ଏହି ନାମର ପୁଅକୁ ବିବାହ କଲେ ସାରା ଜୀବନ ପସ୍ତେଇବ, ଯେତେ ସମ୍ଭବ ଏମାନଙ୍କ ଠାରୁ ଦୂରରେ ରୁହନ୍ତୁ…

ପ୍ରତ୍ଯେକଟି ଝିଅର ମନରେ ଏକ କଥା ରହିଥାଏ । ଯେ ଯେଉଁ ପୁଅ ତାଙ୍କ ଜୀବନକୁ ଆସିବ । ସେହି ପୁଅ ତାଙ୍କୁ ବହୁତ ଭଲପାଉଥିବ, ତା’ ର ବହୁତ ଯତ୍ନ ନେଉଥିବ । ତା’ ପାଇଁ ସବୁବେଳେ ଲୋୟାଲ ହୋଇ ରହୁଥିବ । ଯାହା ସହିତ ସେ ପୁରା ଜୀବନ ଭଲରେ ବିତାଇ ପାରିବ । ହେଲେ ଅନେକ ଥର ଝିଅ ମାନଙ୍କୁ ପୁଅ ମାନଙ୍କୁ ଜାଣିବାରେ ଭୁଲ ହୋଇଯାଇଥାଏ । ତେଣୁ ଏଥିପାଇଁ ବହୁବାର ଝିଅ ମାନେ ଧୋକା ଖାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ 5 ଟି ନାମର ପୁଅଙ୍କ ବିଷୟରେ କହିବ ପାଇଁ ଯାଉଛୁ । ଯାହାଙ୍କୁ ବାହା ହୋଇ ଝିଅ ମାନେ ପ୍ରାୟତଃ ଦୁଃଖରେ ରହିଥାନ୍ତି ।

C- C ନାମର ପୁଅ ସ୍ଵଭାବରେ ବହୁତ ରାଗୀ ହୋଇଥାନ୍ତି । ବିବାହ ପରେ ଯଦି ଏହି ପୁଅ ମାନେ କୌଣସି କଥାରେ ରାଗିଯାଇଥାନ୍ତି । ତେବେ ସେମାନେ ତାଙ୍କ ସବୁ ରାଗ ନିଜ ସ୍ତ୍ରୀ ଉପରେ ସାରିଦେଇଥାନ୍ତି । ଏମାନେ ସାମାନ୍ୟ ସନ୍ଦେହୀ ହୋଇଥିବାରୁ ନିଜ ସ୍ତ୍ରୀ ଉପରେ ଅଧିକାଂଶ ସମୟରେ ଏମାନେ ସନ୍ଦେହ ମଧ୍ୟ କରିଥାନ୍ତି ।

K- ଏହି ପୁଅ ମାନେ ଯେତେ ଲୋକଙ୍କ ସାମ୍ନାକୁ ଭଲ ହୋଇଥାନ୍ତୁ ନା କାହିଁକି ? ହେଲେ ଦରକାର ପଡିଲେ ଏମାନେ ନିଜର ଅସଲୀ ରୂପ ଲୋକଙ୍କୁ ଦେଖାଇଥାନ୍ତି । ଏମାନେ ବହୁତ ଜିଦିଆ ସ୍ଵଭାବର ହୋଇଥିବା କାରଣରୁ ତାଙ୍କର ଜୀବନରେ ବହୁ ସମୟରେ କଳି ଝଗଡା ଆସିଥାଏ ।

O- ଏହି ନାମର ପୁଅ ମାନେ ନିଜ ସ୍ତ୍ରୀ ଠାରୁ ସବୁବେଳେ ଉଚ ସ୍ଥାନରେ ରହିବାକୁ ପସନ୍ଦ କରିଥାନ୍ତି । ନିଜ ସ୍ତ୍ରୀ ଙ୍କୁ ଅଧିକ ସ୍ଵାଧୀନତା ଦେବା ଏମାନେ ପସନ୍ଦ କରନ୍ତି ନାହିଁ । ତେଣୁ ଏହି କାରଣ ପାଇଁ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରାୟ ସମୟରେ ଖିଟପିଟ ଲାଗି ରହିଥାଏ ।

T- ଏହି ନାମର ପୁଅ ମାନେ ବିବାହ ପରେ ନିଜ ସ୍ତ୍ରୀ କୁ ଅଧିକ ସମୟ ଦେଇ ପାରନ୍ତି ନାହିଁ । ଏମାନେ ନିଜ ସ୍ତ୍ରୀ ଅପେକ୍ଷା ଅନ୍ୟ ଜିନିଷ ସମୟ ଦେବାରେ ଅଧିକ ସମୟ ବର୍ବାଦ କରିଦେଇଥାନ୍ତି । ତେଣୁ ଅନେକ ସମୟରେ ଏଭଳି କିଛି କାରଣରୁ ଏମାନଙ୍କ ଦାମ୍ପତ୍ୟ ଜୀବନ ମଧୁର ହୋଇପାରିନଥାଏ ।

Y- ଏହି ନାମର ଅନେକ ପୁଅ ମାନେ ଗୋଟିଏ ଝିଅ ପାଖରେ ଖୁସିରେ ରହିପାରନ୍ତି ନାହିଁ । ଏମାନେ କଥା କଥାରେ ବହୁତ ରାଗି ମଧ୍ୟ ଯାଇଥାନ୍ତି । ତେଣୁ ଏହିଭଳି ଛୋଟ ଛୋଟ କାରଣରୁ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ମନୋମାଳିନ୍ୟ ଦେଖାଯାଇଥାଏ । ତେଣୁ ଏହି 5 ନାମର ପୁଅ ମାନଙ୍କୁ ବାହା ହୋଇ ଝିଅ ମାନେ ଅଧିକାଂଶ ସମୟରେ ନିରାଶରେ ରହିଥାନ୍ତି । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *