ଅଭିନେତ୍ରୀ Rashmirekha ଙ୍କ ବଏଫ୍ରେଣ୍ଡ୍ ଆଉ ଏକ୍ସ ବଏଫ୍ରେଣ୍ଡ୍ ଆମ୍ନା-ସାମ୍ନା, କଣ ଅଟେ ଏହି ତ୍ରୀ-କୋଣିୟ Love Story ର ରହସ୍ୟ, ଜାଣିବା ପାଇଁ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆମନା ସାମନା ବସିବେ ସାନ ବେବି ଆଉ ରାଜା । ପୋଲିସ ତଦନ୍ତରେ ଦୁଇ ପ୍ରେମିକ କହିବେ ସମ୍ପର୍କର ସେହି ଅକୁହା କଥା ଯାହା ଜୀବନ ନେଇ ଗଲା ରଶ୍ମି ରେଖାଙ୍କର । ଗ୍ରିଲ ହେବେ ଦୁଇ ବଏଫ୍ରେଣ୍ଡ । ପୋଲିସ ପଚାରିବ ପ୍ରଶ୍ନ ଆଉ ଉତ୍ତର ରଖିବେ ଉଭୟ । ସନ୍ତୋଷଙ୍କ ପାଇଁ କଣ ରାଜା ଚୁପ ଚୁପ କଥା ହେଉଥିଲା ରଶ୍ମିଙ୍କ ସହିତ ନା ସନ୍ତୋଷଙ୍କ ଡରି ରାଜାଙ୍କ ସହ ଚୋର ପ୍ରେମ କରୁଥିଲେ ରଶ୍ମିରେଖା ।

ରାଜା କହୁଛନ୍ତି ଯେ ତାଙ୍କର ରଶ୍ମିଙ୍କ ସହ ୬ ମାସ ହେବ ସମ୍ପର୍କ ନାହିଁ । କିନ୍ତୁ ଅନ୍ୟ ପଟେ ସନ୍ତୋଷ ମଦ ପିଇ ଫୋନ କରୁଛନ୍ତି ଯେ ତୋର ଆଉ ରାଜାର କଣ ଚାଲିଛି । ଏହା ହେଉଛି ଏହି ଭଳି ଏକ ପ୍ରଶ୍ନ ଯାହା ପ୍ରେମ କରୁଥିବା ଯୁବତୀ ଆଉ ଯୁବକଙ୍କୁ ବିଚଳିତ କରି ପାରେ । ତ୍ରିକୋନୀୟ ପ୍ରେମ କାହାଣୀ ଥିଲା କି ଏହା ଭିତରେ । ରଶ୍ମୀ ରେଖା ଉଭୟ ରାଜା ଆଉ ସନ୍ତୋଷ ସହ ସମ୍ପର୍କ ରଖିଥିଲେ କି ।

ଉଭୟଙ୍କୁ ପଚରା ଉଚରା କରିବ ପୋଲିସ ଆଉ ବସାଇବ ଆମନା ସାମ୍ନାରେ । ତେବେ ଯାଇ ସବୁ କଥା ସାମ୍ନାକୁ ଆସିବ । ସନ୍ତୋଷଙ୍କୁ କୌଣସି ଦୋଷ ନ ଦେବା ପାଇଁ ନିଜ ସୁଇସାଇଡ ଲେଟରରେ ଲେଖି ଯାଇଛନ୍ତି ରଶ୍ମି ରେଖା । ତେବେ କିନ୍ତୁ ତାଙ୍କ ବାପା ମା କହୁଛନ୍ତି କି ସନ୍ତୋଷ ପାଇଁ ତାଙ୍କ ଝିଅର ଜୀବନ ଯାଇଛି । ଝିଅ ଚାହୁଁଛି ତା ପ୍ରେମିକକୁ କେହି କିଛି ନ କୁହନ୍ତୁ । ନହେଲେ ସେ ସମସ୍ତଙ୍କୁ ହଇରାଣ କରିବ ।

ଆଉ ଅନ୍ୟ ପଟେ ଛାତି ଭିତରେ ଅନେକ ରହସ୍ୟ ଲୁଚାଇ ରଖିଥିବ ସନ୍ତୋଷ । ତେବେ ଦୁଇ ପ୍ରେମିକଙ୍କ ଭିତରୁ କାହା ପାଇଁ ଜୀବନ ଯାଇଛି ରଶ୍ମୀ ରେଖାଙ୍କର । ଏହି ଅଭିନେତ୍ରୀ କାହିଁକି ନିଜ ଜୀବନ ହାରି ନେଲେ । ଅନେକ କଥା ତାଙ୍କର ସୁଟିଂ ସେଟରୁ ଶୁଣିବାକୁ ମିଳୁଛି । ବେଳେ ବେଳେ ସେ ଅନେକ ଲୋକଙ୍କ ସହ କଥା ମଧ୍ୟ ହୁଅନ୍ତି । ଯାହା ସୂଚନା ମିଳିଛି କି ସେ ଜଣେ ଅଭିନେତାଙ୍କ ସହ ବାହାଘର ହୋଇ ପାରେ ।

ତେବେ ଦେଖିବା ବାକି ରହିଲା ପୋଲିସ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ଅପେକ୍ଷା ରହିଛି ସନ୍ତୋଷ ବାଟକୁ । ଆଉ ଏହା ପରେ ପୋଲିସ ଉଭୟଙ୍କୁ ଜେରା କରିବ । ବାହାର କରିବ ପ୍ରକୃତ ସମ୍ପର୍କ । କିଭଳି ସମ୍ପର୍କ ଥିଲା ତାଙ୍କ ଭିତରେ । କାହିଁକି ବାଧ୍ୟ ହେଲେ ଏହି ଭଳି ନିଷ୍ପତି ନେବା ପାଇଁ ରଶ୍ମୀରେଖା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *