ବନ୍ଧୁଗଣ, ତାଲିବାନ ଆତଙ୍କ ରେ ବର୍ତ୍ତମାନ ସଂପୂର୍ଣ୍ଣ ଭାବରେ ଆତଙ୍କିତ ଆଫଗାନିସ୍ଥାନ । ତାଲିବାନ ଙ୍କ ନି-ର୍ଯା-ତ-ନା ରୁ ବଞ୍ଚିବା ନିମନ୍ତେ ବର୍ତ୍ତମାନ ଦେଶ ଛାଡୁଛନ୍ତି ଲୋକମାନେ । ଏହାର ଦୃଶ୍ୟ ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆ ରେ ଦେଖିବାକୁ ପାଉଥିବେ । ବିଭିନ୍ନ ଦେଶ ମଧ୍ୟ ଆଫଗାନିସ୍ଥାନ ରୁ ନିଜ ଲୋକଙ୍କୁ ଫେରାଇ ଅଣୁଛନ୍ତି । ଭାରତ ମଧ୍ୟ ନିଜ ଲୋକ ମାନଙ୍କୁ ଆଫଗାନିସ୍ଥାନ ରୁ ଫେରାଇ ଆଣୁଛି । ଏହି ମିଶନ କୁ ସଫଳତାର ସହିତ ପୂରଣ କରୁଛନ୍ତି I
TBP କୋମାଣ୍ଡାନ୍ଟ “ରବିକାନ୍ତ ଗୌତମ” ଯେତେବେଳେ ଆଫଗାନ ରେ ଫ-ସି ରହିଥିଲେ ଶହ ଶହ ଭାରତୀୟ ସେତେବେଳେ ନିଜ ଲୋକଙ୍କୁ ଫେରାଇ ଆଣିବା ନିମନ୍ତେ ଆଗକୁ ଆସିଥିଲେ ଭାରତ ସରକାର ଏବଂ ଏହାର ଦାଇତ୍ଵ ଦିଆଯାଇଥିଲା ITBP କୋମାଣ୍ଡାନ୍ଟ “ରବିକାନ୍ତ ଗୌତମ”ଙ୍କୁ । ମାତ୍ର ଏହା ITBP ଯବାନ ଙ୍କ ନିମନ୍ତେ ଏତେ ସହଜ ନଥିଲା । ଭାରତୀୟ ଲୋକ ମାନଙ୍କୁ ଆଫଗାନସ୍ଥାନ ଋ ଫେରାଇ ଆଣିବା ନିମନ୍ତେ ବୀର ଦର୍ପରେ ଆଗେଇ ଯାଇଥିଲେ କୋମାଣ୍ଡାନ୍ଟ “ରବିକାନ୍ତ ଗୌତମ”ଙ୍କ ଟିମ ।
ଏହି ମିଶନ ଙ୍କୁ ସଫଳ କରିବା ନିମନ୍ତେ ସେମାନଙ୍କୁ ୨ ରାତି ଅନିଦ୍ରା ହେବାକୁ ପଡିଥିଲା । ଆଫଗାନିସ୍ଥାନ ରୁ ଭାରତୀୟକୁ ଫେରାଇ ଆଣିବା ରବିକାନ୍ତ ଙ୍କ ପକ୍ଷେ ବହୁତ କଷ୍ଟ ଥିଲା । ଆଫଗାନିସ୍ଥାନ ରେ ପରିସ୍ଥିତି ବହୁତ ଖରାପ ଥିଲା ଏବଂ ଏହା ମଧ୍ୟରେ ସେ ସମସ୍ତ ଭାରତୀୟ ଙ୍କୁ ଏକାଠି କରାଇଥିଲେ ଏବଂ ସେଠାରୁ ସୁରକ୍ଷିତ ଭାବରେ ୨୧୦ ଭାରତୀୟ ଙ୍କୁ ଉଦ୍ଧାର କରିଥିଲେ ।
ମୃ-ତ୍ୟୁ ମୁହଁରୁ ନିଜ ଭାରତୀୟ ଲୋକ ମାନଙ୍କୁ ଆଫଗାନିସ୍ଥାନ ରୁ ଫେରାଇ ଆଣିବା ନିମନ୍ତେ ଏହି ଯବାନଙ୍କୁ ବର୍ତ୍ତମାନ ପ୍ରଶଂସା ରେ ପୋତି ପକାଉଛନ୍ତି । ITBP କୋମାଣ୍ଡାନ୍ଟ “ରବିକାନ୍ତ ଗୌତମ” ଙ୍କ ଘର ମଧ୍ୟପ୍ରଦେଶ ର ଶିବପୁର ଅଞ୍ଚଳରେ । ସରକାର ତାଙ୍କୁ ଦେଇଥିବା ଏହି ଦାଇତ୍ଵକୁ ତୁଲାଇ ପାରିଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ରବିକାନ୍ତ । ରବିକାନ୍ତ ଙ୍କ ଏହି ସଫଳତା ପରେ ତାଙ୍କ ପରିବାର ଲୋକେ ଗର୍ବିତ ଥିବା ମଧ୍ୟ ସେ କହିଛନ୍ତି । ରବିକାନ୍ତ ଗୌତମ ଙ୍କ ଏମିତି କାମ ପାଇଁ ନିଶ୍ଚୟ କମେନ୍ଟ କରନ୍ତୁ ଗୁଡ । ଭଲ ଲାଗିଥିଲେ ଲାଇକ ଓ ସେୟାର କରନ୍ତୁ । ଧନ୍ୟବାଦ