତେବେ ବର୍ତ୍ତମାନ ଏହା ଉପରେ ନିଜର ମନ୍ତବ୍ୟ ରଖୁଛନ୍ତି ଯାତ୍ରା କୁଇନ ରାଣୀ ପଣ୍ଡା । ତେବେ ସେ କହୁଛନ୍ତି କି ସରକାର ଏହି ମାନଙ୍କ ପାଇଁ କିଛି ଗାଇଡ଼ ଲାଇନ କରନ୍ତୁ । ତେବେ ଯାହା ଦ୍ୱାରା ସେମାନେ ସୁଧୁରି ପାରିବେ ।

ତେବେ ଜଣଙ୍କୁ ଯେତେବେଳେ ମାନସିକ ସ୍ତରରେ ବହୁତ କଷ୍ଟ ହୋଇଥାଏ ସେତେବେଳେ ହିଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ । ତେବେ ହୁଏତ ସେହି ଝିଅ ଉପରେ ସେଭଳି କିଛି ଚାପ ପଡିଥିବ । ତେବେ ବର୍ତ୍ତମାନ ତ ସବୁ ଝିଅ ଙ୍କ ର ୫୩୨ ଟା ବୟଫ୍ରେଣ୍ଡ ରାଣୀ ପଣ୍ଡାର ତ ହଜାରେ ହେଲେ କେହି ରହୁ ନାହାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *