ଦେଖନ୍ତୁ Video: ଏମିତି ଦୃଶ୍ୟ ଦେଖି ମା’ ର ହୋସ୍ ଉଡିଗଲା, Video ଦେଖି କାନ୍ଦିବେ ନାହିଁ, ନିଜକୁ ଟିକେ ସମ୍ଭାଳି ଦେବେ 

ବନ୍ଧୁଗଣ ଗୋଟେ ଛୋଟ ଛୁଆ ଜନ୍ମ ହେବା ପରେ ତାକୁ ଗୋଟେ ମାର ଯତ୍ନ ଓ ଭଲ ପାଇବାର ଆବଶ୍ୟକତା ଥାଏ । ପ୍ରକୃତରେ ଗୋଟେ ମା ମଧ୍ୟ ନିଜ ସନ୍ତାନକୁ ଗୋଟେ ମୂହୁର୍ତ୍ତ ନଦେଖିଲେ ରହିପାରେ ନାହିଁ ।

କିନ୍ତୁ ସବୁ ସନ୍ତାନଙ୍କ ଭାଗ୍ୟ ଏକା ପରିକା ନଥାଏ । ସବୁ ସନ୍ତାନଙ୍କୁ ତାଙ୍କ ମାର ଭଲ ପାଇବା ମିଳେ ନାହିଁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଛୋଟ ଛୁଆର କାହାଣୀ ବିଷୟରେ କହିବାକୁ ଯାଉଛୁ । ଏକ ମା ନିଜ ଛୋଟ ଛୁଆକୁ ଏକ ନିରୋଳା ଜାଗାରେ ଥିବା ବନ୍ଦ ଘରେ ଛାଡି ଚାଲି ଯାଇଥିଲା ହେଲେ ତା ପରେ ଯାହା ହୋଇଥିଲା ତାହା ବିଷୟାରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି ଘଟଣାଟି ହେଉଛି ରୁଷିଆର ୟଶଲାବ ସହରର । ଏହି ସ୍ଥାନରେ ରହୁଥିବା ଏକ ମା ନିଜ ୧ ବର୍ଷର ଛୁଆକୁ ଏକ ନିରୋଳା ଘରେ ରଖି ଛାଡି ଚାଲିଯାଇଥିଲା । ୧୦ ବର୍ଷ ପରେ ଯେତେବେଳେ ସେ ଫେରିଲା ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା ।

ବନ୍ଧୁଗଣ ଯେତେବେଳେ ମା ନିଜ ଛୁଆକୁ ସେହି ଘରେ ଛାଡି ଚାଲିଥିଲା ସେତେବେଳେ ଗୋଟେ ଲୋକ ସେହି ରାସ୍ତା ଦେଇ ଯାଉଥିଲା । ସେହି ଘରୁ ସେ ଛୁଆର କାନ୍ଦିବା ଆବାଜକୁ ଶୁଣି ପାରିଥିଲା ହେଲେ ବ୍ୟକ୍ତି ଜଣକ ତାକୁ ଏତେ ଗୁରୁତ୍ଵ ନାଦେଇ ନିଜ କାମକୁ ଚାଲି ଯାଇଥିଲା । ହେଲେ ବାରମ୍ବାର ଛୁଆ ଆବାଜ ଶୁଣିବାରୁ ବ୍ୟକ୍ତିଟି ସେହି ଘର ବିଷୟରେ ପୋ-ଲି-ସକୁ କହିଥିଲା ।

ଯେହେତୁ ଘର ମଧ୍ୟରୁ କେହି ଲୋକ ଯିବା ଆସିବା କରୁନଥିଲେ ଓ ଘରଟି ଅନ୍ଧାର ହୋଇ ରହୁଥିଲା ତେଣୁ ବ୍ୟକ୍ତି ଜଣକ ଛୁଆର ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପୋ-ଲି-ସ-କୁ କହିବା ପରେ ପୋ-ଲି-ସ ଆସି ସେହି ଘରେ ଛାନବିନ କରିଥିଲା ସେତେବେଳେ ପୋ-ଲି-ସ ମାନଙ୍କୁ ଏକ ଛୋଟ ଛୁଆ ମିଳିଥିଲା । ଛୁଆଟି ଧୁଳି ଧୂସର ହୋଇ ତଳେ ସୋଇଥିଲା । ପରେ ଏହା ମଧ୍ୟ ଜଣା ପଡିଥିଲା ଯେ, ସେହି ଛୁଆତି ୬ ଦିନ ହେବ କିଛି ଖାଇ ନାହିଁ ।

ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସେହି ଛୋଟ ଶିଶୁଟି ଏତେ ଦିନ ପର୍ଯ୍ୟନ୍ତ ନଖାଇ ମଧ୍ୟ ବଞ୍ଚିଥିଲା । ଏହା ପରେ ପୋ-ଲି-ସ ସେହି ଛୁଆଟିର ପରିବାର ବିଷୟରେ ଜାଣିଥିଲା । ଛୁଆଟିର ନାମ ହେଉଛି ଲିଜା ସାୟା । ହେଲେ ପୋ-ଲି-ସ ଲିଜାର ମା ବାପାଙ୍କୁ ଖୋଜି ପାରି ନଥିଲା ।

ଏହା ପରେ ଲିଜାକୁ ବହୁତ ସମୟ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରଯାଇଥିଲା । ଏହା ପରେ ହସ୍ପିଟାଲରେ ଥିବା ଏକ ନର୍ସ ଲିଜାକୁ ନିଜ ସନ୍ତାନ ରୂପେ ଗ୍ରହଣ କରିଥିଲେ । ଲିଜାଙ୍କ ଭରଣ ପୋଷଣ ସେହି ନର୍ସ ଜଣକ ବହୁତ ଭଲ ଭାବରେ କରିଥିଲେ ।

ଲିଜା ଆଜିକୁ ଏକ ବଡ ମଡେଲ ଅଟନ୍ତି । ଯେତେବେଳେ ଲିଜାଙ୍କ ପ୍ରକୃତ ମା ଏହା ବିଷୟରେ ଜାଣିଲେ ସେତେବେଳେ ସେ ଲିଜାଙ୍କ ସହ ସମ୍ପର୍କ କରିବାକୁ ଚାହିଁ ଥିଲେ । ହେଲେ ଲିଜା ଆଜିକୁ ନିଜ ପ୍ରକୃତ ମାଙ୍କ ମୁହଁ ଦେଖିବାକୁ ଚାହୁଁ ନାହିଁ । ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜୁକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *